Viral Video
Video: ଜନଗହଳୀ ସ୍ଥାନରେ ହଠାତ ଭୟରେ ଥରିଲେ ଲୋକେ, ଦେଖନ୍ତୁ ଭିଡିଓ
Video: ଏକ ଜନଗହଳୀପୂର୍ଣ୍ଣ ସ୍ଥାନରେ ଜଣେ ବ୍ୟକ୍ତି ନକଲି ସିମ୍ପାଜି ସାଜି ପ୍ରବେଶ କରିବା ପରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ବିଶେଷକରି ଛୋଟ ପିଲା ଏବଂ ମହିଳାମାନେ ନକଲି ସିମ୍ପାଜିକୁ ଅସଲି ଭାବି ଭୟ କରିଥିଲେ । ଯାହାର ଦୃଶ୍ୟ କ୍ୟାମେରା ଲେନ୍ସରେ ରେକର୍ଡ ହୋଇଥିଲା ।
Oct 1,2024, 22:26 PM IST
Ollywood News
Video: ମେକଅପ୍ ମ୍ୟାନ ଭାଇରାଲ୍ କଲେ ଅଭିନେତ୍ରୀ ରିୟାଙ୍କ ଭିଡିଓ
Video: ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତ୍ରୀ ରିୟା ଦେ । ସେ ଅନେକ ସିନେମାରେ ବିଭିନ୍ନ ପ୍ରକାରର ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି । ଏଥିସହିତ ରିୟାଙ୍କ ନୃତ୍ୟକୁ ଖୁବ ପସନ୍ଦ କରନ୍ତି ଦର୍ଶକ । ନିକଟରେ ଅଭିନେତ୍ରୀ ରିୟା ମେକଅପ ନେବା ପରେ କିପରି ସୁନ୍ଦର ଲାଗୁଥିଲେ ସେନେଇ ପୋଷ୍ଟ କରିଛନ୍ତି ମେକଅପମ୍ୟାନ୍ ସ୍ମୁତି ରଞ୍ଜନ ପ୍ରଧାନ (ପାପୁ) ।
Oct 1,2024, 21:13 PM IST
Video: ନିର୍ଦ୍ଦେଶକଙ୍କୁ ନିଆରା ଗିଫ୍ଟ ଦେଲେ ଓଡ଼ିଆ ଅଭିନେତ୍ରୀ, ଭାଇରାଲ ହେଲା ଭିଡିଓ
Video: ନିର୍ଦ୍ଦେଶକ କୌଳାଶ ମହାପାତ୍ରଙ୍କୁ ଏକ ଉପହାର ଦେଇଛନ୍ତି ଅଭିନେତ୍ରୀ ନେହା ନାଗେଶ୍ୱରୀ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଉପହାରରେ ରହିଛି ପ୍ରଭୁ ଜଗନ୍ନାଥଙ୍କ ଏକ ଛୋଟ ପ୍ରତିମୂର୍ତ୍ତୀ । ଏପରି ଏକ ନିଆରା ଗିଫ୍ଟ ପାଇ କୈଳାଶ ଖୁବ ଖୁସି ହୋଇଛନ୍ତି ।
Oct 1,2024, 19:39 PM IST
Video: 'ସାହୁ ଭାଉଜ'ଙ୍କ ସହ କିଏ ଏ ଯୁବକ ? ଭିଡିଓ ହେଲା ଭାଇରାଲ୍
Video: ପୂର୍ବରୁ ହାସ୍ୟ ଅଭିନେତା ରାଜୁ ଦାସଙ୍କ ସହ ୟୁଟୁବ ଭିଡିଓରେ ଅଭିନୟ କରି ଚର୍ଚ୍ଚାରେ ଥିଲେ 'ସାହୁ ଭାଉଜ' ଭାଗ୍ୟଶ୍ରୀ । ନିକଟରେ ଯାତ୍ରା ମଞ୍ଚରେ ନିଜର ନୃତ୍ୟକୁ ନେଇ ଅଧିକ ଚର୍ଚ୍ଚାକୁ ଆସିଥିଲେ । ସେବେଠୁ ଭାଗ୍ୟଶ୍ରୀଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି । ଏହି ଭିଡିଓଟିରେ ଭାଗ୍ୟଶ୍ରୀ ଟିକେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି । ଭିଡିଓଟି ପୁରୁଣା ହୋଇଥିଲେ ମଧ୍ୟ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
Oct 1,2024, 16:52 PM IST
Video: କାର୍ ଭିତରେ 'ସାହୁ ଭାଉଜ' ଭାଇରାଲ୍ ହେଲା ଭିଡିଓ
Video: ପୂର୍ବରୁ ହାସ୍ୟ ଅଭିନେତା ରାଜୁ ଦାସଙ୍କ ସହ ୟୁଟୁବ ଭିଡିଓରେ ଅଭିନୟ କରି ଚର୍ଚ୍ଚାରେ ଥିଲେ 'ସାହୁ ଭାଉଜ' ଭାଗ୍ୟଶ୍ରୀ । ନିକଟରେ ଯାତ୍ରା ମଞ୍ଚରେ ନିଜର ନୃତ୍ୟକୁ ନେଇ ଅଧିକ ଚର୍ଚ୍ଚାକୁ ଆସିଥିଲେ । ସେବେଠୁ ଭାଗ୍ୟଶ୍ରୀଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି । ଏହି ଭିଡିଓଟି କାର୍ ରେ କୌଣସି ସ୍ଥାନକୁ ଯାତ୍ରା କରୁଥିବା ସମୟରେ ଉତ୍ତୋଳନ କରାଯାଇଛି ।
