Advertisement
Photo Details/zeeodisha/odisha1643500
photoDetails0hindi

Shukra Gochar 2023: ଶୁକ୍ର ଦେବ କଲେ ଗୋଚର, ଏହି ୫ଟି ରାଶିଙ୍କ ଖୋଲିଲା ଭାଗ୍ୟ; ମାସ ସାରା ବର୍ଷିବ ଧନ, ମିଳିବ ଅନେକ ଖୁସି ଖବର

Shukra Rashi Parivartan 2023: ଶୁକ୍ର ଗ୍ରହକୁ ସୁଖ ଓ ସମୃଦ୍ଧିର କାରଣ ବୋଲି ମନେ କରାଯାଏ । ଯେତେବେଳେ ବି ସେ ଗୋଚର କରନ୍ତି, ଅନେକ ରାଶିଙ୍କ ଭାଗ୍ୟ ବଦଳିଯାଏ ଏବଂ ସେମାନଙ୍କ ପରିବାରରେ ଧନ-ସମ୍ପଦର ବର୍ଷା ହେବା ଆରମ୍ଭ କରେ । ଶୁକ୍ର ଦେବ ଏପ୍ରିଲ ୬ରେ ମେଷ ରାଶିରୁ ବୃଷ ରାଶିକୁ ଗୋଚର (Shukra Gochar 2023)  କରିସାରିଛନ୍ତି ।

1/6

ଏହି ରାଶି ପରିବର୍ତ୍ତନ (Shukra Rashi Parivartan 2023) ଯୋଗୁଁ ୫ଟି ରାଶିଙ୍କ ଜୀବନ ଉପରେ ଜବରଦସ୍ତ ପ୍ରଭାବ ପଡ଼ିବାକୁ ଯାଉଛି । ଆସନ୍ତା ମାସ ସୁଦ୍ଧା ସେମାନଙ୍କ ଘରେ ଖୁସି ଖବର ଆସିବ ଓ ବାହନ-ସମ୍ପତ୍ତିର ଆଗମନ ହେବ । ଆସନ୍ତୁ ଜାଣିବା ସେହି ୫ଟି ଭାଗ୍ୟଶାଳୀ ରାଶି ବିଷୟରେ...

୧. ବୃଷ ରାଶି

2/6
୧. ବୃଷ ରାଶି

ଶୁକ୍ର ଗୋଚର (Shukra Gochar 2023) ସହ ଏହି ରାଶିର ଲୋକମାନେ ସମାଜରେ ସମ୍ମାନ ପାଇବେ । ସେମାନଙ୍କର ଖ୍ୟାତି ବୃଦ୍ଧି ପାଇବ । ବିବାହିତ ଜୀବନ ସୁଖମୟ ହେବ । ପ୍ରତିଦ୍ୱନ୍ଦ୍ୱୀମାନେ ଆପଣଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିବେ କିନ୍ତୁ ଆପଣ ସେମାନଙ୍କୁ ପରାସ୍ତ କରିବାରେ ସମର୍ଥ ହେବ ।

୨. କୁମ୍ଭ ରାଶି

3/6
୨. କୁମ୍ଭ ରାଶି

ଏହି ରାଶିର ଲୋକଙ୍କ ପାଇଁ ଶୁକ୍ର ଗୋଚର (Shukra Gochar 2023) ଅନେକ ପ୍ରକାରର ଖୁସି ଖବର ଆଣିବ । ଏହି ରାଶିର ଲୋକମାନେ ଘର-ଜମି, ଯାନ ଏବଂ ସମ୍ପତ୍ତିର ସୁଖ ପାଇପାରନ୍ତି । ଚାକିରି କରୁଥିବା ଲୋକଙ୍କ ପାଇଁ ଭଲ ବୃଦ୍ଧି ଓ ପଦୋନ୍ନତି ହେବାର ସମ୍ଭାବନା ଅଛି ।

