Advertisement

Hera Panchami

alt
ମହାଆଡମ୍ବରରେ ମହାପ୍ରଭୁଙ୍କ ହେରାପଞ୍ଚମୀ ନିତି ସମ୍ପର୍ଣ୍ଣ। ବିଳମ୍ବିତ ରାତିରେ ମହାଲକ୍ଷ୍ମୀ ପହଞ୍ଚିଲେ ଶ୍ରୀଗୁଣ୍ଡିଚା ମନ୍ଦିରରେ। ମହାପ୍ରଭୁଙ୍କ ଦର୍ଶନ ନପାଇ ଅଭିମାନିନି ମହାଲକ୍ଷ୍ମୀ ରଥଭାଙ୍ଗିଲେ , ରାଗଜର୍ଜରିତ ହୋଇ ଫେରି ଆସିଲେ ଶ୍ରୀମନ୍ଦିର। ଆଜିଠାରୁ ଆରମ୍ଭ ହେଲା ବାହୁଡା ପ୍ରସ୍ତୁତି। ତିନିରଥର ହେବ ଦକ୍ଷିଣ ମୋଡ।,, ଗତକାଲି ଗୁଣ୍ଡିଚା ମନ୍ଦିରରେ ଅନୁଷ୍ଠିତ ହୋଇଛି ପବିତ୍ର ହେରାପଞ୍ଚମୀ ନିତି । ବିଧିପରମ୍ପରା ଅନୁଯାଇ ଆଡପମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ । ରୁକ୍ମଣୀ ହରଣ ଏକାଦଶୀ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମହାଲକ୍ଷ୍ମୀଙ୍କ ବିବାହ ହୋଇଥିଲା । ଗଇଁଠାଳ ଫିଟି ନ ଥିବା ବେଳେ ମହାପ୍ରଭୁ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଚିକିତ୍ସିତ
Jul 12,2024, 13:13 PM IST
alt
ଆଜି ଆଷାଢ଼ ଶୁକ୍ଲପକ୍ଷ ଷଷ୍ଠି ତିଥି । ଏହି ତିଥିରେ ମହାପ୍ରଭୁଙ୍କ ହେରାପଞ୍ଚମୀ ନୀତି ଆଜି ରାତ୍ରରେ ଅନୁଷ୍ଠିତ ହେବ। ଜନ୍ମବେଦୀ ଗୁଣ୍ଡିଚାମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା। ଅଭିମାନିନୀ ମା ମହଲଷ୍ମୀ ନନ୍ଦିଘୋଷ ରଥର ଖଣ୍ଡେ କାଠ ଭାଙ୍ଗିବେ। ମହାପ୍ରଭୁଙ୍କ ଦର୍ଶନ ନ ପାଇ ରାଗ ଜର୍ଜରିତା ମା ମହାଲଷ୍ମୀ ଅଧର ଚୁମ୍ବିତ ଆଜ୍ଞାମାଳ ପାଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ। ସେପଟେ ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରରେ ସକାଳଧୂପ ପରେ ଆଜ୍ଞାମାଳ ଆସି ତିନି ରଥର ଦକ୍ଷିଣମୋଡ କରାଯିବ। ସେଥିପାଇଁ ରଥର ସାମାନ୍ୟ ମରାମତି କରାଯାଇଛି। ଅନ୍ୟପଟେ ଆସନ୍ତା। ୧୪ ତାରିଖ ରବିବାର ନବମୀ ସଂଧ୍ୟା ଦର୍ଶନ ଉପଲକ୍ଷେ ସକାଳୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଆଡପମଣ୍ଡପରେ ଭକ୍ତ କରିପାରିବେ ଦର୍ଶନ। ସେପଟେ ଆଜି ମଧ୍ୟ ଶରଧାବାଲିରେ ପ୍ରବଳ ଗହଳି ଦ
Jul 11,2024, 20:13 PM IST

Trending news