ଭୂମିକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା 6.7, ଜାରି ହେଲା ସୁନାମି ଆଲର୍ଟ
Advertisement
Article Detail0/zeeodisha/odisha2599758

ଭୂମିକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା 6.7, ଜାରି ହେଲା ସୁନାମି ଆଲର୍ଟ

ଜାପାନ ପାଣିପାଗ ବିଭାଗ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ଜାପାନରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଭୂମିକମ୍ପ ଜନିତ କୌଣସି କ୍ଷୟକ୍ଷତି କିମ୍ବା ମୃତାହତ ସମ୍ପର୍କରେ ସୂଚନା ମିଳିନାହିଁ।

ଭୂମିକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା 6.7, ଜାରି ହେଲା ସୁନାମି ଆଲର୍ଟ

japan earthquake: ଜାପାନର କ୍ୟୁଶୁ ଦ୍ୱୀପରେ 6.7 ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପ ପରେ ଜାପାନରେ ସମ୍ଭାବ୍ୟ ସୁନାମି ନେଇ ସତର୍କ ସୂଚନା ଜାରି କରାଯାଇଛି । ଜାପାନ ପାଣିପାଗ ବିଭାଗ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ଜାପାନରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଭୂମିକମ୍ପ ଜନିତ କୌଣସି କ୍ଷୟକ୍ଷତି କିମ୍ବା ମୃତାହତ ସମ୍ପର୍କରେ ସୂଚନା ମିଳିନାହିଁ।

ସୂଚନା ଅନୁଯାୟୀ, ଜାପାନର ସମୟ ରାତି ୯:୧୯ ରେ ଭୂମିକମ୍ପ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ଦକ୍ଷିଣ-ପଶ୍ଚିମ ଦ୍ୱୀପ କ୍ୟୁଶୁ। ଏହି ଦ୍ୱୀପ ଏବଂ ଆଖପାଖ ଅଞ୍ଚଳ ପାଇଁ ସୁନାମି ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

Also Read- ଚାକିରି ଛାଡ଼ି ଘରେ ବସିଛନ୍ତି କି? ଟାଟା ପାୱାର କମ୍ପାନୀରେ ବାହାରିଲା ନିଯୁକ୍ତି, ମହିଳାଙ୍କୁ ପ୍ରାଧାନ୍ୟ

Also Read- ଲାଲ କ୍ୟାପ୍ସିକମ୍ ପୁଷ୍ଟିକର ପଦାର୍ଥର ଭଣ୍ଡାର, କ୍ୟାନସର ସହ ଲଢ଼ିବାକୁ ଯୋଗାଇଥାଏ ଶକ୍ତି