୩. କନ୍ୟା ରାଶି

4/6
୩. କନ୍ୟା ରାଶି

ଶୁକ୍ର ଗୋଚର (Shukra Gochar 2023) ର ପ୍ରଭାବ ଯୋଗୁଁ ଏହି ରାଶିର ଲୋକମାନଙ୍କର ବ୍ୟବସାୟ ଅଗ୍ରଗତି ହେବ । ଏହାସହ ସେମାନଙ୍କର ବ୍ୟବସାୟ ବିସ୍ତାର ହେବ । ପତି-ପତ୍ନୀଙ୍କ ସହ ସମନ୍ୱୟ ଭଲ ରହିବ ଓ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଆପଣ ଏକ ବିଦେଶ ଯାତ୍ରା ମଧ୍ୟ କରିପାରନ୍ତି ।

୪. ମକର ରାଶି

5/6
୪. ମକର ରାଶି

ଶୁକ୍ର ଗୋଚର (Shukra Gochar 2023) ଏହି ରାଶିର ଲୋକଙ୍କ ପାଇଁ କ୍ୟାରିୟରରେ ଲାଭଦାୟକ ପ୍ରମାଣିତ ହେବାକୁ ଯାଉଛି । ପଦୋନ୍ନତି ସହିତ ଆପଣ ନୂତନ ଦାୟିତ୍ୱ ମଧ୍ୟ ପାଇପାରିନ୍ତି । ପରିବାରର ସ୍ୱାସ୍ଥ୍ୟ ଭଲ ରହିବ । ଘରେ କୌଣସି ମାଙ୍ଗଳିକ କିମ୍ବା ଶୁଭ କାମ କରାଯାଇପାରେ । କୌଣସି ସ୍ଥାନକୁ ଯିବାକୁ ଯୋଜନା କରାଯାଇପାରେ ।

ଅଧିକ ପଢ଼ନ୍ତୁ-ହାଇଦ୍ରାବାଦର ପରାଜୟର ସବୁଠାରୁ ବଡ଼ ଅପରାଧୀ ହେଉଛନ୍ତି ୧୩.୨୫ କୋଟିର ଏହି ଖେଳାଳି!

ଅଧିକ ପଢ଼ନ୍ତୁ-ମେଷ ରାଶିରେ ବକ୍ରୀ ହେବାକୁ ଯାଉଛନ୍ତି ବୁଧ, ଏହି ୪ଟି ରାଶିର ଲୋକଙ୍କ ବଦଳିଯିବ ଜୀବନ; ଦୂର ହେବ ଆର୍ଥିକ ସଙ୍କଟ

ଅଧିକ ପଢ଼ନ୍ତୁ-ଆଇପିଏଲ ମଝିରେ ଫ୍ୟାନ୍ସଙ୍କ ଆସିଲା ସବୁଠାରୁ ବଡ଼ ଖୁସି ଖବର, ଧୋନିଙ୍କୁ ନେଇ ହେଲା ବଡ଼ ଘୋଷଣା

୫. ମେଷ ରାଶି

6/6
୫. ମେଷ ରାଶି

ଶୁକ୍ରା ଗୋଚର (Shukra Gochar 2023) ଯୋଗୁଁ ମେଷ ରାଶିର ଲୋକମାନେ ଶୁଭ ଫଳାଫଳ ପାଇବେ । କୋର୍ଟରେ ଚାଲିଥିବା ମାମଲାଗୁଡ଼ିକ ଆପଣଙ୍କ ସପକ୍ଷରେ ସମାଧାନ ହୋଇପାରେ । ଅନେକ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବାର ମଧ୍ୟ ସମ୍ଭାବନା ଅଛି । ଆପଣ ପରିବାର ସହିତ ଏକ ତୀର୍ଥଯାତ୍ରାରେ ମଧ୍ୟ ଯାଇପାରନ୍ତି ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।