Oct 1,2024, 14:13 PM IST
Video: ସପିଂ ମଲରେ ଏମିତି ଷ୍ଟେପ୍ ପକାଇଲେ 'ସାହୁ ଭାଉଜ', ପୁଣି ଭାଇରାଲ୍ ଭିଡିଓ
Video: ପୂର୍ବରୁ ହାସ୍ୟ ଅଭିନେତା ରାଜୁ ଦାସଙ୍କ ସହ ୟୁଟୁବ ଭିଡିଓରେ ଅଭିନୟ କରି ଚର୍ଚ୍ଚାରେ ଥିଲେ 'ସାହୁ ଭାଉଜ' ଭାଗ୍ୟଶ୍ରୀ । ନିକଟରେ ଯାତ୍ରା ମଞ୍ଚରେ ନିଜର ନୃତ୍ୟକୁ ନେଇ ଅଧିକ ଚର୍ଚ୍ଚାକୁ ଆସିଥିଲେ । ସେବେଠୁ ଭାଗ୍ୟଶ୍ରୀଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି । ଏହି ଭିଡିଓଟି ଏକ ସପିଂ ମଲର ବୋଲି ଅନୁମାନ କରାଯାଉଛି ।
Sep 30,2024, 22:26 PM IST
Varsha Priyadarshini
Video: ସହକର୍ମୀଙ୍କ ସହ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ, ଭାଇରାଲ ହେଲା ଭିଡିଓ
Video: ଏକ କୋଠରୀ ମଧ୍ୟରେ ଚାଲିଛି ମଜା, ମସ୍ତି । ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ସହକର୍ମୀମାନେ କିପରି ସମୟ ବିତାନ୍ତି ସେନେଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ନିଜେ ବର୍ଷା । ଉକ୍ତ ଭିଡିଓଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଭିଡିଓରୁ ଲାଗୁଛି କୌଣସି ଏକ ସିନେମା ପାଇଁ ସୁଟିଂ କାର୍ଯ୍ୟ ଚାଲିଛି ।
Sep 30,2024, 19:52 PM IST
abhijit majumdar
Video: ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସହ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ, ଭିଡିଓ ଭାଇରାଲ୍
Video: ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସହ ଗାୟିକା ଅନ୍ତରା ଚକ୍ରବର୍ତ୍ତୀଙ୍କର ସମ୍ପର୍କ ପ୍ରାୟ ସମସ୍ତେ ଜାଣନ୍ତି । ଅଭିଜିତ ମଜୁମଦାର ଅନ୍ତରାଙ୍କୁ ଅନେକ ଗୀତରେ ଗାଇବା ପାଇଁ ସୁଯୋଗ ଦେଇଛନ୍ତି । କେବଳ ସେତିକି ନୁହେଁ, ଅନ୍ତରାଙ୍କ ପିତା ମୋହିତ ଚକ୍ରବର୍ତ୍ତୀ ମଧ୍ୟ ଅଭିଜିତଙ୍କ ଅତି ଆପଣାର ବ୍ୟକ୍ତି । ଅନେକ ସମୟରେ ଷ୍ଟୁଡିଓରେ ରେକର୍ଡିଂ ସମୟରେ ଅନ୍ତରାଙ୍କ ସହ ଅଭିଜିତ ନଜର ଆସିଥାନ୍ତି । ତେବେ ବର୍ତ୍ତମାନ ନୂଆ ଗୀତରେ ଅନ୍ତରା ଏବଂ ଅଭିଜିତଙ୍କ ଏକ ରିଲ୍ସ ଖୁବ ଭାଇରାଲ ହେବାରେ ଲାଗିଛି ।
Sep 30,2024, 19:13 PM IST
Video: ବୃଦ୍ଧ ମହିଳାଙ୍କ ସହ ଏମିତି କଲେ ଯୁବ ଡାକ୍ତର, ଭିଡିଓ ହେଲା ଭାଇରାଲ୍
