Advertisement
Photo Details/zeeodisha/odisha2166737
photoDetails0hindi

Bullet Train: ବୁଲେଟ୍ ଟ୍ରେନ୍ ର ଡବାର ମୂଲ୍ୟ କେତେ ଟଙ୍କା ହୋଇଥାଏ? ଜାଣନ୍ତୁ

what is the cost of bullet train compartment: ଚୀନ-ଜାପାନ ପରେ ଏବେ ବୁଲେଟ୍ ଟ୍ରେନ୍ ସେବା ଭାରତ ବର୍ଷରେ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ହେଲେ କେବ ଆପଣ ଚିନ୍ତା କରିଛନ୍ତି ବୁଲେଟ୍ ଟ୍ରେନ୍ ଏବଂ ଏହାର ଏକ ଡବାର ମୂଲ୍ୟ କେତେ ଟଙ୍କା ହୋଇଥାଏ? ଯଦି ନୁହେଁ ତାହେଲେ ଜାଣି ରଖନ୍ତୁ।

 

1/6

ସାଧାରଣ ଟ୍ରେନ୍ ପରେ ଦେଶରେ ଏବେ ଖୁବ ଶୀଘ୍ ବୁଲେଟ୍ ଟ୍ରେନ୍ ଚଳାଚଳ କରିବାକୁ ଯାଉଛି। ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆସନ୍ତା କିଛି ବର୍ଷ ମଧ୍ୟରେ ବୁଲେଟ ଟ୍ରେନ ସେବା ଆରମ୍ଭ ହୋଇଯିବ।

2/6

ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ବୁଲେଟ୍ ଟ୍ରେନ୍ ନିର୍ମାଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ।

3/6

ଗୋଟିଏ ବୁଲେଟ ନିର୍ମାଣ ପାଇଁ ମୋଟ ମୂଲ୍ୟ ୬୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ।

4/6

ଯଦି ଆମେ ଦେଶରେ ବର୍ତ୍ତମାନ ସେବା ଯୋଗାଉଥିବା ହାଇ ସ୍ପୀଡ୍ ଟ୍ରେନ ରାଜଧାନୀ ଏକ୍ସପ୍ରେସ କଥା କହିବା, ତାହେଲେ ଏହାର ନିର୍ମାଣରେ ପ୍ରାୟ ୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଗୋଟିଏ ବୁଲେଟ୍ ଟ୍ରେନ୍ ମୂଲ୍ୟରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୮୦୦ ରାଜଧାନୀ ଏକ୍ସପ୍ରେସ କିଣାଯାଇ ପାରିବ।

5/6

ଯଦି ବୁଲେଟ୍ ଟ୍ରେନ୍ ନିର୍ମାଣ ପାଇଁ ଯଦି ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୁଏ, ତାହେଲେ ଆପଣ କଳ୍ପନା କରିପାରୁ ଥିବେ ଯେ  ଏହାର ଗୋଟିଏ ଡବା ନିର୍ମାଣ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। 

6/6

ଯଦି ଟ୍ରେନ୍ ଇଞ୍ଜିନ୍ କଥା କୁହାଯାଏ ତାହେଲେ ଏହାର ମୂଲ୍ୟ ଭିନ୍ନ ଭିନ୍ନ ଉପାୟରେ ସ୍ଥିରଲ ହୋଇଥାଏ। ୨ ପ୍ରକାରର ଟ୍ରେନ୍ ଇଞ୍ଜିନ୍ ରହିଛି। ଗୋଟିଏ ଇଲେକ୍ଟ୍ରିକ୍ ଏବଂ ଅନ୍ୟଟି ହେଉଛି ଡିଜେଲ ଇଞ୍ଜିନ। ଇଲେକ୍ଟ୍ରିକ୍ ଇଞ୍ଜିନ WAP-7 ନାମରେ ଜଣାଶୁମା। ଯାହାର ମୂଲ୍ୟ ୧୨.୩୮ କୋଟି ଟଙ୍କା। ସେହିପରି ଡିଜେଲ ଇଞ୍ଜିନ WDP-4D ନାମରେ ଜଣାଶୁଣା। ଯାହାର ମୂଲ୍ୟ ହେଉଛି ୧୩ କୋଟି ଟଙ୍କା।