Budh Surya Yuti 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଫେବୃଆରୀ ୧୧ ତାରିଖ ଦିନ ୧୨ଟା ୫୮ ମିନିଟ୍ ସମୟରେ ବୁଧ କୁମ୍ଭ ରାଶିକୁ ଚଳନ କରିବେ। ତାପରଦିନ ଅର୍ଥାତ୍, ୧୨ ତାରିଖ ଦିନ ୧୦.୩ ମିନିଟ୍ ସମୟରେ ସୂର୍ଯ୍ୟ କୁମ୍ଭ ରାଶିରେ ପ୍ରବେଶ କରିବେ। ଗୋଟିଏ ରାଶିରେ ବୁଧ-ସୂର୍ଯ୍ୟଙ୍କ ମିଳନ ବୁଧ-ସୂର୍ଯ୍ୟ ୟତି ବା ଦୁର୍ଲଭ ଯୋଗ ସୃଷ୍ଟି କରୁଛି। ଜାତକରେ ବୁଧ ଓ ସୂର୍ଯ୍ୟଙ୍କ ସ୍ଥିତି ଭଲ ରହିଲେ ବ୍ୟକ୍ତି ଜଣକ ଜୀବନରେ ସମସ୍ତ ସୁଖ-ସମୃଦ୍ଧି ପାଇବା ସହିତ ପ୍ରତ୍ୟକ କ୍ଷେତ୍ରରେ ସଫଳତା ଲାଭ କରିଥାଏ। ତେବେ,ଆସନ୍ତୁ ଜାଣିବା ବୁଧ-ସୂର୍ଯ୍ୟ କେଉଁ ସବୁ ରାଶିଙ୍କ ଭାଗ୍ୟ ଚମକାଇବାକୁ ଯାଉଛି....
ALSO READ: Maha Shivratri 2025: ମହାଶିବରାତ୍ରୀରେ ପଡୁଛି ଦୁର୍ଲଭ ଯୋଗ, ଏହିସବୁ ରାଶିଙ୍କ ଉପରେ ହେବ ଟଙ୍କା ବର୍ଷା ସହ...
ALSO READ: Gold Rate Today: ସୁନାଦରରେ ଲାଗିଲା ବ୍ରେକ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଭରି ପିଛା ମୂଲ୍ୟ?
ट्रेन्डिंग फोटोज़