Vicky Kaushal: କ୍ୟାଟ୍ରିନାଙ୍କୁ କାହିଁକି ଡାକ୍ତର କହିଲେ ଭିକି
Advertisement
Article Detail0/zeeodisha/odisha1448078

Vicky Kaushal: କ୍ୟାଟ୍ରିନାଙ୍କୁ କାହିଁକି ଡାକ୍ତର କହିଲେ ଭିକି

Vicky Kaushal: ଅଭିନେତା ଭିକି କୌଶଲ ଓ କ୍ୟାଟ୍ରିନା କୌଫ୍ । ଉଭୟ ନିଜ ଦାମ୍ପତ୍ୟ ଜୀବନକୁ ବେଶ ଉପଭୋଗ କରୁଛନ୍ତି । କିନ୍ତୁ ଭିକି କ୍ୟାଟଙ୍କୁ ଜଣେ ଡାକ୍ତର ବୋଲି କହିଛନ୍ତି ।

Vicky Kaushal: କ୍ୟାଟ୍ରିନାଙ୍କୁ କାହିଁକି ଡାକ୍ତର କହିଲେ ଭିକି

Vicky Kaushal: ଅଭିନେତା ଭିକି କୌଶଲ ଓ କ୍ୟାଟ୍ରିନା କୌଫ୍ ।  ଉଭୟ ନିଜ ଦାମ୍ପତ୍ୟ ଜୀବନକୁ ବେଶ ଉପଭୋଗ କରୁଛନ୍ତି । କିନ୍ତୁ ଭିକି କ୍ୟାଟଙ୍କୁ ଜଣେ ଡାକ୍ତର ବୋଲି କହିଛନ୍ତି । ଏହା ସହିତ ଭିକି କ୍ୟାଟଙ୍କୁ ଜଣେ ବୌଜ୍ଞାନିକ ମଧ୍ୟ କହିଛନ୍ତି । ନିକଟରେ ଏକ ଇଭେଣ୍ଟରେ ଯେତେବେଳେ ଭିକିଙ୍କୁ କ୍ୟାଟ କିଭଳି ତାଙ୍କର ସ୍ୱାସ୍ଥ୍ୟର ଯତ୍ନ ନେଉଛନ୍ତି ବୋଲି ପଚରାଯାଇଥିଲା, ସେତେବେଳେ ସେ କହିଛନ୍ତି ଯେ, କ୍ୟାଟ୍ରିନା  ସ୍ବାସ୍ଥ୍ୟ ନେଇ ଖୁବ୍ ଯତ୍ନବାନ,  ତାଙ୍କର ଏଥିରେ ଗଭୀର ଜ୍ଞାନ ମଧ୍ୟ ରହିଛି ।

ଭିକି ଏହାର ରହସ୍ୟ ପ୍ରକାଶ କରିଛନ୍ତି:
ଭିକି କୌଶଲ କହିଛନ୍ତି, ଯେ ମୋର ସ୍ୱାସ୍ଥ୍ୟ ମୋର ମାନସିକ ସ୍ୱାସ୍ଥ୍ୟରୁ ଆରମ୍ଭ ହୋଇଥାଏ । ମୁଁ ଅନୁମାନ କରେ ତା’ପରେ ସବୁକିଛି ଆସେ । ଏଥିପାଇଁ ମୁଁ ମୋ ପରିବାର ଏବଂ ସାଙ୍ଗମାନଙ୍କ ଉପରେ ନିର୍ଭର କରେ । ଯଦି ଏଠାରେ ସବୁକିଛି ଠିକ ଅଛି, ତେବେ ଭବିଷ୍ୟତରେ ସବୁକିଛି ଠିକ ରହିବ । ଅନ୍ୟପଟେ, ଯେତେବେଳେ ଶାରୀରିକ ସ୍ବାସ୍ଥ୍ୟ କଥା ଆସେ, ମୁଁ ମନେ ରଖେ ଯେ ମୁଁ ସଠିକ୍ ଜିନିଷ ଖାଉଛି, ପର୍ଯ୍ୟାପ୍ତ ପରିମାଣରେ ଶୋଇଛି ଏବଂ ପାଣି ପିଉଛି ।

