Advertisement

Puri Sevayata Attack

alt
ଶୁକ୍ରବାର ଦିନ ଶ୍ରୀମନ୍ଦିର ସୁପରଭାଇଜର ତଥା ବରିଷ୍ଠ ସେବାୟତ ବକ୍ସି ପଢିଆରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ସିସିଟିଭି ଫୁଟେଜ ଭାଇରାଲ।। ୧ ମିନିଟ ୧୨ସେକେଣ୍ଡ ଫୁଟେଜ ଭାଇରାଲ। ଦୁର୍ବୁତ୍ତ ଜଣଙ୍କ ବରିଷ୍ଠ ସେବାୟତଙ୍କୁ କିଭଳି ଚୋଟ ପରେ ଚୋଟ ପକାଇ ଚାଲିଛି ଭାଇରାଲ ଭିଡିଓରେ କଏଦ। ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟ ପରିକ୍ରମା ମାର୍ଗରେ ଏଭଳି ମାରଣାସ୍ତ୍ରରେ ଆକ୍ରମଣ କରୁଥିବା ଟିକନିକ ଦୃଶ୍ୟ ଭାଇରାଲ ହୋଇଛି। ବରିଷ୍ଠ ସେବାୟତ ପାର୍କିଂରୁ ଗାଡି ବାହାର କରିବା ସମୟରେ ଦୁର୍ବୁତ୍ତ ଅତର୍କିତ ଆକ୍ରମଣ କରିଛି। ତେବେ ଆକ୍ରମଣ ସମୟର ସିସିଟିଭି ଭିଜୁଆଲ ଭାଇରାଲ ହେବା ପରେ ଏଘଟଣାର ପର୍ଦ୍ଦାଫାସ ହୋଇଛି। ସେପଟେ ଆକ୍ରମଣ କରିଥିବା ଯୁବକ ଚିହ୍ନଟ ହୋଇଛନ୍ତି। କିନ୍ତୁ ଏହି ଘଟଣାରେ ଦୁଇଜଣ ସୁଆର ସେବକଙ୍କୁ ଅଟକ ରଖି ପଚରାଉଚରା କରୁଛି ସିଂ
Oct 20,2024, 17:31 PM IST

Trending news