JEE Main ରେ ଓଡ଼ିଶାର ଟପର୍ ହେଲେ ନବନୀତ ପ୍ରିୟଦର୍ଶି, ଦେଖନ୍ତୁ ପୂରା ତାଲିକା
Advertisement
Article Detail0/zeeodisha/odisha2642271

JEE Main ରେ ଓଡ଼ିଶାର ଟପର୍ ହେଲେ ନବନୀତ ପ୍ରିୟଦର୍ଶି, ଦେଖନ୍ତୁ ପୂରା ତାଲିକା

JEE Main Result 2025 Toppers List: ଜେଇଇ ମେନ୍ ପ୍ରଥମ ପର୍ଯ୍ୟାୟ ଫଳାଫଳ ପ୍ରକାଶ ପାଇଛି। JEE ମେନ୍ ୨୦୨୫ ସେସନ୍-୧ ରେ ୧୪ ଜଣ ଟପ୍ପର ହୋଇଛନ୍ତି। ସମସ୍ତେ ୧୦୦ ପ୍ରତିଶତ ସ୍କୋର କରିଛନ୍ତି। ଓଡ଼ିଶାର ନବନୀତ ପ୍ରିୟଦର୍ଶି ୯୯.୯୮ ସ୍କୋର ସହିତ ଟପର୍ ହୋଇଛନ୍ତି। 

 

Navaneet Priyadarshi becomes Odisha topper in JEE Main Result 2025 see full list

JEE Main Result 2025 Toppers List: ଜେଇଇ ମେନ୍ ପ୍ରଥମ ପର୍ଯ୍ୟାୟ ଫଳାଫଳ ପ୍ରକାଶ ପାଇଛି। JEE ମେନ୍ ୨୦୨୫ ସେସନ୍-୧ ରେ ୧୪ ଜଣ ଟପ୍ପର ହୋଇଛନ୍ତି। ସମସ୍ତେ ୧୦୦ ପ୍ରତିଶତ ସ୍କୋର କରିଛନ୍ତି। ଯଦି ଆମେ ରାଜ୍ୟ ମାନଙ୍କ ଦୃଷ୍ଟିରୁ ଟପର୍ ମାନଙ୍କ ବିଷୟରେ କଥା ହେବା ତେବେ ଏହି ତାଲିକାରେ ୪୪ ଜଣ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି। ଓଡ଼ିଶାରୁ ନବନୀତ ପ୍ରିୟଦର୍ଶି ନାମକ ଛାତ୍ର ୯୯.୯୮ ସ୍କୋର ସହିତ ଟପର୍ ହୋଇଛନ୍ତି। 

fallback

୧୦୦ ପ୍ରତିଶତ ସ୍କୋର ପାଇଥିବା ୧୪ ଜଣ ଟପ୍ପରଙ୍କ ତାଲିକା
-ଆୟୁଷ ସିଂଘଲ, ରାଜସ୍ଥାନ
-କୁଶାଗ୍ର ଗୁପ୍ତା, କର୍ଣ୍ଣାଟକ
-ଦକ୍ଷ, ଦିଲ୍ଲୀ (NCT)
-ହର୍ଷ ଝା, ଦିଲ୍ଲୀ (NCT)
-ରିତ ଗୁପ୍ତା, ରାଜସ୍ଥାନ
-ଶ୍ରେୟସ ଲୋହିଆ, ଉତ୍ତର ପ୍ରଦେଶ
-ସକ୍ଷମ ଜିନ୍ଦଲ, ରାଜସ୍ଥାନ
-ସୌରଭ, ଉତ୍ତର ପ୍ରଦେଶ
-ବିଶାଦ ଜୈନ, ମହାରାଷ୍ଟ୍ର
-ଅର୍ଣ୍ଣବ ସିଂହ, ରାଜସ୍ଥାନ
-ଶିବେନ ବିକାଶ ତୋଷନିୱାଲ, ଗୁଜରାଟ
-ସାଇ ମନୋଗ୍ନା ଗୁଥିକୋଣ୍ଡା, ଆନ୍ଧ୍ରପ୍ରଦେଶ
-ଏସ.ଏମ୍. ପ୍ରକାଶ ବେହରା, ରାଜସ୍ଥାନ
-ବାଣୀ ବ୍ରତା ମାଝି, ତେଲେଙ୍ଗାନା

fallback