Namrata Malla: ଭୋଜପୁରୀ ଅଭିନେତ୍ରୀଙ୍କ ବେଲିଡ୍ୟାନ୍ସ, ଆପଣ ବି ଦେଖିଲେ କହିବେ ଓ ମାଇଁ ଗଡ୍
Advertisement
Article Detail0/zeeodisha/odisha1520856

Namrata Malla: ଭୋଜପୁରୀ ଅଭିନେତ୍ରୀଙ୍କ ବେଲିଡ୍ୟାନ୍ସ, ଆପଣ ବି ଦେଖିଲେ କହିବେ ଓ ମାଇଁ ଗଡ୍

Namrata Malla: ଭୋଜପୁରୀ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନମ୍ରତା ମଲା (Bold Bhojpuri actress) । ତାଙ୍କର ବୋଲ୍ଡ ଡ୍ୟାନ୍ସ ଓ ହଟ ଲୁକ୍ ଫ୍ୟାନ୍ସଙ୍କୁ ପାଗଳ କରିଦିଏ । ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ଏବଂ ଅନେକ ସମୟରେ ସେ ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଫଟୋ ଏବଂ ବୋଲ୍ଡ ଡ୍ୟାନ୍ସ ଭିଡିଓ ସେୟାର କରନ୍ତି। ଏହି କ୍ରମରେ ନମ୍ରତାଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ସବୁଥର ପରି ଚମତ୍କାର ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଛି ।

 Namrata Malla: ଭୋଜପୁରୀ ଅଭିନେତ୍ରୀଙ୍କ ବେଲିଡ୍ୟାନ୍ସ, ଆପଣ ବି ଦେଖିଲେ କହିବେ ଓ ମାଇଁ ଗଡ୍

Namrata Malla: ଭୋଜପୁରୀ ଅଭିନେତ୍ରୀ ତଥା  ନୃତ୍ୟଶିଳ୍ପୀ ନମ୍ରତା ମଲା (Bold Bhojpuri actress) ।  ତାଙ୍କର ବୋଲ୍ଡ ଡ୍ୟାନ୍ସ ଓ ହଟ ଲୁକ୍ ଫ୍ୟାନ୍ସଙ୍କୁ ପାଗଳ କରିଦିଏ । ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ଏବଂ ଅନେକ ସମୟରେ ସେ ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଫଟୋ ଏବଂ ବୋଲ୍ଡ ଡ୍ୟାନ୍ସ ଭିଡିଓ ସେୟାର କରନ୍ତି। ଏହି କ୍ରମରେ ନମ୍ରତାଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ସବୁଥର ପରି ଚମତ୍କାର ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଛି । ଏଥିରେ ସେ ଏକ ବ୍ରାଲେଟ୍ ଟପ୍ (bralette top) ପିନ୍ଧିଛନ୍ତି । ଏଥିରେ ସେ ଖୁବ୍ ହଟ୍ ଦିଶୁଛନ୍ତି । ନମ୍ରତା ମଲାଙ୍କ ବେଲି ଡ୍ୟାନ୍ସ ଦେଖି ଫ୍ୟାନ୍ସମାନେ ତାଜୁବ ମଧ୍ୟ ହୋଇଯାଇଛନ୍ତି । 

ନିକଟରେ ନମ୍ରତା ମଲା ଏକ ରିଲ ସେୟାର କରିଛନ୍ତି। ଏଥିରେ ସେ ବିକିନି ଟପ୍ ପିନ୍ଧିଥିବାର ନଜର ଆସିଛନ୍ତି ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ନମ୍ରତା ଏଥିରେ ବେଲି ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା ​​। ତେବେ, ନମ୍ରତାଙ୍କ ଏହି ଡ୍ୟାନ୍ସକୁ ଦେଖି ଫ୍ୟାନ୍ସମାନେ ଏହି ଭିଡିଓରେ ଜବରଦସ୍ତ ଦମେଣ୍ଟ ଦେଇଛନ୍ତି । ନମ୍ରତା ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି ଏବଂ ସେ ସୋସିଆଲ ମିଡିଆରେ ପ୍ରାୟତଃ ତାଙ୍କ ବୋଲ୍ଡ ଏବଂ ଗ୍ଲାମରସ୍ ଫଟୋ ସେୟାର କରନ୍ତି । ଏହି କାରଣରୁ,ସେ ବର୍ତ୍ତମାନ ସୋସିଆଲ ମିଡିଆ ସେନସେସନ୍ ପାଲଟିଛନ୍ତି ।  ଇନଷ୍ଟାଗ୍ରାମରେ ପ୍ରାୟ ୧.୬ ମିଲିୟନ ଲୋକେ ନମ୍ରତାଙ୍କ ଫଲୋର୍ସ  ଅଛନ୍ତି । ଏପରିକି ତାଙ୍କର ପ୍ରତ୍ୟେକ ପୋଷ୍ଟରେ ଅନେକ କମେଣ୍ଟ ଏ ଲାଇକ୍ ମଧ୍ୟ ଆସେ । ଏହା ସହିତ ତାଙ୍କର ଫଲୋର୍ସ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । 

ଏହାବି ପଢନ୍ତୁ :  Amitabh Bachchan: କାହିଁକି କ୍ଷମା ମାଗିଲେ ବିଗ୍ ବି, ଜାଣନ୍ତୁ କ'ଣ ରହିଛି ପୁରା ଘଟଣାକ୍ରମ ?

ଏହାବି ପଢନ୍ତୁ : Nysa Devgan: ସର୍ଜରୀର କମାଲ୍ ! ନ୍ୟାସାଙ୍କୁ ଦେଖି ଫ୍ୟାନ୍ସ କହିଲେ ଏମିତି...

 

ନମ୍ରତା ମଲା ଜଣେ ଉଚ୍ଚକୋଟିର ଡ୍ୟାନ୍ସର । ସେ ବେଲି ଡ୍ୟାନ୍ସ (Namrata Malla Belly Dance) ପାଇଁ ଖ୍ୟାତି ଅର୍ଜନ ମଧ୍ୟ କରିଛନ୍ତି । ନମ୍ରତାଙ୍କର ନିଜସ୍ୱ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ଅଛି,ଯାହା ମାଧ୍ୟମରେ ସେ ଲୋକମାନଙ୍କୁ ନୃତ୍ୟ ଶିକ୍ଷା ମଧ୍ୟ ଦିଅନ୍ତି । ତାଙ୍କର ଅନେକ ବେଲି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆପଣ ଅନେକ ଭୋଜପୁରୀ ଆଇଟମ୍ ଗୀତରେ ନମ୍ରତାଙ୍କୁ ନିଶ୍ଚୟ ଦେଖିଥିବେ । ପ୍ରଶଂସକମାନଙ୍କ ମନୋରଞ୍ଜନ ପାଇଁ ସେ ଅନେକ ସମୟରେ ନିଜ ଇନଷ୍ଟାଗ୍ରାମରେ ଫଟୋ ଏବଂ ଭିଡିଓ ପୋଷ୍ଟ କରିଥା’ନ୍ତି । ଯାହା ତାଙ୍କ ଫ୍ୟାନ୍ସଙ୍କ ମନକୁ ଛୁଇଁ ଥାଏ ।