Govinda: ଗୋବିନ୍ଦାଙ୍କୁ ଜେରା କରିବ EOW, ଜାଣନ୍ତୁ କାହିଁକି
Advertisement
Article Detail0/zeeodisha/odisha1871224

Govinda: ଗୋବିନ୍ଦାଙ୍କୁ ଜେରା କରିବ EOW, ଜାଣନ୍ତୁ କାହିଁକି

Govinda EOW Scam: ବିବାଦରେ ବଲିଉଡ଼ ଅଭିନେତା ଗୋବିନ୍ଦା (Govinda) । ୧୦୦୦ କୋଟିରୁ ଅଧିକ ଟଙ୍କାରେ ଅନଲାଇନ୍ ପଞ୍ଜି ସ୍କାମ୍ ମାମଲାରେ ଛନ୍ଦି ହୋଇଛନ୍ତି ଅଭିନେତା (1,000 crore online ponzi scam) । ଏହି ସ୍କାମରେ ଅଭିନେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ଏନେଇ କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ( Crime Branch EOW) ଗୋବିନ୍ଦାଙ୍କୁ ପଚରାଉଚରା କରିବ ବୋଲି ଜଣାପଡି଼ଛି। 

ସୌଜନ୍ୟ- ସୋସିଆଲ ମିଡି଼ଆ

Govinda EOW Scam: ବିବାଦରେ ବଲିଉଡ଼ ଅଭିନେତା ଗୋବିନ୍ଦା (Govinda) । ୧୦୦୦ କୋଟିରୁ ଅଧିକ ଟଙ୍କାରେ ଅନଲାଇନ୍ ପଞ୍ଜି ସ୍କାମ୍ ମାମଲାରେ ଛନ୍ଦି ହୋଇଛନ୍ତି ଅଭିନେତା (1,000 crore online ponzi scam) । ଏହି ସ୍କାମରେ ଅଭିନେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ଏନେଇ କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ( Crime Branch EOW) ଗୋବିନ୍ଦାଙ୍କୁ ପଚରାଉଚରା କରିବ ବୋଲି ଜଣାପଡି଼ଛି। ଖୁବଶୀଘ୍ର ମୁମ୍ବାଇରେ ଗୋବିନ୍ଦାଙ୍କୁ ପଚରାଉଚରା କରିବ EOW । 

 

ସୂଚନା ଅନୁସାରେ, (Solar Techno Alliance) ସୋଲାର ଟେକନୋ ଆଲିଆନ୍ସ ନାମକ ଏକ କମ୍ପାନୀ ଗତ ଜୁଲାଇ ମାସରେ,ଗୋଆରେ ଲଞ୍ଜ କରିଥିଲା। (Govinda had attended a mega event hosted by STA in Goa in July this year) ଆଉ ଏହି ଗ୍ରାଣ୍ତ ଲଞ୍ଚରେ ଅତିଥି ଭାବେ ଯୋଗ ଦେଇଥିଲେ ଗୋବିନ୍ଦା। ଏବଂ ଇଭେଣ୍ଟରେ ଯୋଗ ଦେଇ ଲୋକଙ୍କୁ ଏହି କମ୍ପାନୀରେ ଅର୍ଥ ବିନିଯୋଗ କରିବାକୁ କହିଥିଲେ ଗୋବିନ୍ଦା। ଏହି କମ୍ପାନୀ ଦେଶର ବିଭିନ୍ନ ସ୍ଥାନରେ ରହିଛି । ଏ-ପର୍ଯ୍ୟନ୍ତ ଏହି କମ୍ପାନୀରେ ଅର୍ଥ ବିନିଯୋଗ କରି  ଦୁଇ ଲକ୍ଷରୁ ଅଧିକ ଲୋକ ଘୋଟାଲାର ଶିକାର ହୋଇଛନ୍ତି ( ponzi scam)।  ୨ ଲକ୍ଷରୁ ଅଧିକ ଲୋକଙ୍କୁ ଠାରୁ କମ୍ପାନୀ ୧୦୦୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି ।

 

Govinda EOW Scam: ବିବାଦରେ ବଲିଉଡ଼ ଅଭିନେତା ଗୋବିନ୍ଦା (Govinda) । ୧୦୦୦ କୋଟିରୁ ଅଧିକ ଟଙ୍କାରେ ଅନଲାଇନ୍ ପଞ୍ଜି ସ୍କାମ୍ ମାମଲାରେ ଛନ୍ଦି ହୋଇଛନ୍ତି ଅଭିନେତା (1,000 crore online ponzi scam) । ଏହି ସ୍କାମରେ ଅଭିନେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ଏନେଇ କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ( Crime Branch EOW) ଗୋବିନ୍ଦାଙ୍କୁ ପଚରାଉଚରା କରିବ ବୋଲି ଜଣାପଡି଼ଛି। ଖୁବଶୀଘ୍ର ମୁମ୍ବାଇରେ ଗୋବିନ୍ଦାଙ୍କୁ ପଚରାଉଚରା କରିବ EOW ।

 
 
 
 

 
 
 
 
 
 
 
 
 
 
 

A post shared by Govinda (@govinda_herono1)

ଯେହେତୁ ଗୋବିନ୍ଦା ଏହି କମ୍ପାନୀର ଗ୍ରାଣ୍ତ ଲଞ୍ଚରେ ଯୋଗ ଦେଇଥିଲେ। ସେନେଇ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି।  ଇଓଡବ୍ଲୁର ଅଧିକାରୀମାନେ କହିଛନ୍ତି ଯେ,  'ବର୍ତ୍ତମାନ ଗୋବିନ୍ଦା ଜଣେ  ଅଭିଯୁକ୍ତ ନୁହଁନ୍ତି। ଏହି ଇଭେଣ୍ଟରେ ଯୋଗଦେବାକୁ ଗୋବିନ୍ଦା କେତେ ଟଙ୍କା ନେଇଥିଲେ। ସେହି କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ତାଙ୍କର ସମ୍ପର୍କ କଣ ରହିଛି । ସେ କମ୍ପାନୀରେ ପାର୍ଟନରଙ୍କ ଲିଙ୍କରେ ଅଛନ୍ତି ନା ନାହିଁ ସେନେଇ EOW ଗୋବିନ୍ଦାଙ୍କୁ ପଚରାଉଚରା କରିବ।