Video: କୁହାଯାଏ ଯେ, ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ । ଆମ ଦେଶରେ ଅନେକ ଡାକ୍ତର ଅଛନ୍ତି ଯେଉଁମାନେ କେବଳ ନିଜ ଫିସ୍ ନୁହେଁ ବରଂ ସମାଜସେବା କରିବାକୁ ପସନ୍ଦ କରନ୍ତି । ଜଣେ ଗରିବ ବୃଦ୍ଧ ମହିଳା ଚିକିତ୍ସା ପାଇଁ ଆସିଥିବା ସମୟରେ ଏହି ଭିଡିଓଟି ଉତ୍ତୋଳନ ହୋଇଛି । ମହିଳା ଜଣଙ୍କ ଡାକ୍ତରଙ୍କୁ ଫିସ୍ ବାବଦରେ କିଛି ଖୁଚୁରା ଟଙ୍କା ଦେଉଥିବା ସମୟରେ ଡାକ୍ତରଜଣକ ଜାଣି ପାରୁଛନ୍ତି ଯେ, ମହିଳା ଜଣଙ୍କ ଅତ୍ୟନ୍ତ ଗରିବ । ସେଥିପାଇଁ ସେ ମାଗଣାରେ ଚିକିତ୍ସା କରିବା ସହ ଫିସ୍ ଫେରାଇ ଦେଉଛନ୍ତି ।
Sep 30,2024, 18:13 PM IST
Video: ବ୍ୟକ୍ତିଙ୍କ ମୁଣ୍ଡରେ ପାଦ ରଖି ଆଶୀର୍ବାଦ ଦେଲେ ଗୋମାତା, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଭିଡିଓ
Video: ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଜଣେ ବ୍ୟକ୍ତି ଗୋମାତାଙ୍କ ନିକଟକୁ ଯିବା ପରେ ବ୍ୟକ୍ତିଙ୍କ ମୁଣ୍ଡରେ ପାଦ ରଖି ଆଶୀର୍ବାଦ କଲେ ଗୋମାତା । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବ୍ୟକ୍ତିଙ୍କର କୌଣସି କ୍ଷତି ହୋଇନାହିଁ ।
Sep 30,2024, 16:26 PM IST
Video: କୋଏଲ୍ ବାନାର୍ଜୀଙ୍କୁ ନେଇ ପୁଣି ମୁହଁ ଖୋଲିଲେ ଅଭିନେତା ବବି ମିଶ୍ର
Video: କିଛି ଦିନର ବ୍ୟବଧାନ ପରେ ପୁଣିଥରେ ନିଜ ପୂର୍ବତନ ପତ୍ନୀଙ୍କ ବିଷୟରେ ମୁହଁ ଖୋଲିଛନ୍ତି ଅଭିନେତା ବବି ମିଶ୍ର । ଅଭିନେତା ତପି ମିଶ୍ରଙ୍କ ସହ କାର୍ ଭିତରେ ଏକ ସାକ୍ଷାତକାର ସମୟରେ ବବି କହିଛନ୍ତି ଯେ, କୋଏଲ୍ ଏବେ ବି ମୋ ପତ୍ନୀ । ଶୁଣନ୍ତୁ ଆଉ ସବୁ କଣ କହିଛନ୍ତି ବବି ।
Sep 30,2024, 14:13 PM IST
Video: 'ସାହୁ ଭାଉଜ' ପୁଣି ଚଢିଲେ ଯାତ୍ରାମଞ୍ଚରେ, ଦର୍ଶକଙ୍କ ସହ କଲେ ଏମିତି କିଛି
Video: ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି 'ସାହୁ ଭାଉଜ' ଓରଫ ଭାଗ୍ୟଶ୍ରୀ । ଯାତ୍ରା ମଞ୍ଚରେ ଚଢିବା ମାତ୍ରେ ଦର୍ଶକଙ୍କ ମନରେ ବଢୁଛି କ୍ରେଜ୍ । ପୁଣି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସାହୁ ଭାଉଜ ମଞ୍ଚତଳେ ଥିବା ଦର୍ଶକଙ୍କ ସହ ହାତ ମିଳାଉଛନ୍ତି । ଏଥିସହ ଦର୍ଶକଙ୍କ ସହ କଥା ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଅନେକ ଦର୍ଶକ ଏହି ଦୃଶ୍ୟକୁ ନିଜ ମୋବାଇଲ କ୍ୟାମେରା ମାଧ୍ୟମରେ ରେକର୍ଡ କରିଛନ୍ତି ।
Sep 26,2024, 23:13 PM IST
Video: ଗୀତ ଗାଇ ଭାଇରାଲ୍ ହୋଇଥିଲେ ଶାନ୍ତନୁ, ଏବେ ଏହି ଭିଡିଓ ପାଇଁ ଚର୍ଚ୍ଚାରେ
Video: ଖୁବ କମ ବୟସରେ ଲୋକପ୍ରିୟତା ହାସଲ କରିଥିବା ଭାଇରାଲ ବୟ ଶାନ୍ତନୁକୁ କିଏ ବା ନଜାଣେ । ନିଜ ସ୍ୱରରେ ଶାନ୍ତନୁ ସଭିଙ୍କ ହୃଦୟ ଜିତିବାରେ ସକ୍ଷମ ହୋଇଛନ୍ତି । ଅନେକ ହିଟ୍ ଗୀତକୁ ଖୁବ ନିଆରା ଢଙ୍ଗରେ ଗାଇଥାନ୍ତି ଶାନ୍ତନୁ ଯାହା ସଙ୍ଗୀତପ୍ରେମୀଙ୍କୁ ଖୁବ ଭଲ ଲାଗିଥାଏ । ନିକଟରେ ଶାନ୍ତନୁଙ୍କ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।
