Singer Ananya Sritam Nanda: ଅନନ୍ୟା ଶ୍ରୀତମ ନନ୍ଦ ଯିଏ କି ଗାୟିକା ଭାବେ ଘରେ ଘରେ ପରିଚିତ । କାରଣ ନିଜ ସ୍ୱର ସାହାଯ୍ୟରେ ଜାତୀୟ ସ୍ତରରେ ଓଡ଼ିଶାର ନାଁକୁ ଖୁବ୍ ଗୌରବାନ୍ୱିତ କରିଥିଲେ ଅନନ୍ୟା। ଅନେକ ଓଲିଉଡ ଫିଲ୍ମ ଓ ଆଲବମରେ ନିଜ ର ଟ୍ୟାଲେଣ୍ଟ ଦେଖାଇଛନ୍ତି ଅନନ୍ୟା ଶ୍ରୀତମ ନନ୍ଦ। ଆଉ ଏବେ ଅନେକ ସମୟରେ ନିଜର ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି ଗାୟିକା ଅନନ୍ୟା । କେବଳ ଯେ ସୋସିଆଲ ମିଡିଆ ନୁହେଁ ଅନେକ ଲାଇଭ କନସର୍ଟରେ ବି ନିଜର ଜଲୱା ଦେଖାଇଛନ୍ତି ଅନନ୍ୟା।
ଆପଣଙ୍କ ନିକଟରେ ପ୍ରତିଟି ଖବର ପହଞ୍ଚାଇବର ଏହା ଏକ ମାଧ୍ୟମ...ତଳକୁ ତଳ ସ୍କ୍ରଲ କରିବା ପରେ ଉପରୋକ୍ତ ଭିଡିଓକୁ ଆପଣ ଦେଖି ପାରିବେ...
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.