Advertisement
Photo Details/zeeodisha/odisha2643205
photoDetails0hindi

Champions Trophy 2025: ରାତାରାତି ଖେଳାଳି ବଦଳାଇଲେ ଭାରତ ସମେତ ଏସବୁ ଦଳ, ଦେଖନ୍ତୁ ୮ ଟିମର ଫାଇନାଲ୍ ସ୍କ୍ୱାର୍ଡ

Champions Trophy 2025 All Team Squads: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ସମସ୍ତ ଦଳ ସେମାନଙ୍କ ଦଳରେ ଅନେକ ପରିବର୍ତ୍ତନ କରିଛନ୍ତି। କାରଣ ଅନେକ ଖେଳାଳି ଆଘାତ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି। ବର୍ତ୍ତମାନ ଦଳଗୁଡ଼ିକ ସେମାନଙ୍କର ୧୫ ଜଣିଆ ଫାଇନାଲ୍ ସ୍କ୍ୱାର୍ଡ ଘୋଷଣା କରିଛନ୍ତି। ଆପଣ ଏଠାରେ ଦେଖିପାରିବେ ସମସ୍ତ ଦଳର ଫାଇନାଲ୍ ସ୍କ୍ୱାର୍ଡ ।

1/8

ଭାରତ: (India Champions Trophy 2025 Squads) ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ଶାମି, ଅର୍ଶଦୀପ ସିଂହ, ରବିନ୍ଦ୍ର ଜାଡେଜା, ବରୁଣ ଚକ୍ରବର୍ତ୍ତୀ।

2/8

ବାଂଲାଦେଶ: (Bangladesh Champions Trophy 2025 Squads) ନଜମୁଲ ହୋସେନ ଶାନ୍ତୋ (ଅଧିନାୟକ), ସୌମ୍ୟ ସରକାର, ତାନଜିଦ ହାସନ, ତୌହିଦ ହୃଦୟ, ମୁସଫିକର ରହିମ, ମହମୁଦୁଲ୍ଲା, ଜାକେର ଅଲି ଅନିକ୍, ମେହେଦି ହାସନ ମିରାଜ, ରିଶାଦ ହୋସେନ, ତସକିନ ଅହମ୍ମଦ, ମୁସ୍ତାଫିଜୁର ରହମାନ, ପରଭେଜ ହୋସେନ ଇମାନ, ନସୁମ ଅହମ୍ମଦ, ତାନଜିମ ହାସନ ସକିବ, ନାହିଦ ରାଣା।

3/8

ନ୍ୟୁଜିଲ୍ୟାଣ୍ଡ୍: (New Zealand Champions Trophy 2025 Squads) ମିଚେଲ ସାଣ୍ଟନର (ଅଧିନାୟକ), ମାଇକେଲ ବ୍ରେସୱେଲ, ମାର୍କ ଚାପମ୍ୟାନ୍, ଡେଭନ୍ କନୱେ, ଲକି ଫର୍ଗୁସନ୍, ମ୍ୟାଟ୍ ହେନରୀ, ଟମ୍ ଲାଥାମ୍, ଡାରିଲ୍ ମିଚେଲ, ୱିଲ୍ ଓ'ରୌର୍କ, ଗ୍ଲେନ୍ ଫିଲିପ୍ସ, ରାଚିନ୍ ରବିନ୍ଦ୍ର, ବେନ୍ ସିୟର୍ସ, ନାଥନ୍ ସ୍ମିଥ୍, କେନ୍ ୱିଲିୟମ୍ସନ୍, ୱିଲ୍ ୟଙ୍ଗ।

4/8

ପାକିସ୍ତାନ: (Pakistan Champions Trophy 2025 Squads) ମହମ୍ମଦ ରିଜୱାନ (ଅଧିନାୟକ), ବାବର ଆଜମ, ଫଖର ଜମାନ, କାମରାନ ଗୁଲାମ, ସୌଦ ଶକିଲ, ତୟବ ତାହିର, ଫହୀମ ଆଶ୍ରଫ, ଖୁସଦିଲ ଶାହ, ସଲମାନ ଅଲି ଆଗା, ଉସମାନ ଖାନ, ଅବରାର ଅହମ୍ମଦ, ଆକିଫ ଜାଭେଦ, ମହମ୍ମଦ ହସନୈନ, ନସିମ ​​ଶାହ, ଶାହିନ ଶାହ ଆଫ୍ରିଦି।