Sep 26,2024, 20:00 PM IST
Video: ଏମିତି ଭିଡିଓ ବନାଇଲେ ଏହି ସ୍କୁଲ ଛାତ୍ରୀ, ଲୋକେ କଲେ ଚର୍ଚ୍ଚା
Video: ସ୍କୁଲ୍ ଛାତ୍ରୀ ବିଦ୍ୟାରାଣୀ ସବୁବେଳେ ନୂଆ ନୂଆ ରିଲ୍ସ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି । ବିଦ୍ୟାଙ୍କ ନିକଟରେ ଶାଢୀ ପିନ୍ଧି ଏକ ପୁରୁଣା ଗୀତରେ ରିଲ୍ସ ବନାଇଛନ୍ତି । ବିଦ୍ୟାଙ୍କ ଏହି ରିଲ୍ସଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏତେ କମ ବୟସରେ ଖୁବ ସୁନ୍ଦର ଉପସ୍ଥାପନା କରିପାରୁଥିବା କୁନି ଝିଅଟିକୁ ପ୍ରଶଂସକଙ୍କ ଭଲପାଇବା ମିଳୁଛି ।
Sep 26,2024, 18:00 PM IST
Video: ବ୍ରିଜ୍ ରୁ ଭରା ନଦୀକୁ ଡେଇଁଲେ ଯୁବକ
Video: ବ୍ରିଜ୍ ରୁ ଭରା ନଦୀକୁ ଡେଇଁଲେ ଯୁବକ, ଭିଡିଓ ଭାଇରାଲ୍
Video: ସୋସିଆଲ ମିଡିଆରେ ରାତାରାତି ଭାଇରାଲ୍ ହେବାର ନିଶା ଅନେକଙ୍କୁ ଘାରିଛି । ଏପରି କି ବିପଦକୁ ଖାତିର ନକରି ଅନେକ ବ୍ୟକ୍ତି ରିଲ୍ସ ପ୍ରସ୍ତୁତ କରୁଛନ୍ତି । ସେପରି ଏକ ରିଲ୍ସ ଖୁବ ଭାଇରାଲ୍ ହେବାରେ ଲାଗିଛି । ନଦୀରେ ଗୋଳିଆ ପାଣି ଥିବା ସମୟରେ ଭରା ନଦୀକୁ ଡେଇଁଥିଲେ ଯୁବକ ।
Sep 26,2024, 14:39 PM IST
Video: ସାହୁ ଭାଉଜ ପୁଣି ଆସିଲେ ଯାତ୍ରା ପେଣ୍ଡାଲକୁ, ଦେଖନ୍ତୁ ଜଲୱା
Video: କିଛିଦିନ ତଳେ ସୋସିଆଲ ମିଡିଆରେ 'ସାହୁ ଭାଉଜ' ଓରଫ ଭାଗ୍ୟଶ୍ରୀଙ୍କ ଭିଡିଓ ଓ ଫଟୋ ଭାଇରାଲ୍ ହୋଇଥିଲା । ପରେ ସେ ସୋସିଆଲ ମିଡିଆ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲେ । କିନ୍ତୁ ଏବେ ପୁଣିଥରେ ଯାତ୍ରା ପେଣ୍ଡାଲରେ ନଜର ଆସିଛନ୍ତି ଭାଗ୍ୟଶ୍ରୀ । ଦେଖନ୍ତୁ ଦର୍ଶକଙ୍କ ଗହଣରେ ସେ କଣ କରୁଛନ୍ତି ।
Sep 25,2024, 22:00 PM IST
Video: କାଉଣ୍ଟରରେ ମଦ ମାଗିଲେ, ତାପରେ ଦୋକାନୀଙ୍କୁ ଭୁଜାଲି ଦେଖାଇ ଲୁଟିଲେ
Video: CCTVରେ କଏଦ ହୋଇଥିବା ଏହି ଦୃଶ୍ୟ ଦେଖନ୍ତୁ । ଜଣେ ମଦ ଦୋକାନୀଙ୍କୁ ମାରମାସ୍ତ୍ର ଦେଖାଇ ମଦ ଦୋକାନରୁ ଲୁଟ୍ କରିଛନ୍ତି ଲୁଟେରା । ଘଟଣାର ଦୃଶ୍ୟ ରେକର୍ଡ ହୋଇ ରହିଛି କ୍ୟାମେରା ଲେନ୍ସରେ । ଦୃଶ୍ୟଟି ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
Sep 25,2024, 20:13 PM IST
Video: ଯାତ୍ରା ରଙ୍ଗମହଲ ମଞ୍ଚରେ ଚାଲିଛି ଏମିତି କିଛି, ଦେଖନ୍ତୁ ଦୃଶ୍ୟ
Video: ରେକର୍ଡ ଡାନ୍ସରେ କମ୍ପୁଛି ଯାତ୍ରା ମଞ୍ଚ । ଲୋକପ୍ରିୟ ଯାତ୍ରାନୁଷ୍ଠାନ ରଙ୍ଗମହଲରେ ନାଟକ 'ରଙ୍ଗୀନ ସପନ ଦେଖିବା ଚାଲ' ପୂର୍ବରୁ ଏପରି କିଛି ମେଲୋଡି କାର୍ଯ୍ୟକ୍ରମର ମଜା ନେଉଛନ୍ତି ଦର୍ଶକ । ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
Sep 25,2024, 17:52 PM IST
Video: ଡଙ୍ଗା ଭିତରେ କ'ଣ କରୁଛନ୍ତି ଅଭିନେତ୍ରୀ ରିୟା ? ଦେଖନ୍ତୁ...
