Viral Video: ପୁଣି ଚର୍ଚ୍ଚାରେ ନିଶା ମହାରଣା। ତାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି। ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ନିଶା ଏୟାର ପୋର୍ଟରେ ନଜର ଆସିଛନ୍ତି। ଶୁଣିବାକୁ ମିଳୁଛି ଯେ, ନିଶା ପ୍ରେମରେ ଧୋକା ଖାଇ ରାଜ୍ୟ ଛାଡି ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ଦେଖନ୍ତୁ ଭିଡିଓ...