Viral Video: ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଗତକାଲି ନିଜ ପ୍ରେମିକଙ୍କ ପାଇଁ ପିଣ୍ଡଦାନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । କାଲି ବିକ୍ରମଙ୍କ ବାହାଘର ଥିଲା । ବରଯାତ୍ରୀଙ୍କ ସହ ରୋଷଣୀରେ ଯାଇ ବେଦୀରେ ବସି ବିବାବ ବନ୍ଧନରେ ବାନ୍ଧି ହୋଇଛନ୍ତି ବିକ୍ରମ । ବେଦିରୁ ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.