Video: ଓଲିଉଡ ଓଭିନେତ୍ରୀ ରିୟା ଦେ ନିଜ ଦମଦାର ନୃତ୍ୟ ସମେତ ଜବରଦସ୍ତ ଅଭିନୟ ମାଧ୍ୟମରେ ଲୋକପ୍ରିୟତା ହାସଲ କରିବାରେ ସକ୍ଷମ ହୋଇଛନ୍ତି । ବିବାହ ପରେ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଇ ନିଜ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି ରିୟା । ସେମଧ୍ୟରୁ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ଏକ ଡଙ୍ଗା ଭିତରେ ରିୟା ନଜର ଆସିଛନ୍ତି ।
Sep 25,2024, 14:26 PM IST
Video: ରାସ୍ତାରେ କାହିଁକି ମଦ ପିଇଲେ ଏହି ଲୋକପ୍ରିୟ ଯାତ୍ରା ଅଭିନେତା
Video: ରାସ୍ତାରେ କାହିଁକି ମଦ ପିଇଲେ ଏହି ଲୋକପ୍ରିୟ ଯାତ୍ରା ଅଭିନେତା, ଜାଣନ୍ତୁ କାରଣ
Video: ଲୋକପ୍ରିୟ ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀ ନିଜକୁ କେବଳ ଯାତ୍ରା ମଧ୍ୟରେ ସୀମିତ ରଖିନାହାନ୍ତି । ସମୟ ବାହାର କରି ସିନେମା ଏବଂ ମ୍ୟୁଜିକ ଭିଡିଓ ସହ ଦର୍ଶକଙ୍କ ନିକଟରେ ପହଞ୍ଚୁଛନ୍ତି । ନିକଟରେ ପିୟୁଷଙ୍କର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରୁ ସ୍ପଷ୍ଟ ଜଣାପଡୁଛି ଯେ, ପିୟୁଷ ବୋଧହୁଏ କୌଣସି ସୁଟିଂ ପାଇଁ ହାତରେ ମଦ ବୋତଲ ଧରି ଅଭିନୟ କରୁଛନ୍ତି ।
Sep 24,2024, 22:52 PM IST
Video: ବାରିପଦା ମଟନ୍ ମୁଢି ଖାଇ ଏମିତି କହିଲେ କଣ୍ଠଶିଳ୍ପୀ ଅନ୍ତରା
Video: କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ନିଜ ସାଥୀଙ୍କ ସହ ବାରିପଦାରେ ପ୍ରସିଦ୍ଧ ମଟନ୍ ଏବଂ ମୁଢିର ମଜା ନେଇଛନ୍ତି । ମୁଢି ସହ ମଟନ ଖାଇବା କେତେ ମଜେଦାର ଥିଲା ସେ ସମ୍ପର୍କରେ ନିଜ ଅଭିଜ୍ଞତା ପରିପ୍ରକାଶ କରିଛନ୍ତି ଅନ୍ତରା । ଏକ ଭିଡିଓ ପ୍ରସ୍ତୁତ କରି ଅନ୍ତରା ନିଜ ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି ।
Sep 24,2024, 20:26 PM IST
ସାହୁ ବାବୁଙ୍କ ସହ ଏମିତି ଗେଲ ହେଉଥିଲେ ଭାଉଜ, ତାପରେ କ'ଣ ହେଇଥିଲା ଦେଖନ୍ତୁ
Video: ପୂର୍ବରୁ ରାଜୁ ଦାସଙ୍କ ସହ ଅନେକ କମେଡି ଭିଡିଓରେ ନଜର ଆସୁଥିଲେ ଅଭିନେତ୍ରୀ ଆଞ୍ଜେଲ ଶ୍ରୀ ଓରଫ ସାହୁ ଭାଉଜ । ପରବର୍ତ୍ତୀ ସମୟରେ ରାଜୁ ଦାସଙ୍କ ସହ ମନୋମାଳିନ୍ୟ ହେବା କାରଣରୁ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିନଥିଲା । କିନ୍ତୁ ଏବେ ମଧ୍ୟ କିଛି ପୁରୁଣା ଦିନର ସ୍ମୁତି ରହିଛି ଯେଉଁଥିରେ ସାହୁ ବାବୁଙ୍କ ସହ ଭାଉଜଙ୍କୁ ଦେଖିବାକୁ ମିଳିଛି ।
Sep 24,2024, 16:13 PM IST
Video: ସାହୁ ବାବୁଙ୍କ ସହ ଭାଉଜଙ୍କ ପୁରୁଣା ଭିଡିଓ ହେଲା ଭାଇରାଲ୍
Video: ଓଡ଼ିଆ ଦର୍ଶକଙ୍କ ନିକଟରେ ୟୁଟୁବ ମାଧ୍ୟମରେ ମନୋରଞ୍ଜନର ଖୋରାକ ଯୋଗାଇ ଲୋକପ୍ରିୟତା ହାସଲ କରିଛନ୍ତି ଏହି ଯୋଡି । ତେବେ ନିକଟରେ ଯାତ୍ରା ମଞ୍ଚରେ ସାହୁ ଭାଉଜଙ୍କ ଭିଡିଓ ଏବଂ ଫଟୋ ଭାଇରାଲ୍ ପରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ଏହାରି ମଧ୍ୟରେ ତାଙ୍କର କିଛି ପୁରୁଣା ରିଲ୍ସ ଖୁବ ଭାଇରାଲ୍ ହେବାରେ ଲାଗିଛି ।
Sep 24,2024, 14:26 PM IST
Video: ବିଷାକ୍ତ ସାପ କାମୁଡିଲେ କେମିତି ବଞ୍ଚିବେ ? ଶୁଣନ୍ତୁ କଣ କହିଲେ ଏକ୍ସପର୍ଟ
Video: ସାପ କାମୁଡାରେ ଅନେକ ଲୋକଙ୍କ ଜୀବନହାନୀ ଘଟୁଛି । ଟିକିଏ ସାବଧାନତା ଆପଣଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିବ । କୌଣସି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ନହୋଇ ତୁରନ୍ତ ହସ୍ପିଟାଲରେ ଚିକିତ୍ସା ଆରମ୍ଭ କରିବାର ଆବଶ୍ୟକତା ରହିଛି । ଶୁଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ...
