Advertisement
Photo Details/zeeodisha/odisha2657647
photoDetails0hindi

Guru Gochar 2025: ମିଥୁନ ରାଶିରେ ବୃହସ୍ପତି ଚଳନ, ୪ ରାଶି ପାଇବେ ଲାଭ

Guru Gochar 2025: ନଅଟି ଗ୍ରହ ମଧ୍ୟରେ ବୃହସ୍ପତିଙ୍କ ବିଶେଷ ସ୍ଥାନ ରହିଛି । ଆସନ୍ତୁ ଜାଣିବା କେଉଁ ରାଶି ଉପରେ ଦେବଗୁରୁ ବୃହସ୍ପତିଙ୍କ ଆଶୀର୍ବାଦ ବର୍ଷିବାକୁ ଯାଉଛି।

1/5

ମେଷ ରାଶି

ବୃହସ୍ପତିଙ୍କ ଚଳନରୁ ଆପଣ ଭଲ ଲାଭ ପାଇବେ । ନୂଆ ଚାକିରି ମିଳିବାର ସମ୍ଭାବନା ରହିଛି । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାମରେ ସନ୍ତୁଷ୍ଟ ହେବେ । ପଦୋନ୍ନତି ମିଳିବାର ଯୋଗ ରହିଛି ।

2/5

ମିଥୁନ ରାଶି

ଆପଣଙ୍କ ରାଶିର ଲଗ୍ନ ଘରେ ବୃହସ୍ପତି ଚଳନ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ପାଇଁ ସଫଳତାର ଯୋଗ ରହିଛି । ପିଲାମାନଙ୍କ ପକ୍ଷରୁ କିଛି ଶୁଭ ଖବର ମିଳିପାରେ । ବିବାହ ପ୍ରସ୍ତାବ ମଧ୍ୟ ଆସିପାରେ। ଟଙ୍କା ରୋଜଗାରର ନୂଆ ଉତ୍ସ ମିଳିବ।

3/5

ତୁଳା ରାଶି

ବୃହସ୍ପତିଙ୍କ ଚଳନରୁ ଜୀବନରେ ଆପଣ ଖୁସି ପାଇବେ । କଠିନ ପରିଶ୍ରମ ଆପଣଙ୍କୁ ଆର୍ଥିକ ଲାଭ ପ୍ରଦାନ କରିବ । ଧନ ବୃଦ୍ଧିର ସମ୍ଭାବନା ରହିଛି । ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ପ୍ରକାଶ ପାଇବ ।

4/5

କୁମ୍ଭ ରାଶି

ବୃହସ୍ପତିଙ୍କ ଚଳନରୁ  ଆପଣ ଆର୍ଥିକ ଲାଭ ପାଇବେ । ଚାକିରି ଖୋଜୁଥିଲେ ସଫଳତା ହାସଲ କରିବେ । ଦରମା ସହିତ ପଦ ପଦବୀ ମଧ୍ୟ ବଢିପାରେ ।

5/5

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।