KIIT University Video: ଭୁବନେଶ୍ବର କିଟ୍ କଲେଜରେ ଛାତ୍ରୀ ମୃତ୍ୟୁ ଘଟଣାରେ ସଫେଇ ରଖିଲେ କଲେଜ କର୍ତ୍ତୃପକ୍ଷ। କିଟ୍ କୂଳ ସଚିବଙ୍କ ସୂଚନା, ଅଭିଯୁକ୍ତ ଛାତ୍ରଙ୍କ ସହ ମୃତ ନେପାଳୀ ଛାତ୍ରୀଙ୍କ ଥିଲା ପ୍ରେମ ସମ୍ପର୍କ । ମନୋମାଳିନ୍ୟରୁ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣାରେ ଅଭିଯୁକ୍ତ ଛାତ୍ରକୁ ଗିରଫ କରି ତଦନ୍ତ କରୁଛି ପୋଲିସ। ଗତକାଲି ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ କଲେଜ କ୍ୟାମ୍ପସ୍ରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ସେପଟେ ସାଇନ ଏ ଡାଏ ଘୋଷଣା ପରେ ବସ ଯୋଗେ କ୍ୟାମ୍ପସ ଛାଡିଛନ୍ତି ଛାତ୍ର। ଏହାସହ ଏକ ଭିଡିଓ ଯେଉଁଥିରେ କର୍ତ୍ତୃପକ୍ଷ ନାଲିଆଖି ଦେଖାଇଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.