Asima Panda Viral Video: ଓଡିଆ ସଙ୍ଗୀତ ଜଗତର ଜଣାଶୁଣା ନାଁ ଅସୀମା ପଣ୍ତା। ଏକାଧିକ ଓଡିଆ ଆଲବମ୍ ଓ ଭଜନ ଗାଇ ସେ ଲୋକଙ୍କ ମନ କିଣିଛନ୍ତି। ତେବେ, ଏହାରି ଭିତରେ ତାଙ୍କର ଆଉ ଜଣେ ହାସ୍ୟ ଅଭିନେତାଙ୍କ ସହ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ତାହା ପୁଣି ଏକ ରୁମ୍ ଭିତରୁ...ଦେଖନ୍ତୁ...