Varsha Priyadarshini: ଏପଟେ କାନ୍ଦିଲେ ଜାଗ୍ରତି, ସେପଟେ କାହା ହାତ ଧରି ଚାଲିଲେ ଅଭିନେତ୍ରୀ ବର୍ଷା । ଏବେ ଗଣମାଧ୍ୟମ ରେ ବେଶ୍ ଭାଇରାଲ ହେଉଛି ଅନୁଭବ, ଜାଗ୍ରତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଚର୍ଚ୍ଚା । ସେପଟେ ଜନିଜ ବିବାହ ଖବରକୁ ନେଇ ଜାଗ୍ରତି ଏକ ଓଡ଼ିଆ ଗଣମାଧ୍ୟମର ପଡକାଷ୍ଟରେ କାନ୍ଦିଥିବା ବେଳେ ଏପଟେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିଜ ଫିଲ୍ମ ୱାଇଫ କୁ ବେଙ୍ଗାଲୁରୁରେ ରିଲିଜ କରିବା ସମୟର ଭିଡିଓ ସେୟାର କରିଛନ୍ତି । ଯାହାର ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.