 

 

 
 
 
 

 
 
 
 
 
 
 
 
 
 
 

A post shared by Vicky Kaushal (@vickykaushal09)

ଏହାବି ପଢନ୍ତୁ : Happy Birthday Sushmita Sen: ଆଜି ସୁସ୍ମିତା ସେନଙ୍କ ଜନ୍ମଦିନ, ମିସ ୟୁନିଭର୍ସ ହେବାର ଯାତ୍ରା କିପରି ଥିଲା ଜାଣନ୍ତୁ

ଏହାବି ପଢନ୍ତୁ : Ira Khan Love Story: ନିଜ ପ୍ରେମ ସମ୍ପର୍କକୁ ଅଫିସିଆଲ କଲେ ଇରା, ମୁମ୍ବାଇରେ ହେଲା ଆମୀର ଲାଡଲୀଙ୍କ ଏନଗେଜମେଣ୍ଟ

ଏହାବି ପଢନ୍ତୁ : Hrithik Roshan: ଲିଭ ଇନ ରିଲେସନସିପରେ ରହିବେ ହ୍ରିତିକ, ଗାର୍ଲଫ୍ରେଣ୍ଟ ପାଇଁ କିଣିଲେ ଏତିକି କୋଟିର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ

ଏହାବି ପଢନ୍ତୁ : Arjun Kapoor: ମଲାଇକାଙ୍କ ହାତ ଧରିବେ ଅର୍ଜୁନ୍ ! ବିବାହ ପୂର୍ବରୁ ରିଲେସନସିପକୁ ନେଇ କଲେ ବଡ ଖୁଲାସା

ଏହାବି ପଢନ୍ତୁ : Kartik Aaryan: ରୋମାଣ୍ଟିକ୍ ନୁହେଁ, ଏଥର ବକ୍ସର ଭୂମିକାରେ ନଜର ଆସିବେ କାର୍ତ୍ତିକ୍

ଭିକି କ୍ୟାଟଙ୍କୁ ପ୍ରଶଂସା କରିଛନ୍ତି :
ଭିକି ଆହୁରି କହିଛନ୍ତି ଯେ, ତୁମେ ମୋ ସ୍ତ୍ରୀ ବିଷୟରେ ଜାଣି ନାହଁ କିନ୍ତୁ ମୋ ସ୍ତ୍ରୀ ଜଣେ ଡାକ୍ତର । ସେ ମଧ୍ୟ ଜଣେ ବୌଜ୍ଞାନିକ ମଧ୍ୟ ଅଟନ୍ତି। ତାଙ୍କର ବହୁତ ଜ୍ଞାନ ଅଛି ଏବଂ ଟିକିଏ ଅଧିକ ଜ୍ଞାନ ସ୍ବାସ୍ଥ୍ୟରେ ଅଛି । ଏପରି ପରିସ୍ଥିତିରେ, ସେ ସର୍ବଦା ଯତ୍ନ ନିଅନ୍ତି ଯେ ମୁଁ ଭଲ ଖାଉଛି, ଯଥେଷ୍ଟ ନିଦରେ ଶୋଉଛି ଏବଂ କେବଳ କାର୍ଯ୍ୟରେ ଧ୍ୟାନ ଦେଉନାହିଁ ।

୨୦୨୧ରେ ଭିକି ଓ କ୍ୟାଟ୍ରିନା କୌଫଙ୍କ ବିବାହ ହୋଇଥିଲା :

ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ, ଭିକି ଓ କ୍ୟାଟ୍ରିନାଙ୍କ ବିବାହ ୯ ଡିସେମ୍ବର, ୨୦୨୧ରେ ଜୟପୁରରେ ବିବାହ ହୋଇଥିଲା ।  ଏହା ପରେ ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଭାଇରାଲ ହୋଇଥିଲା । ଉଭୟଙ୍କ ଯୋଡି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।