Video: ଜଣେ ଯୁବକଙ୍କ କାର୍ଯ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । କାରଣ ଯୁବକଙ୍କ ନିକଟରେ ଟଙ୍କା ନଥିବା କାରଣରୁ ସେ ଟ୍ରେନ ତଳେ ଝୁଲି ଝୁଲି ଜବଲପୁର ପର୍ଯ୍ୟନ୍ତ ପ୍ରାୟ ୨୯୦ କିମି ଯାତ୍ରା କରିଛନ୍ତି । ଯୁବକଙ୍କ ନାମ ଇତାର୍ସି ବୋଲି ଜଣାପଡିଛି । ତାଙ୍କର ଏହି ଭିଡିଓଟି ଖୁବ ଭାଇରାଲ୍ ହେବାରେ ଲାଗିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.