Marriage Date list 2025: ବର୍ଷ ୨୦୨୫ରେ ମୋଟ ୬୮ ଦିନର ଶୁଭ ବିବାହ ମୁହୂର୍ତ୍ତ ରହିଛି । ୨୦୨୪ ଡିସେମ୍ବର ୧୫ ତାରିଖରୁ ଖରମାସ କାରଣରୁ ବିବାହର ଶୁଭ ସମୟ ବନ୍ଦ ହୋଇଯାଇଥିଲା। ଏବେ ଜାନୁଆରୀ ୧୪ ପରେ ପୁଣି ସମସ୍ତ ପ୍ରକାରର ଶୁଭ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ବିବାହର ଧାରା ପୁଣି ଥରେ ଆରମ୍ଭ ହେବ।
ଚଳିତ ବର୍ଷ ଜାନୁଆରୀ ଏବଂ ଫେବୃଆରୀରେ ବିବାହ ପାଇଁ ଶୁଭ ଦିନ ରହିଛି । କିନ୍ତୁ ମାର୍ଚ୍ଚ ଆରମ୍ଭରେ କେବଳ ଗୋଟିଏ କିମ୍ବା ଦୁଇଟି ଦିନ ବାହାଘର ପାଇଁ ଶୁଭ । କାରଣ ହୋଳାଷ୍ଟକ ଆରମ୍ଭ ହେବା କାରଣରୁ ଶୁଭ କାର୍ଯ୍ୟକୁ ସ୍ଥଗିତ ରଖାଯିବ । ଏହା ପରେ, ଜୁଲାଇ ମାସରେ ଦେବଶୟନୀ ଏକାଦଶୀ ପରେ, ପରବର୍ତ୍ତୀ ମାସ ପାଇଁ ଶୁଭ କାର୍ଯ୍ୟରେ ବିରତି ରହିଛି । ଭଗବାନ ବିଷ୍ଣୁଙ୍କ ଯୋଗନିଦ୍ରା କାରଣରୁ ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ ବିବାହ ହୋଇପାରିବ ନାହିଁ। ନଭେମ୍ବରରେ ଦେବୁତ୍ଥାନ ଏକାଦଶୀ ପରେ ପୁଣିଥରେ ବିବାହ ଯୋଗ ଆରମ୍ଭ ହେବ।
ଜାନୁଆରୀ ମାସରେ ବିବାହ ପାଇଁ ଶୁଭ ତାରିଖ ୧୬, ୧୭, ୧୮, ୧୯, ୨୨, ୨୨, ୨୪
ଫେବୃଆରୀ ମାସରେ ମାସରେ ବିବାହ ପାଇଁ ଶୁଭ ତାରିଖ ୨, ୩, ୪, ୬, ୭, ୧୩, ୧୩, ୧୮, ୨୦,
ମାର୍ଚ୍ଚ ମାସରେ ବିବାହ ପାଇଁ ଶୁଭ ତାରିଖ ୫
ଏପ୍ରିଲ୍ ମାସରେ ବିବାହ ପାଇଁ ଶୁଭ ତାରିଖ ୧୪, ୧୬, ୧୮, ୨୦, ୨୧, ୨୨, ୨୯, ୩୦
ମଇ ମାସରେ ମାସରେ ବିବାହ ପାଇଁ ଶୁଭ ତାରିଖ ୧, ୫, ୬, ୭, ୮, ୯, ୧୦, ୧୩, ୧୭, ୧୮, ୧୯, ୨୪, ୨୮
ଜୁନ୍ ମାସରେ ମାସରେ ବିବାହ ପାଇଁ ଶୁଭ ତାରିଖ ୧, ୨, ୪, ୭, ୯, ୧୧, ୧୨, ୧୮, ୧୯, ୨୦, ୨୧, ୨୯
ଜୁଲାଇ ମାସରେ ମାସରେ ବିବାହ ପାଇଁ ଶୁଭ ତାରିଖ ୧,୩,୪
ନଭେମ୍ବର ମାସରେ ମାସରେ ବିବାହ ପାଇଁ ଶୁଭ ତାରିଖ ୨, ୩, ୭, ୮,୧୨,୧୩, ୨୨, ୨୩, ୨୪, ୨୫, ୨୭, ୨୯, ୩୦
ଡିସେମ୍ବର ମାସରେ ମାସରେ ବିବାହ ପାଇଁ ଶୁଭ ତାରିଖ ୧୧ ଏବଂ ୧୨
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷଙ୍କ ମତକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़