Viral Video: ଅଭିନେତ୍ରୀ ପ୍ରିୟା ଚୌଧୁରୀ। ଏ-କାଧିକ ଫିଲ୍ମରେ ଅଭିନୟ କରି ସେ ଲୋକ ହୃଦୟ ଜିତିଥିଲେ। ତେବେ, ଏବେ ସେ ଫିଲ୍ମ ଜଗତରୁ ଦୂରେଇ ରହିଛନ୍ତି। କିନ୍ତୁ ସେ ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ୍ । ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ...