Horoscope Today 12 February 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଫେବୃଆରୀ ୧୨ ହେଉଛି ବୁଧବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
ALSO READ: Subhadra Yojana 2025: ଆକାଉଣ୍ଟକୁ ଆସିନି କି ସୁଭଦ୍ରା ଟଙ୍କା? କରନ୍ତୁ ଏହି କାମ ;ଏକା ସାଙ୍ଗେ ପାଇବେ ୨ଟି କିସ୍ତି
ବୃଷ-ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଦିନଟି ଭଲ ହେବ। ଦିନରେ ଅର୍ଥ ସଞ୍ଚୟ କରିବେ। ସ୍ବାସ୍ଥ୍ୟାବସ୍ଥା ଭଲ ରହିବ। ଗୃହକୁ ବନ୍ଧୁଙ୍କ ଆଗମନ ହେବ। ଭ୍ରମଣର ଯୋଗ ରହିଛି। ବିଦ୍ୟାର୍ଥୀମାନେ ଲାଭବାନ ହେବେ।
ट्रेन्डिंग फोटोज़