ଦେଶରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ ହୋଇଛି। ଯେଉଁମାନେ ଗତବର୍ଷ ଘର ପାଇ ପାରିନାହାନ୍ତି ସେମାନେ ବର୍ତ୍ତମାନ ବହୁଳ ମାତ୍ରାରେ ଘରପାଇଁ ଆବେଦନ କରୁଛନ୍ତି। ତେବେ ଚଳିତ ବର୍ଷ ଆବେଦନକାରୀମାନେ ଅନଲାଇନ ମାଧ୍ୟମରେ ବିପୁଳ ସଂଖ୍ୟାରେ ଆବେଦନ କରୁଥିବା ଜଣାଯାଇଛି।
Trending Photos
PM Awas Yojana:ଦେଶରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ ହୋଇଛି। ଯେଉଁମାନେ ଗତବର୍ଷ ଘର ପାଇ ପାରିନାହାନ୍ତି ସେମାନେ ବର୍ତ୍ତମାନ ବହୁଳ ମାତ୍ରାରେ ଘରପାଇଁ ଆବେଦନ କରୁଛନ୍ତି। ତେବେ ଚଳିତ ବର୍ଷ ଆବେଦନକାରୀମାନେ ଅନଲାଇନ ମାଧ୍ୟମରେ ବିପୁଳ ସଂଖ୍ୟାରେ ଆବେଦନ କରୁଥିବା ଜଣାଯାଇଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଯେ ଚଳିତ ବର୍ଷ ଯେଉଁମାନେ ଅନଲାଇନରେ ଘର ପାଇଁ ଆବେଦନ କରୁଛନ୍ତି ସେମାନଙ୍କୁ ଗୋଟିଏ ମାସ ମଧ୍ୟରେ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି। ତେବେ ଆପଣ ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କରିବାକୁ ଚାହାନ୍ତି ତେବେ ଆପଣ ମଧ୍ୟରେ ଆବେଦନ କରିପାରିବେ। ତେବେ ଆପଣଙ୍କ ନିକଟରେ ଆବେଦନ ସମ୍ପର୍କିତ ପର୍ଯ୍ୟାପ୍ତ ସୂଚନା ନାହିଁ ଆମେ ଏହି ଆର୍ଟିକିଲ ମାଧ୍ୟମରେ ସୂଚନା ଦେବାକୁ ପ୍ରୟାସ କରିବୁ।
PM Awas Yojana:ପିଏମ ଆବାସ ପାଇଁ ଏଭଳି କରନ୍ତୁ ଅନଲାଇନରେ ଆବେଦନ
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଅନଲାଇନରେ ଆବେଦନ କରିପାରିବେ। ଆବେଦନକାରୀମାନେ ଘରେ ବସି ମୋବାଇଲ୍ ମାଧ୍ୟମରେ ସେମାନଙ୍କ ଅନଲାଇନ୍ ମାଧ୍ୟମରେ ସହଜରେ ଆବେଦନ ଦାଖଲ କରିପାରିବେ। ଏଠାରେ କହି ରଖୁ କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନଲାଇନ ଆବେଦନ ସରକାରୀ ୱେବସାଇଟରେ ଦାଖଲ କରାଯାଉଛି। ଫଳରେ ଏଥିପାଇଁ କୌଣସି ପ୍ରକାରର ଅର୍ଥ ଦେବାକୁ ହେବ ନାହିଁ। ଆବେଦନକାରୀ କେବଳ ନିଜର ଆବଶ୍ୟକୀୟ ଦସ୍ତାବିଜକୁ ଏହି ସରକାରୀ ୱେବସାଇଟରେ ଦାଖଲ କରିପାରିବେ।
PM Awas Yojana:ଏହି ସବୁ ଯୋଗ୍ୟତା ରହିବା ନିହାତି ଜରୁରୀ
PM Awas Yojana:ଯୋଜନାରେ ଲାଭ
ଯଦି ଆପଣ PM Awas Yojana ପାଇଁ ଆବେଦନ କରିବାକୁ ଯାଉଛନ୍ତି, ତେବେ ଏଠାରେ କହି ରଖିବାକୁ ଚାହିଁବୁ ଯେ ଯଦି ଆପଣଙ୍କର ଆବେଦନ ଅନୁମୋଦନ ହୋଇଛି ତେବେ ଗୃହ ନିର୍ମାଣ ପାଇଁ ପ୍ରଥମ କିସ୍ତି ଆପଣଙ୍କୁ ସର୍ବାଧିକ ଏକ ମାସ ମଧ୍ୟରେ ସରକାର ଯୋଗାଇ ଦେବେ। ଏହି ଯୋଜନାର ପ୍ରଥମ କିସ୍ତି ଭାବରେ ସରକାର ଆପଣଙ୍କ ଆକାଉଣ୍ଟକୁ ସିଧାସଳଖ ଅଢେଇ ଲକ୍ଷ ଟଙ୍କା ପ୍ରଦାନ କରିବେ।
PM Awas Yojana:ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବିଶେଷତ୍ତ୍ୱ
PM Awas Yojana:ଅନଲାଇନରେ କିପରି କରିବେ ଆବେଦନ