Advertisement
Photo Details/zeeodisha/odisha2655735
photoDetails0hindi

ଓଡ଼ିଶାରେ ତିଆରି ହେବ ଭଲ ବ୍ରାଣ୍ଡର ମଦ କାରଖାନା !

ଓଡ଼ିଶାରେ ମହୁଲ ଏବଂ ମାଣ୍ଡିଆରୁ ପ୍ରସ୍ତୁତ ହେବ ମଦ 

1/5

ମଦ ପ୍ରସ୍ତୁତି ପାଇଁ ଆଗ୍ରହୀ ଥିବା କମ୍ପାନୀକୁ ସବ୍‌ସିଡି ଯୋଗାଇବେ ସରକାର

2/5

ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

3/5

ଜଙ୍ଗଲଜାତ ଫୁଲ ମହୁଲ ଏବଂ ମାଣ୍ଡିଆରୁ ମଦ ପ୍ରସ୍ତୁତ କରାଗଲେ ପ୍ରୋତ୍ସାହନ ମିଳିବ ।

4/5

ଓଡ଼ିଶାରେ ଭଲ ବ୍ରାଣ୍ଡର ମଦ ପ୍ରସ୍ତୁତି କାରଖାନା ହେବା ନେଇ ଆଲୋଚନା କରାଯିବ ।

5/5

ନୂଆ ଅବକାରୀ ନୀତି ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।