ପୁରୁଷଙ୍କ Virginity Test ସମ୍ପର୍କରେ ଜାଣିବାକୁ ଇଚ୍ଛା ପ୍ରକାଶ କରନ୍ତି ଯୁବତୀ, ଗୁଗଲରେ ହୋଇଥାଏ ସର୍ବାଧିକ ସର୍ଚ୍ଚ
Advertisement
Article Detail0/zeeodisha/odisha1487284

ପୁରୁଷଙ୍କ Virginity Test ସମ୍ପର୍କରେ ଜାଣିବାକୁ ଇଚ୍ଛା ପ୍ରକାଶ କରନ୍ତି ଯୁବତୀ, ଗୁଗଲରେ ହୋଇଥାଏ ସର୍ବାଧିକ ସର୍ଚ୍ଚ

Male Virginity Test: ପୁରୁଷଙ୍କର ଭର୍ଜିନିଟିକୁ ନେଇ କେବଳ ପ୍ରଶ୍ନ ହୁଏ ତାହା ନୁହେଁ, ବରଂ ଏହାର ଉତ୍ତର ମଧ୍ୟ ରହିଛି। ପୁରୁଷମାନଙ୍କର ଭର୍ଜିନିଟି କିପରି ଯାଞ୍ଚ ହୋଇଥାଏ ତାହା ଉପରେ ମଧ୍ୟ ଉତ୍ତର ରହିଛି। ଭର୍ଜିନିଟିକୁ ନେଇ ଗୁଗଲରେ ଆସୁଥିବା ଉତ୍ତର ଜାଣିଲେ ଆପଣ ମଧ୍ୟ ବେଶ ଚକିତ ହୋଇଯିବେ। 

ପୁରୁଷଙ୍କ Virginity Test ସମ୍ପର୍କରେ ଜାଣିବାକୁ ଇଚ୍ଛା ପ୍ରକାଶ କରନ୍ତି ଯୁବତୀ, ଗୁଗଲରେ ହୋଇଥାଏ ସର୍ବାଧିକ ସର୍ଚ୍ଚ

Male Virginity Test: ନୂଆଦିଲ୍ଲୀ:ମହିଳାମାନଙ୍କର ଭର୍ଜିନିଟି ଟେଷ୍ଟକୁ ନେଇ ତମାମ ଆଲୋଚନା ହୋଇଥାଏ। ମହିଳାଙ୍କର ଭର୍ଜିନିଟି ସମ୍ପର୍କରେ ସୂଚନା ମଧ୍ୟ ମିଳିଥାଏ। କିନ୍ତୁ କେବେ ପୁରୁଷଙ୍କ ଭର୍ଜିନିଟି ଟେଷ୍ଟ ସମ୍ପର୍କରେ ଆଲୋଚନା କରିଛନ୍ତି କି। ଆଜ୍ଞା ହଁ, ପୁରୁଷଙ୍କ ଭର୍ଜିନିଟି ଚେକ କରିବା ପାଇଁ ଗୁଗଲରେ ବହୁସମୟରେ ସର୍ଚ୍ଚ ମଧ୍ୟ ହୋଇଥାଏ। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଉଛି କି ଏହାକୁ ପୁଅ ଅପେକ୍ଷା ଝିଅମାନେ ଅଧିକ ସର୍ଚ୍ଚ କରିଥାନ୍ତି। ପୁରୁଷ ମାନଙ୍କର ଭର୍ଜିନିଟି ଚେକ କରିବାକୁ ଝିଅମାନେ ଆଗ୍ରହ ଦେଖାଇ ଥାନ୍ତି ବୋଲି ଜଣାପଡ଼ିଛି। 

ପୁରୁଷଙ୍କର ଭର୍ଜିନିଟିକୁ ନେଇ କେବଳ ପ୍ରଶ୍ନ ହୁଏ ତାହା ନୁହେଁ, ବରଂ ଏହାର ଉତ୍ତର ମଧ୍ୟ ରହିଛି। ପୁରୁଷମାନଙ୍କର ଭର୍ଜିନିଟି କିପରି ଯାଞ୍ଚ ହୋଇଥାଏ ତାହା ଉପରେ ମଧ୍ୟ ଉତ୍ତର ରହିଛି। ଭର୍ଜିନିଟିକୁ ନେଇ ଗୁଗଲରେ ଆସୁଥିବା ଉତ୍ତର ଜାଣିଲେ ଆପଣ ମଧ୍ୟ ବେଶ ଚକିତ ହୋଇଯିବେ। ନିଜର ପୁରୁଷ ବନ୍ଧୁଙ୍କର ଭର୍ଜିନିଟି ଜାଣିବା ପାଇଁ ଝିଅ ମାନେ ଅଧିକାଂଶ ସମୟରେ ଗୁଗଲରେ ସର୍ଚ୍ଚ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଏହି ଭର୍ଜିନିଟି କିପରି ଯାଞ୍ଚ ହୋଇଥାଏ। 

ପୁରୁଷ ମାନଙ୍କର ଭର୍ଜିନିଟି ପରୀକ୍ଷା କରିବାର ପ୍ରଣାଳୀ
ଏକ୍ସପର୍ଟ ଓ ସେକ୍ସୋଲୋଜିଷ୍ଟ ମାନଙ୍କ ନିକଟରେ ଏହାର ସଠିକ ଉତ୍ତର ନାହିଁ। କିନ୍ତୁ ଗୁଗଲରେ ଏହି ପରୀକ୍ଷା କରିବାର ଏକାଧିକ ପ୍ରଣାଳୀ ରହିଛି। ତେବେ ଆସନ୍ତୁ ଗୁଗଲ ଅନୁଯାୟୀ କଣ ସବୁ ରହିଛି ଏହି ଭର୍ଜିନିଟି ଜାଣିବାର ପ୍ରକ୍ରିୟା...

1. ପୁରୁଷ ନିଜ ମହିଳା ବନ୍ଧୁଙ୍କ ସହିତ ଶାରିରୀକ ସମ୍ପର୍କ ରଖିବା ସମୟରେ ସଠିକ ଢଙ୍ଗରେ ପରଫର୍ମ ନ କରିପାରିବା ଭର୍ଜିନିଟର ମୂଳ କାରଣ ହୋଇଥାଏ। 
2. ପ୍ରଥମଥର ଶାରିରୀକ ସମ୍ପର୍କ ସ୍ଥାପନ କରିବା ସମୟରେ ଅତ୍ୟାଧିକ ଭାବେ ଭୟ କରିବା। 
3. ପୁରୁଷଙ୍କ ନିକଟରେ ଫୋରପ୍ଲେ ସମ୍ପର୍କରେ ଅଧିକ ଜ୍ଞାନ ନ ରହିବା
4. ଯେଉଁ ପୁରୁଷଙ୍କ ଆଣ୍ଠୁ କଳା ରହିଥିବ, ସେ ଭର୍ଜିନ ରହିଥିବା ଜଣା ଯାଇଥାଏ। 
5. ଯୁବକଙ୍କ ମଧ୍ୟରେ ଜଲ୍ଦି ଅର୍ଗାଜାମ ହୋଇଥାଏ। 
6. ଯଦି ପୁରୁଷ କଣ୍ଡୋମର ବ୍ୟବହାର ଠିକ ଢଙ୍ଗରେ ବ୍ୟବହାର ଜାଣିନଥିବେ। 
7. ପୁରୁଷଙ୍କୁ ସେକ୍ସ ପୋଜିସନ ସମ୍ପର୍କରେ ଠିକ ଢଙ୍ଗରେ ଜାଣିନଥିବେ।