Viral Video: ଅଭିନେତ୍ରୀ ତଥା ବିଜେଡି ନେତ୍ରୀ ଏଲିନା ଦାସ। ଏକାଧିକ ଆଲବମ୍ ଓ ସିରିୟଲ୍ ରେ ତାଙ୍କୁ ଦେଖିବାକୁ ମିଳିଛି। ବିଜେଡିର ଜଣେ ସକ୍ରିୟ ସଦସ୍ୟ କହିଲେ ଅତୃକ୍ତି ହେବ ନାହିଁ। ତେବେ, ଏହାରି ଭିତରେ ତାଙ୍କର ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ତାହା ପୁଣି ପାର୍କରୁ... ଦେଖନ୍ତୁ