5/8

ଆଫଗାନିସ୍ତାନ: (Afghanistan Champions Trophy 2025 Squads) ହଶମତୁଲ୍ଲା ଶାହିଦି (ଅଧିନାୟକ), ଇବ୍ରାହିମ୍ ଜାଦ୍ରନ୍, ରହମାନୁଲ୍ଲା ଗୁରବାଜ୍, ସେଦିକୁଲ୍ଲା ଅତଲ୍, ରହମତ ଶାହ, ଇକ୍ରାମ ଅଲିଖିଲ୍, ଗୁଲବାଦିନ୍ ନାଇବ୍, ଆଜମତୁଲ୍ଲା ଉମରଜାଇ, ମହମ୍ମଦ ନବି, ରସିଦ୍ ଖାନ, ଏଏମ୍ ଘଜାନଫର, ନୁର ଅହମ୍ମଦ, ଫଜଲହକ୍ ଫାରୁକି, ଫରିଦ୍ ମାଲିକ, ନାଭିଦ୍ ଜାଦ୍ରନ୍

 

6/8

ଇଂଲଣ୍ଡ: (England Champions Trophy 2025 Squads) ଜସ୍ ବଟଲର୍ (ଅଧିନାୟକ), ଜୋଫ୍ରା ଆର୍ଚର, ଗସ୍ ଆଟକିନସନ୍, ହ୍ୟାରି ବ୍ରୁକ୍, ବ୍ରାଇଡନ୍ କାର୍ସେ, ବେନ୍ ଡକେଟ, ଜେମି ଓଭରଟନ୍, ଜେମି ସ୍ମିଥ୍, ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍, ଆଦିଲ୍ ରସିଦ୍, ଜୋ ରୁଟ୍, ସାକିବ୍ ମହମୁଦ୍, ଫିଲ୍ ସଲ୍ଟ, ମାର୍କ ଉଡ୍

7/8

ଅଷ୍ଟ୍ରେଲିଆ: (Australia Champions Trophy 2025 Squads) ଷ୍ଟିଭ୍ ସ୍ମିଥ୍ (ଅଧିନାୟକ), ସିଆନ୍ ଆବୋଟ୍, ଆଲେକ୍ସ କ୍ୟାରି, ବେନ୍ ଦ୍ୱାରସିସ୍, ନାଥନ୍ ଏଲିସ୍, ଜେକ୍ ଫ୍ରେଜର-ମ୍ୟାକଗର୍କ, ଆରୋନ୍ ହାର୍ଡି, ଟ୍ରାଭିସ୍ ହେଡ୍, ଜୋଶ୍ ଇଙ୍ଗଲିସ୍, ସ୍ପେନ୍ସର ଜନସନ୍, ମାର୍ନସ୍ ଲାବୁଶାଗ୍ନେ, ଗ୍ଲେନ୍ ମ୍ୟାକ୍ସୱେଲ୍, ତନବୀର ସାଂଘା, ମାଥ୍ୟୁ ସର୍ଟ, ଆଡାମ ଜାମ୍ପା

8/8

ଦକ୍ଷିଣ ଆଫ୍ରିକା: (South Africa Champions Trophy 2025 Squad) ଟେମ୍ବା ବାଭୁମା (ଅଧିନାୟକ), ଟୋନି ଡି ଜୋରଜି, ମାର୍କୋ ଜାନସେନ୍, ହେନରିଚ୍ କ୍ଲାସେନ୍, କେଶବ ମହାରାଜ, ଆଇଡେନ୍ ମାକ୍ରମ, ଡେଭିଡ୍ ମିଲର, ୱାଇଆନ୍ ମୁଲଡର, ଲୁଙ୍ଗି ଏନଗିଡି, କାଗିସୋ ରାବାଡା, ରିଆନ୍ ରିକେଲଟନ୍, ତାବରେଜ୍ ଶାମ୍ସି, ଟ୍ରିଷ୍ଟାନ୍ ଷ୍ଟବ୍ସ, ରାସି ଭାନ୍ ଡେର୍ ଡୁସେନ୍, କର୍ବିନ୍ ବୋଶ୍