Bird census: ଏଥର ଗଣନାରେ ଫ୍ଲେମିଙ୍ଗୋର ଟ୍ରାକିଂ କରାଯିବ। ସେଥିପାଇଁ ୧୦ଟି ଫ୍ଲେମିଙ୍ଗୋର ଗୋଡରେ ଲଗାଯିବ ସାଟେଲାଇଟ ଟ୍ରାକିଙ୍ଗ ରିଙ୍ଗ। ସେମାନେ ସାଇବେରିଆରୁ ନା କେଉଁଠୁ ଆସୁଛନ୍ତି ସେନେଇ ଅନୁଧ୍ୟାନ କରାଯିବ। ଏନେଇ ଆଜି ସୂଚନା ଦେଇଛନ୍ତି ପିସିସିଏଫ୍ ପ୍ରେମ କୁମାର ଝା।
Trending Photos
ଭୁବନେଶ୍ୱର: ଜାନୁଆରୀ ୧୮ରେ ପକ୍ଷୀ ଗଣନା। ୧୬ରୁ ଆରମ୍ଭ ହେବ ପକ୍ଷୀ ଗଣନା ପ୍ରକ୍ରିୟା। ଚଳିତ ବର୍ଷ ସାରା ରାଜ୍ୟରେ ଗୋଟିଏ ଦିନରେ ହିଁ ପକ୍ଷୀ ଗଣନା କରାଯିବ। ଏଥର ଗଣନାରେ ଫ୍ଲେମିଙ୍ଗୋର ଟ୍ରାକିଂ କରାଯିବ। ସେଥିପାଇଁ ୧୦ଟି ଫ୍ଲେମିଙ୍ଗୋର ଗୋଡରେ ଲଗାଯିବ ସାଟେଲାଇଟ ଟ୍ରାକିଙ୍ଗ ରିଙ୍ଗ। ସେମାନେ ସାଇବେରିଆରୁ ନା କେଉଁଠୁ ଆସୁଛନ୍ତି ସେନେଇ ଅନୁଧ୍ୟାନ କରାଯିବ। ଏନେଇ ଆଜି ସୂଚନା ଦେଇଛନ୍ତି ପିସିସିଏଫ୍ ପ୍ରେମ କୁମାର ଝା।