Horoscope Today 3 October 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅକ୍ଟୋବର ୩ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
ମେଷ : ଆଜିର ଦିନ ଆପଣଙ୍କୁ ପ୍ରତ୍ୟର କ୍ଷେତ୍ରରେ ମିଶ୍ରିତ ଫଳ ପ୍ରଦାନ କରିବ। ବ୍ୟବସାୟ କ୍ଷେତ୍ରରେ ଆଜି ସଫଳ ଏବଂ ଶୁଭ ଦିନ ରହିବ। ମଧ୍ୟାହ୍ନ ପରେ ବ୍ୟବସାୟ ସ୍ଥଳର ବାତାବରଣ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ଉପରିସ୍ତ ଅଧିକାରୀମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ସତର୍କ ରହିବା ଆବଶ୍ୟକ। ଧାର୍ମିକ ସ୍ଥଳକୁ ଯାତ୍ରା କରିବେ। ନିଜ ସନ୍ତାନମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହୋଇପାରେ। ଲମ୍ବା ସମୟର ଯାତ୍ରାର ଯୋଜନା ଆପଣ ବନାଇ ପାରିବେ। ବୈବାହିକ ଜୀବନ ସୁଖମୟ ହେବ।
କନ୍ୟା : ଆଜି ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ନହେଲେ କାହା ସହିତ ମନମାଳିନ୍ୟର ପ୍ରସଂଗ ବନିପାରେ। ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ମଧ୍ୟମ ଧରଣର ରହିବ, କିନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ସ୍ଥିତିରେ ପରିବର୍ତ୍ତନ ଆସିବ। ଘରର ଅନ୍ୟ ସଦସ୍ୟମାନଙ୍କ ସହିତ ବୈଠକର ମହତ୍ତ୍ଵ ପୂର୍ଣ୍ଣ ବିଷଗୁଡ଼ିକରେ ନିର୍ଣ୍ଣୟ ନେବେ। ଯାତ୍ରା କିମ୍ବା ପର୍ଯ୍ୟଟନର ଆୟୋଜନ କରିବେ। ପୁଞ୍ଜି-ନିବେଶ କରିବାକୁ ଆଜି ଆପଣଙ୍କ ପାଇଁ ହିତ ହେବ। ଭାଗ୍ୟବୃଦ୍ଧିର ଦିନ ଅଟେ।
ବିଛା : ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ। ନୂଆ ବସ୍ତ୍ର ଏବଂ ଆଭୂଷଣ କିଣିବା ପଛରେ ଧନ ଖର୍ଚ୍ଚ ହୋଇପାରେ। କିନ୍ତୁ ମଧ୍ୟାହ୍ନ ପରେ ଆପଣ ମାନସିକ ରୂପ ଅନିର୍ଣ୍ଣୟ ସ୍ଥିତିରେ ରହିବେ। ଆର୍ଥିକ ଲାଭ ଏବଂ ସାମାଜିକ ପ୍ରତିଷ୍ଠା ମିଳିବା ସହିତ ଆପଣ ପାରିବାରିକ ଜୀବନରେ ସୁଖ-ସନ୍ତୋଷର ଭାବନା ଅନୁଭବ କରିବେ। ଆୟରେ ବୃଦ୍ଧି ଏବଂ ବ୍ୟାପାରରେ ଲାଭ ମିଳିବ। ମିତ୍ରମାନଙ୍କ ସହିତ ପର୍ଯ୍ୟଟନର ଆୟୋଜନ ହେବ। ଜୀବନସାଥୀ ଏବଂ ସନ୍ତାନମାନଙ୍କଠାରୁ ଲାଭ ମିଳିବ।
କୁମ୍ଭ : ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ। ଉପରିସ୍ଥ ଅଧିକାରୀ ବର୍ଗ ଆପଣଙ୍କୁ ପ୍ରୋତ୍ସାହିତ କରିବେ। ପ୍ରମୋଶନର ଯୋଗ ଅଛି। ପରିବାରର ବାତାବରଣ ଆନନ୍ଦପୂର୍ଣ୍ଣ ରହିବ। ସାମାଜିକ ତଥା ଆର୍ଥିକ କ୍ଷେତ୍ରରେ ଲାଭ ହେବ। ମିତ୍ରମାନଙ୍କର ମଧ୍ୟ ଲାଭ ହେବାର ସମ୍ଭାବନା ଅଛି।
ट्रेन्डिंग फोटोज़