Sep 23,2024, 22:26 PM IST
Video: ରାସ୍ତାରେ ଶୋଇଥିଲା ଅଜଗର, ଜଣେ ବ୍ୟକ୍ତି କଲେ ଏହି କାମ
Video: ଅଜଗର ନାଁ ଶୁଣିଲେ ଅନେକ ଜଣ ଭୟ କରନ୍ତି । କାରଣ ଅଜଗର କେବଳ ମଣିଷକୁ ନୁହେଁ, ବରଂ ଅନେକ ବିରାଟ ପଶୁମାନଙ୍କୁ ଗିଳିଦେଇଥାଏ । କିନ୍ତୁ ଏପରି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଅଜଗର ସାପ ସହ ଖେଳିବାକୁ ପସନ୍ଦ କରନ୍ତି । ଏପରି ଏକ ଦୃଶ୍ୟ ରେକର୍ଡ ହୋଇଛି କ୍ୟାମେରା ଲେନ୍ସରେ । ଅନ୍ଧାର ରାତିରେ ଜଣେ ବ୍ୟକ୍ତି ରାସ୍ତାରେ ଏକ ଅଜଗର ସାପ ଦେଖିଥିଲେ ଆଉ ତାପରେ ତା ସହ କଣ ହରକତ କରିଥିଲେ ଆପଣ ମଧ୍ୟ ଦେଖନ୍ତୁ ଭିଡିଓରେ ।
Sep 23,2024, 19:00 PM IST
Video: ଜୟଦେବଙ୍କ ସହ କୁକିସ୍, ଭାଇରାଲ୍ ହେଉଛି ଏହି ଭିଡିଓ
Video: ନିଜ ଦମଦାର ଡ୍ୟାନ୍ସ ଏବଂ ଲୁକ୍ ମାଧ୍ୟମରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନ ଜିଣିପାରିବାରେ ସକ୍ଷମ ହୋଇଛନ୍ତି ଜୟଦେବ ଏବଂ କୁକିସ୍ । ଉଭୟଙ୍କର ଅନେକ ମ୍ୟୁଜିକ୍ ଭିଡିଓ ସୁପରହିଟସ୍ ହୋଇସାରିଛି । ତେବେ ସୋସିଆଲ ମିଡିଆ ମାଧ୍ୟମରେ କିଛି ରିଲସ୍ ସେୟାର କରି ଲୋକଙ୍କ ଭଲପାଇବା ସାଉଣ୍ଟୁଛନ୍ତି ଏହି ଯୋଡି । ଏହି ଭିଡିଓଟି ଖୁବ୍ ଭାଇରାଲ୍ ହେବାରେ ଲାଗିଛି
Sep 23,2024, 16:52 PM IST
Video: ଅଭିନେତା ମନ୍ମୟ ଏବଂ ଦିବ୍ୟାଙ୍କ ଭିଡିଓ ଭାଇରାଲ୍
Video: ଅଭିନେତା ମନ୍ମୟ ଏବଂ ଦିବ୍ୟାଙ୍କର ଏହି ରିଲ୍ସଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଉଭୟେ ମନ୍ମୟ ଏବଂ ଦିବ୍ୟା ଖୁବ୍ ସୁନ୍ଦର ନୃତ୍ୟ ପରିବେଷଣ କରିଛନ୍ତି । ଏହି ରିଲସ୍ ଟିକୁ ସୋସିଆଲ ମିଡିଆ ୟୁଜର ଖୁବ୍ ପସନ୍ଦ କରିଥିବା ଦେଖିବାକୁ ମିଳିଛି ।
Sep 23,2024, 15:26 PM IST
Video: ପୂଜା ଚାନ୍ଦା ମାଗିବାରୁ ଏମିତି ଜବାବ ଦେଲେ ଅଭିନେତା ଶ୍ରୀତମ ଦାସ, ଭିଡିଓ ଭାଇରାଲ୍
Video: ନିଜ ଦମଦାର ଅଭିନୟ ପାଇଁ ସାରା ଓଡ଼ିଶାରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତା ଶ୍ରୀତମ ଦାସ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ୍ ରହୁଛନ୍ତି । ବିଭିନ୍ନ ସମୟରେ ରିଲସ୍ ପ୍ରସ୍ତୁତ କରି ଦର୍ଶକଙ୍କ ମନୋରଞ୍ଜନ ପାଇଁ ଉଦ୍ୟମ ଚଲାଇଛନ୍ତି ଶ୍ରୀତମ । ନିକଟରେ ଗଣେଶ ପୂଜା ସରିଥିବା ସମୟରେ ଗଣେଶ ପୂଜା ଚାନ୍ଦାକୁ ନେଇ ଏହି ରିଲସ୍ ପ୍ରସ୍ତୁତ କରିଥିଲେ ଶ୍ରୀତମ । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି ।
Sep 20,2024, 22:52 PM IST
Video: ଗଛରେ ଥିବା ଟମାଟୋକୁ ଦଂଶନ କରୁଛି ବିଷାକ୍ତ ସାପ, ଭିଡିଓ ଭାଇରାଲ୍
Viral Video: ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଏକ ବିଷାକ୍ତ ସାପ ଟମାଟୋ ଗଛ ମୂଳରେ ରହି ଟମାଟୋକୁ ଦଂଶନ କରିବାରେ ଲାଗିଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଯଦି ଏହି ଟମାଟୋକୁ କେହି ତୋଳିନେଇ ଖାଦ୍ୟ ହିସାବରେ ବ୍ୟବହାର କରେ ତେବେ ତାର ଅବସ୍ଥା କମ ହେବ ?
