Advertisement
Photo Details/zeeodisha/odisha2650710
photoDetails0hindi

Gold Rate Today: ପୁଣି ଗ୍ରାହକଙ୍କୁ ଛାନିଆ କଲା ସୁନା ଦର ବୃଦ୍ଧି, ଭରି ପିଛା ଏତିକି ବଢିଲା ରେଟ୍

Gold Rate Today: ସୁନା ପ୍ରେମୀଙ୍କ ପାଇଁ ବଡ଼ ଖବର। ଗତକାଲି ସୁନାଦର ବୃଦ୍ଧି ହୋଇଥିବା ବେଳେ ଆଜି ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯାହା ଗ୍ରାହକଙ୍କୁ ଟେନସନ୍ ରେ ପକାଇଛି। ସୁନା ଦରର ଲଗାତର ବୃଦ୍ଧି କେବଳ ଗ୍ରାହକଙ୍କୁ ନୁହେ, ଦୋକାନୀଙ୍କ ବ୍ୟବସାୟକୁ ମଧ୍ୟ ପ୍ରଭାବିତ କରିଛି। ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରିଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?...

1/5
  ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୯,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୬,୯୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୩୦୦ ଓ ୩୩୦ ଟଙ୍କା ବୃଦ୍ଧି ପାଇଛି।    ALSO READ: Viral Video: କାହା ସହ ବାର୍ଥ-ଡେ ସେଲିବ୍ରେସନ୍ କଲେ ମନୋଜ ମିଶ୍ରଙ୍କ ଦ୍ବିତୀୟ ସ୍ତ୍ରୀ ମମତା, ଭାଇରାଲ୍ ହେଲା ଏହି ଭିଡିଓ   ALSO READ: Rahu Budh Yuti 2025: ଫେବୃଆରୀ ଶେଷରେ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ଖୁସି ଖବର ସହ ହେବ ଟଙ୍କା ବର୍ଷା

2/5
ସେହିପରି,  ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୯,୮୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୭,୧୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୩୦୦ ଓ ୩୩୦ ଟଙ୍କା ବଢିଛି। 

3/5
ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୯,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୬,୯୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ  ୩୦୦ ଓ ୩୩୦ ଟଙ୍କା ବୃଦ୍ଧି ପାଇଛି। 

4/5
  ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୯,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୮୬,୯୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୩୦୦ ଓ ୩୩୦ ଟଙ୍କା ବୃଦ୍ଧି ପାଇଛି। 

5/5
ସେହିପରି ଓଡିଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୯,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୮୬,୯୫୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ରେଟ୍ ୬୫,୨୧୦ ଟଙ୍କା ରହିଛି।  ୨୨ ଓ ୨୪ କ୍ୟାରେଟ୍ ରେ ୩୦୦ ଓ ୩୩୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ୧୮ କ୍ୟାରେଟ୍ ରେ ୨୪୦ ଟଙ୍କା ବଢିଛି।