Advertisement
Photo Details/zeeodisha/odisha2635939
photoDetails0hindi

Weekly Lucky Zodiac Sign: ନୂଆ ସପ୍ତାହରେ ୫ ରାଶିକୁ ହଠାତ ମିଳିବ ଆର୍ଥିକ ଲାଭ

Weekly Lucky Zodiac Sign , 10 To 16 February 2025: ଫେବୃଆରୀ ଦ୍ୱିତୀୟ ସପ୍ତାହରେ ମାଳବ୍ୟ ରାଜଯୋଗ ଗଠନ ହେବ । ଶୁକ୍ର ବର୍ତ୍ତମାନ ଏହାର ଉଚ୍ଚ ରାଶି ମୀନରେ ଅବସ୍ଥିତ ଅଛନ୍ତି । ଯେଉଁ କାରଣରୁ ମାଳବ୍ୟ ରାଜଯୋଗ ଗଠନ ହେଉଛି । ମାଲବ୍ୟ ରାଜଯୋଗ ଜୀବନରେ ସୁଖ, ସମୃଦ୍ଧି ଏବଂ ଧନ ଆଣିଥାଏ।

1/6

ମେଷ ରାଶି

ଆପଣଙ୍କ ପାଇଁ ଫେବୃଆରୀ ଦ୍ୱିତୀୟ ସପ୍ତାହ ବିଶେଷ ସଫଳତା ପ୍ରଦାନ କରିବ । ବିଭିନ୍ନ ସୁତ୍ରରୁ ମାନ ସମ୍ମାନ ପାଇବେ । ବରିଷ୍ଠ ଅଧିକାରୀମାନେ ଆପଣଙ୍କୁ ସମର୍ଥନ କରିବେ । ଅନେକ ବଡ଼ ସମସ୍ୟାରୁ ଆପଣ ମୁକ୍ତି ପାଇବେ। ବୈବାହିକ ଜୀବନରେ ଖୁସି ବଢିବ ।

2/6

ବୃଷ ରାଶି

ଫେବୃଆରୀ ଦ୍ୱିତୀୟ ସପ୍ତାହ ଆପଣଙ୍କ ପାଇଁ ସୁଖ ଏବଂ ସମୃଦ୍ଧି ଆଣିଦେବ । ପିତାମାତା ଏବଂ ଭାଇଭଉଣୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ଚାକିରି କ୍ଷେତ୍ରରେ କାର୍ଯ୍ୟଭାର ଅଧିକ ବଢିପାରେ । ସାଥୀଙ୍କ ସହିତ ଖୁସିରେ ସମୟ ବିତାଇବାର ସୁଯୋଗ ପାଇବେ । ଜୀବନସାଥୀଙ୍କ ସହିତ ଭ୍ରମଣ କରିବାର ସୁଯୋଗ ପାଇବେ । ଟଙ୍କା ନିବେଶ କରୁଥିଲେ ସମୟ ଅନୁକୁଳ ।

3/6

ମିଥୁନ ରାଶି

ଫେବୃଆରୀର ଦ୍ୱିତୀୟ ସପ୍ତାହ ଆପଣଙ୍କୁ ବହୁତ ଖୁସି ପ୍ରଦାନ କରିବ । ପରିବାରର କୌଣସି ସଦସ୍ୟଙ୍କ କାର୍ଯ୍ୟ ଆପଣଙ୍କୁ ଖୁସି ପ୍ରଦାନ କରିବ । ପିକନିକ୍ ଏବଂ ପାର୍ଟିରେ ଯୋଗ ଦେଇପାରନ୍ତି । ଆର୍ଥିକ ଦୃଷ୍ଟିକୋଣରୁ ସପ୍ତାହଟି ଖୁବ ଭଲ । ବ୍ୟବସାୟରେ ଲାଭଦାୟକ ଫଳାଫଳ ପାଇବେ । ସାଥୀଙ୍କ ସହିତ ସମୟ ବିତାଇବାର ସୁଯୋଗ ମିଳିବ।

4/6

ସିଂହ ରାଶି

ଆପଣଙ୍କ ପାଇଁ ଫେବୃଆରୀର ଦ୍ୱିତୀୟ ସପ୍ତାହ ନୂଆ ସଫଳତା ଆଣିଦେବ । ବିଭିନ୍ନ ସୁତ୍ରରୁ ଆପଣ ଲାଭ ପାଇବେ । ବୈବାହିକ ଜୀବନରେ ସୁଖଦ ସମୟ ବିତିବ । ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବେ । ଆୟର ଅତିରିକ୍ତ ଉତ୍ସ ମିଳିପାରେ । ସଞ୍ଚିତ ଧନ ବୃଦ୍ଧି ପାଇବ। ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ।

5/6

ବିଛା ରାଶି

ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ । କଠିନ ପରିଶ୍ରମର ଶୁଭାଶୁଭ ଫଳାଫଳ ମିଳିବ । ଉଚ୍ଚାଧିକାରୀ କର୍ମକ୍ଷେତ୍ରରେ ଆପଣଙ୍କୁ ସମର୍ଥନ କରିବେ । ଆର୍ଥିକ ସ୍ଥିତି ବହୁତ ଭଲ ରହିବ। ପରିବାର ସଦସ୍ୟଙ୍କ ବିବାହ ସ୍ଥିର ହୋଇପାରେ । ପ୍ରେମ ଜୀବନରେ ସାଥୀଙ୍କ ସହିତ ଖୁସିରେ ସମୟ ବିତାଇବେ । ଜୀବନସାଥୀଙ୍କ ପ୍ରତି ଆପଣଙ୍କର ପ୍ରେମ ବଢିବ ।

6/6

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।