Sep 20,2024, 21:00 PM IST
Video: ମାଛ ଧରିବାର ନିଆରା କୌଶଳ, ଭିଡିଓ ଭାଇରାଲ୍
Video: ମାଛ ଖାଇବାକୁ ଯେମିତି ଭଲ ଲାଗେ ଠିକ୍ ସେମିତି କିଛି ଲୋକ ମାଛ ଧରିବାରେ ମଧ୍ୟ ଖୁସି ହୋଇଥାନ୍ତି । ମାଛ ଧରିବାର ଅନେକ କୌଶଳ ରହିଛି । ତେବେ ଆପଣ ଯେଉଁ ଭିଡିଓଟି ଦେଖୁଛନ୍ତି ତାହା ଟିକେ ଭିନ୍ନ । ଏକ ଛୋଟିଆ ଜାଲ ଏବଂ ବାଲଟି ବ୍ୟବହାର କରି ଲୋକମାନେ ମାଛ ଧରୁଛନ୍ତି । ମାଛ ଧରିବାର ଏହି କୌଶଳର ଦୃଶ୍ୟ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
Sep 20,2024, 19:00 PM IST
Video: ଗୁପଚୁପ୍ ସହ ଏତେ କଞ୍ଚା ଲଙ୍କା ଖାଉଛନ୍ତି, ଦେଖିଲେ ହେବେ ଆଶ୍ଚର୍ଯ୍ୟ
Video: ଗୁପଚୁପ୍ ଖାଇବାକୁ କାହାକୁ ବା ଭଲ ନଲାଗେ । କିନ୍ତୁ ଏହି ଗୁପଚୁପ ଖାଇବାର ଏକ ନିଆରା ଦୃଶ୍ୟ ଭାଇରାଲ୍ ହେବାରେ ଲାଗିଛି ସୋସିଆଲ ମିଡିଆରେ । ଜଣେ ବ୍ୟକ୍ତି କିପରି ଗୁପଚୁପ ଖାଇବା ସହ କଞ୍ଚା ଲଙ୍କା ଚୋବାଉଛନ୍ତି ତାହା ଏବେ ସମସ୍ତଙ୍କୁ ଚକିତ କରିଛି । କିଛି ବ୍ୟକ୍ତି ପ୍ରଶ୍ନ ଉଠାଇଛନ୍ତି ଯେ, ଏହା କିପରି ସମ୍ଭବ।
Sep 20,2024, 14:52 PM IST
Video: ଜୋତା ଭିତରେ କେମିତି ପଶୁଛି ସାପ, ଦେଖନ୍ତୁ ଭିଡିଓ
Video: ବର୍ଷା ଦିନରେ ସାପକୁ ନେଇ ଭୟର ବାତାବରଣ ଦେଖିବାକୁ ମିଳିଥାଏ । ଅନେକ ସମୟରେ ଘର ଭିତରେ ମଧ୍ୟ ସାପ ପଶିଯାଏ । କେବେ କେବେ ଜୋତା ମଧ୍ୟରୁ ମଧ୍ୟ ସାପ ବାହାରିବା ନଜିର ରହିଛି । ଜୋତା ଭିତରେ କିପରି ସାପ ପଶି ଲୁଚି ରହୁଛି ଦେଖନ୍ତୁ ଏହି ଭିଡିଓରେ ।
Sep 20,2024, 14:39 PM IST
Video: ବିଲ ଭିତରେ ଧାନ କ୍ଷେତରେ ଚାଲିଛି 'ଚିରିଂ ଚିରିଂ'
Video: ସୋସିଆଲ ମିଡିଆରେ ସବୁବେଳେ କିଛିନା କିଛି ନିଆରା କରିଥାନ୍ତି ପାଇକ ପୁଅ ରିତେଶ । 'କର୍ମ' ଫିଲ୍ମ ରିଲିଜ୍ ପୂର୍ବରୁ ବର୍ତ୍ତମାନର ଟ୍ରେଣ୍ଡିଂ ଗୀତ 'ଚିରିଂ ଚିରିଂ' ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ପ୍ରାୟତଃ ଅଧିକାଂଶ ଯୁବପିଢୀ ଏଥିରେ ରିଲ୍ସ କରୁଥିବା ଦେଖିବାକୁ ମିଳିଛି । ରିତେଶ ମଧ୍ୟ ଟିକେ ନିଆରା ଡଙ୍ଗରେ ଧାନ କ୍ଷେତରେ 'ଚିରିଂ ଚିରିଂ' ରିଲ୍ସ ପ୍ରସ୍ତୁତ କରିଛନ୍ତି ।
Sep 19,2024, 22:39 PM IST
Video: ଅଭିନେତା ମନୋଜ ମିଶ୍ରଙ୍କ ଦ୍ୱିତୀୟ ପତ୍ନୀ ମମତାଙ୍କ ପୁରୁଣା ଭିଡିଓ ଭାଇରାଲ୍
Video: ଅଭିନେତା ମନୋଜ ମିଶ୍ରଙ୍କ ଦ୍ୱିତୀୟ ପତ୍ନୀ ତଥା ଅଭିନେତ୍ରୀ ମମତା ନନ୍ଦ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହିଥାନ୍ତି । ବିବାହ ପୂର୍ବରୁ ଅନେକ ରିଲ୍ସ ତିଆରି କରି ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ସେମଧ୍ୟରୁ କିଛି ରିଲ୍ସ ଏବେ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
Sep 19,2024, 21:00 PM IST
Video: ଏମିତି ରେକର୍ଡ ଡାନ୍ସ ଚାଲିଛି ରଙ୍ଗମହଲରେ, ଦେଖନ୍ତୁ ଭିଡିଓ
Video: ଯାତ୍ରା ରଙ୍ଗମହଲର ନାଟକ ଏବଂ ମେଲୋଡିକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା । ବର୍ତ୍ତମାନ ନାଟକ 'ରଙ୍ଗୀନ ସପନ ଦେଖିବା ଚାଲ' ହାଉସଫୁଲ୍ ଚାଲିଥିବା ସମୟରେ ଯାତ୍ରା ଆରମ୍ଭ ପୂର୍ବରୁ ମେଲୋଡି ଲୋକଙ୍କୁ ଖୁବ ମନୋରଞ୍ଜନର ଖୋରାକ ଯୋଗାଉଛି । ରଙ୍ଗମହଲ ପକ୍ଷରୁ ସୋସିଆଲ ମିଡିଆରେ ଏହି ଭିଡିଓଟି ସେୟାର କରାଯାଇଛି ।
