Rani panda Viral Video: ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତ। ଗରିବ ଲୋକଙ୍କ ସାହାରା। ଗରିବଙ୍କ ସୁଖ-ଦୁଖର ସାଥୀ ହେଉଛନ୍ତି ରାଣୀ ପଣ୍ତା। ରାଣୀଙ୍କ ପ୍ରେମିକ ହେଉଛନ୍ତି ବିକ୍ରମ। କିନ୍ତୁ ବିକ୍ରମ ତାଙ୍କୁ ପ୍ରେମରେ ଧୋକା ଦେଇଛନ୍ତି ବୋଲି ଅଭିଯୋଗ କରନ୍ତି। ତେବେ, ଏହାରି ଭିତରେ ରାଣୀ ଓ ବିକ୍ରମଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଏବେ ଭାଇରାଲ୍ ହେଉଛି । ଦେଖନ୍ତୁ..