Odisha 2025 Holiday List: ଆଜି ଓଡି଼ଶା ସରକାର ୨୦୨୫ ବର୍ଷର ଛୁଟି ତାଲିକା ଘୋଷଣା କରିଛନ୍ତି। ଏଠାରେ ଦେଖନ୍ତୁ ପୂରା ତାଲିକା...
Trending Photos
Odisha 2025 Holiday List: ୨୦୨୫ ବର୍ଷର ଆଗମନ ସହିତ ଲୋକମାନେ ଅନେକ ଯୋଜନା କରିବା ଆରମ୍ଭ କରିଥାନ୍ତି। ୨୦୨୫ ମସିହାରେ କ୍ୟାରିୟର ଉନ୍ନତି ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର ପାଇଁ ସକରାତ୍ମକ ପରିବର୍ତ୍ତନ ପଦକ୍ଷେପ ପାଇଁ ଯୋଜନା ଆରମ୍ଭ ହେବ। ଲୋକମାନେ ମଧ୍ୟ ନୂଆ ବର୍ଷ ପାଇଁ ନିଜ ସାଙ୍ଗ ଏବଂ ପରିବାର ସହିତ ପିକନିକ୍ କରିବାକୁ ଯୋଜନା କରୁଛନ୍ତି। ଏହି କ୍ରମରେ ଆଜି ରାଜ୍ୟ ସରକାର ୨୦୨୫ ବର୍ଷର ଛୁଟି ତାଲିକା
ଘୋଷଣା କରିଛନ୍ତି। ଏଠାରେ ଦେଖନ୍ତୁ...
ସାଧାରଣ ଛୁଟି
୧୪ ଜାନୁଆରୀ (ମଙ୍ଗଳବାର): ମକର ସଂଙ୍କ୍ରାନ୍ତି / ମାଘ ବିହୁ / ପୋଙ୍ଗଲ:
୨୩ ଜାନୁଆରୀ (ଗୁରୁବାର): ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ
୨୬ ଫେବୃଆରୀ (ବୁଧବାର): ମହାଶିବରାତ୍ରୀ
୫ ମାର୍ଚ୍ଚ (ବୁଧବାର): ପଞ୍ଚାୟତରାଜ ଦିବସ
୧୪ ମାର୍ଚ୍ଚ (ଶୁକ୍ରବାର): ଦୋଳଯାତ୍ରା
୧୫ ମାର୍ଚ୍ଚ (ଶନିବାର): ହୋଲି
୩୧ ମାର୍ଚ୍ଚ (ସୋମବାର): ଇଦ୍-ଉଲ୍-ଫିତର
୧ ଅପ୍ରିଲ (ମଙ୍ଗଳବାର): ଉତ୍କଳ ଦିବସ
୧୪ ଏପ୍ରିଲ (ସୋମବାର): ମହାବିଷୁବ ସଂକ୍ରାନ୍ତି/ଆମ୍ବେଦକର ଜୟନ୍ତୀ
୧୮ ଏପ୍ରିଲ (ଶୁକ୍ରବାର): ଗୁଡ୍ ଫ୍ରାଇଡେ
୧୨ ମେ (ସୋମବାର): ବୁଦ୍ଧ ପୂର୍ଣ୍ଣିମା
୨୭ ମେ (ବୁଧବାର): ସାବିତ୍ରୀ ଅମାବାସ୍ୟା
୭ ଜୁନ୍ (ଶନିବାର): ଇଦ୍-ଉଲ୍-ଜୁହା (ବକ୍ରିଇଦ୍)
୨୭ ଜୁନ୍ (ଶୁକ୍ରବର): ରଥଯାତ୍ରା
୧୫ ଅଗଷ୍ଟ (ଶୁକ୍ରବାର): ସ୍ୱାଧୀନତା ଦିବସ
୨୭ ଅଗଷ୍ଟ (ବୁଧବାର): ଗଣେଶ ଚତୁର୍ଥୀ / ବିନୟକ ଚତୁର୍ଥୀ
୨୮ ଅଗଷ୍ଟ (ଗୁରୁବାର): ନୂଆଖାଇ
୫ ସେପ୍ଟେମ୍ବର (ଶୁକ୍ରବାର): ମିଲାଦ-ଉନ୍-ନବି (ଇଦ୍-ଇ-ମିଲାଦ)
୨୯ ସେପ୍ଟେମ୍ବର (ସୋମବାର): ଦଶହରା (ସପ୍ତମୀ)
୩୦ ସେପ୍ଟେମ୍ବର (ମଙ୍ଗଳବାର): ଦଶହରା (ମହାଅଷ୍ଟମୀ)
୧ ଅକ୍ଟୋବର (ବୁଧବାର): ଦଶହରା (ମହାନବମୀ)
୨ ଅକ୍ଟୋବର (ଗୁରୁବାର): ଦଶହରା: (ଦଶମୀ)/ଗାନ୍ଧୀ ଜୟନ୍ତୀ
୭ ଅକ୍ଟୋବର (ମଙ୍ଗଳବାର): କୁମାର ପୂର୍ଣ୍ଣିମା
୨୧ ଅକ୍ଟୋବର (ମଙ୍ଗଳବାର): ଦୀପାବଳି
୫ ନଭେମ୍ବର (ବୁଧବାର): ରାଶ ପୂର୍ଣ୍ଣିମା
୨୫ ଡିସେମ୍ବର (ଗୁରୁବାର): ଖ୍ରୀଷ୍ଟମାସ
ଇଂରାଜୀ ନୂତନ ବର୍ଷର ଅଭିନନ୍ଦନ#HappyNewYear2025 pic.twitter.com/q1Ir2xOlKB
— I & PR Department, Odisha (@IPR_Odisha) January 1, 2025
Optional or Restricted Holidays ତାଲିକା…
୬ ଜାନୁଆରୀ (ସୋମବାର): ଗୁରୁ ଗୋବିନ୍ଦ ସିଂ ଜୟନ୍ତୀ
୨୮ ମାର୍ଚ୍ଚ (ଶୁକ୍ରବାର): ସବ୍ ଇ କଦର୍
୧୯ ଏପ୍ରିଲ (ଶନିବାର): ଇଷ୍ଟର ସଟରଡେ
୨୨ ମେ (ଗୁରୁବାର): ରାଜାରାମ ମୋହନ ଜୟନ୍ତୀ
୩୧ ଅକ୍ଟୋବର (ଶୁକ୍ରବାର): ଅଁଳା ନବମୀ
୧୨ ନଭେମ୍ୱର (ବୁଧବାର): ପ୍ରଥମାଷ୍ଟମୀ
୨୪ ଡିସେମ୍ୱର (ବୁଧବାର): ଖ୍ରୀଷ୍ଟମାସ ଇଭ୍