Sep 19,2024, 19:26 PM IST
Video: ଦୋକାନ ସାମ୍ନାରେ ଥିଲେ ଯୁବତୀ, ପଛରୁ ନିଆଁ ଲଗାଇଲେ ବ୍ୟକ୍ତି, ଭିଡିଓ ଭାଇରାଲ୍
Video: ଏହି ସିସିଟିଭି ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଜଣେ ମହିଳା ଏକ ଦୋକାନ ବାହାରେ ଛିଡା ହୋଇଥିବା ସମୟରେ ହଠାତ୍ ତାଙ୍କ ଅଜାଣତରେ ପଛପଟୁ ନିଆଁ ଲଗାଇଦେଉଛନ୍ତି ଜଣେ ଯୁବକ । ନିଆଁ ଲାଗିବା ପରେ ଯୁବତୀଜଣକ ଖୁବ୍ ବ୍ୟସ୍ତ ହୋଇପଡୁଛନ୍ତି । ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ସେଠାରେ ଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି ।
Sep 19,2024, 16:26 PM IST
Dolly Chaiwala
Viral Video: ଡଲି ଚା'ବାଲା କଲେ ଏମିତି କାମ, ଭିଡିଓ ହେଲା ଭାଇରାଲ୍
Viral Video: ନିଜର ନିଆରା ଚା' ବିକିବା ଷ୍ଟାଇଲ ପାଇଁ ଚର୍ଚ୍ଚାକୁ ଆସି ଭାଇରାଲ୍ ହୋଇଥିବା ଡଲିଙ୍କ ନୂଆ ଲୁକ୍ ଏବେ ଆହୁରି ଚର୍ଚ୍ଚାରେ । ଏୟାରପୋର୍ଟରେ ଡଲି ପାଦ ଦେବା ପରେ ତାଙ୍କ ସହ କଣ ସବୁ ଘଟୁଛି ତାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।
Sep 19,2024, 14:13 PM IST
Video: ସାପ ସହ ଏମିତି କଲେ ମହିଳା, ଭାଇରାଲ୍ ହେଲା ଭିଡିଓ
Video: ପୁରୁଷଙ୍କ ଅପେକ୍ଷା ମହିଳାମାନେ ସାଧାରଣତଃ ସାପକୁ ଅଧିକ ଭୟ କରିଥାନ୍ତି । କିନ୍ତୁ ଏଠାରେ ଜଣେ ମହିଳା ଏକ ସାପକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଛାଡୁଛନ୍ତି । ମହିଳା ଜଣକ ଶାଢୀ ପିନ୍ଧି ସାପକୁ ଉଦ୍ଧାର କରିଥିବା ସମୟର ଏହି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । କିଛି ବ୍ୟକ୍ତି କମେଣ୍ଟ ମାଧ୍ୟମରେ ମହିଳାଙ୍କ ସାହସକୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।
Sep 18,2024, 21:52 PM IST
Video: ଜାଲରେ ଛନ୍ଦି ହୋଇ ସମୁଦ୍ର କୂଳକୁ ଆସିଲା ବିଶାଳ ସାର୍କ, ଆଉ ତାପରେ
Video: ସମୁଦ୍ର କୂଳରେ ଲାଗିଥିଲା ଏକ ବିଶାଳ ସାର୍କ । ଏହି ଦୃଶ୍ୟ କିଛି ବ୍ୟକ୍ତିଙ୍କ ନଜରରେ ପଡିବା ପରେ ତୁରନ୍ତ ସାର୍କ ନିକଟକୁ ଯାଇ ଦେଖିବାରୁ ଜଣା ପଡିଥିଲା ଯେ, ଜାଲରେ ଛନ୍ଦି ହୋଇ ସାର୍କଟି କଷ୍ଟ ପାଉଛି । ତେଣୁ ସାର୍କ ଶରୀରରୁ ଜାଲ ବାହାର କରିବାକୁ ପ୍ରୟାସ କରିଥିଲେ ସହୃଦୟ ଯୁବକମାନେ । ଜାଲ କଢାଯିବା ପରେ ସାର୍କଟି ପୁଣିଥରେ ସମୁଦ୍ର ଭିତରକୁ ଯିବାରେ ସକ୍ଷମ ହୋଇଥିଲା ।
Sep 18,2024, 20:13 PM IST
Video: ସର୍ବସାଧାରଣ ସ୍ଥାନରେ ଯୁବକଙ୍କ ହରକତ ହେଲା ଭାଇରାଲ୍
Video: ସୋସିଆଲ ମିଡିଆରେ ଭାଇରାଲ୍ ହେବା ନିଶା ହେବେ ଅନେକଙ୍କୁ ଘାରିଛି । ଏହାରି ମଧ୍ୟରେ ଜଣେ ଯୁବକ ସର୍ବସାଧାରଣ ସ୍ଥାନରେ ଏମିତି କିଛି ହରକତ କରିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଅନ୍ୟମାନଙ୍କ ପାଇଁ ହସର କାରଣ ପାଲଟିଛି । ଯୁବକଜଣକ ରିଲ୍ସ ପ୍ରସ୍ତୁତ ପାଇଁ ଏକ ଜନଗହଳୀପୂର୍ଣ୍ଣ ସ୍ଥାନରେ ନୃତ୍ୟ ପରିବେଷଣ କରିବା ସମୟରେ ସମସ୍ତଙ୍କ ନଜର ଯୁବକଙ୍କ ଉପରେ ରହିଥିବା ଦେଖିବାକୁ ମିଳିଛି ।
Sep 18,2024, 17:26 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.