Advertisement

Puri Durg Express

alt
ପୁରୀରେ ପୁଣି ଟ୍ରେନରେ ଅଘଟଣ। ଟ୍ରେନ୍ ବଗିରେ ଲାଗିଗଲା ନିଆଁ। ଭୟରେ ଟ୍ରେନ୍ରୁ ଓହ୍ଲେଇ ପଡିଥିଲେ ଯାତ୍ରୀ। ପୁରୀ ଦୁର୍ଗ ଏକ୍ସପ୍ରେସରେ ଗତକାଲି ସନ୍ଧ୍ୟାରେ ଏଭଳି ଅଘଟଣ ଘଟିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ କଣ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଟ୍ରେନ୍ ବ୍ରେକରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ତେବେ ଖବର ପାଇଁ ରେଲୱେ କର୍ମଚାରୀ ଅଗ୍ନିକାଣ୍ଡକୁ ଆୟତ୍ତ କରିଥଲେ। ଫଳରେ ନିଶ୍ଚିତ ଏକ ବଡ ଅଘଟଣ ଟଳିଯାଇଛି। ସୂଚନା ଅନୁଯାୟୀ ପୁରୀରୁ ଏହି ଦୁର୍ଗ ଏକ୍ସପ୍ରେସ ବାହାରି ଯାଉଥିବା ବେଳେ ସାକ୍ଷୀଗୋପାଳ ଓ ବୀରପୁରୁଷତ୍ତମପୁର ମଝିରେ ଟ୍ରେନର S1 ବଗି ନିକଟ ଜେନେରାଲ କୋଚରେ ଅଗ୍ନିକାଣ୍ଡ ଘଟିଥିଲା। ତେବେ ଏହି ଘଟଣା ଜାଣାପଡିବା ପରେ ଟ୍ରେନରେ ଥିବା ଯାତ୍ରୀ ମାନେ ଓହ୍ଲେଇ ପଡ଼ିଥିଲେ। ପରବର୍ତ୍ତୀ ସମୟରେ ନିଆଁ ଆୟତ ହେବା
May 21,2023, 9:56 AM IST

Trending news