Advertisement

Ratha yatra

फोटो

alt
Jul 9,2024, 16:52 PM IST
alt
ଦୀର୍ଘ ୫୩ବର୍ଷ ପରେ ହେଲା ମହାପ୍ରଭୁଙ୍କ ବିରଳ ରଥଯାତ୍ରା। ଦୁଇଦିନ ଧରି ରଥରେ ମହାପ୍ରଭୁ ଯାତ୍ରା କଲେ। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଅପରାହ୍ନ ପ୍ରାୟ ୪.୫୯ ମିନିଟରେ ବଡଦାଣ୍ଡରେ ଶ୍ରୀଗୁଣ୍ଡିଚା ଅଭିମୁଖେ ଗଡିଥିବା ମହାପ୍ରଭୁଙ୍କ ଦିବ୍ଯରଥ ଗତକାଲି ଅପରାହ୍ନ ୨.୩୫ରେ ସିଂହଦ୍ଵାର ଚକଡାରେ ପହଞ୍ଚିଥିଲା। ଦୁଇଦିନିଆ ଯାତ୍ରାରେ କ୍ଳାନ୍ତ ହୋଇପଡିଛନ୍ତି ମହାପ୍ରଭୁ। ରଥ ଉପରେ ଚାଲିଛି ମହାପ୍ରଭୁଙ୍କ ସମସ୍ତ ନିତିକାନ୍ତି। ଆଜି ସଂନ୍ଧ୍ୟା ଧୂପ ପରେ ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ କରିବେ ମହାବାହୁ। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ରଥାରୂଢ ଶ୍ରୀଜୀୟୁ ମାନଙ୍କୁ ଦିବ୍ଯ ଦର୍ଶନ କରୁଛନ୍ତି ଲକ୍ଷଲକ୍ଷ ଶ୍ରଦ୍ଧାଳୁ। ନିଜ ଯନ୍ମମାଟିରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳ ଏବେ ଦିବ୍ଯମୟ ହୋଇଯାଇଛି। ଆଜି ସକାଳୁ ସକାଳୁ ରଥାରୂଢ ଶ୍ରୀଜୀୟୁଙ୍କ ନି
Jul 9,2024, 15:13 PM IST
alt
Jul 6,2024, 16:00 PM IST
alt
May 28,2024, 21:00 PM IST
alt
ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ। ଷୋଳଦିନରେ ପହଞ୍ଚିଛି ରଥ ନିର୍ମାଣ। ତିନି ରଥର ନାହାକା ଅଖ ନିର୍ମାଣ ଅନୁକୂଳ ପୂଜା ବିଶ୍ଵକର୍ମା ସେବକଙ୍କ ଦ୍ବାରା ସମ୍ପନ୍ନ ହୋଇଛି। ଆସନ୍ତା ବୁଧବାର ଶ୍ରୀକ୍ଷେତ୍ର ଭଉଁରି ତିଥିରେ ଚକାଡେରା ନୀତି ପାଳିତ ହେବ। ଏଣୁ ତାଳଧ୍ଵଜ ରଥର ୧୪ଟି ଚକ ମଧ୍ୟରୁ ୨ଟି ନାହାକା ଚକ ଓ ୨ଟି ପଡ଼ି ନାହାକା ଚକ ନିର୍ମାଣ ଶେଷ ହୋଇଛି। ଆଉ ଦୁଇଟି ପଡ଼ି ନାହାକା ଚକ ମଧ୍ୟରୁ ଗୋଟିଏର ଅରସାଲ ଶେଷ ହୋଇ ପଇ ବିନ୍ଧ ଚାଲୁରହିଛି। ଏହା ଶେଷ ହେବା ପରେ ପଞ୍ଚମ ଚକରେ ପଇ ସଂଯୋଗ ହେବା ତାଳଧ୍ଵଜ ରଥର ଦୁଇଟି ୨୦ ଫୁଟିଆ ଓରା କାଠର ଚଉପଟ କାର୍ଯ୍ୟ ଜାରି ରହିଛି। ଏହି ଓରା ଚାରି ନାହାକା ଉପରେ ସଂଯୋଗ ହେବା ପରେ ରଥର ପ୍ରଥମ ଭୂଇଁ ଉଠିବା ଦର୍ପଦଳନ ରଥର ଚାରିଟି ନାହାକା ଚକ ମଧ୍ୟରୁ ତିନିଟି ନାହାକ
May 27,2024, 20:26 PM IST
alt
ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ରଥ ନିର୍ମାଣର ଶୁଭାରମ୍ଭ ହୋଇଥିଲା। ତେବେ ଆଜି ରଥଖଳା ବେଶ୍ ଚଳଚଞ୍ଚଳ ହୋଇଛି। ତିନିରଥର ତିନି ମୁଖ୍ୟ ମହାରଣା ଉପସ୍ଥିତ ରହି ରଥନିର୍ମାଣ କାର୍ଯ୍ଯକୁ ଯଥାବିଧି ଅନୁସାରେ ତ୍ୱରାନ୍ୱିତ କରିଛନ୍ତି। ଅକ୍ଷୟ ତୃତୀୟା ପରଦିନ ଅର୍ଥାତ ଆଜି ପ୍ରଥମ ଦିନରେ ପରମ୍ପରା ମୁତାବକ ଚକରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। କରତିଆ ସେବକ ମାନେ ଫାସିକାଠ କାଟି ଗଡ କରୁଛନ୍ତି। ପ୍ରଥମେ ବଡଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥର ତୁମ୍ଭ ନିର୍ମାଣ ପାଇଁ ଗୋଟିଏ କାଠଗଡି ଦିଆଯାଇଛି। ତାପରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଗୋଟିଏ ଓ ଶେଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ତୁମ୍ଭ ପାଇଁ ଗୋଟିଏ ଗଡି ଦେଇଛନ୍ତି କରତିଆ ସେବକ। ତେବେ ଏହିଭଳି ୪୨ଟି ତୁମ୍ଭ ନିର୍ମାଣ କରାଯିବ। ପ୍ରଥ
May 11,2024, 18:13 PM IST
alt
ଜୁଲାଇ ୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଉ ଚଳିତବର୍ଷ ୫୦ ଲକ୍ଷ ଭକ୍ତଙ୍କ ଆଗମନକୁ ଦୃଷ୍ଟିର ରଖି ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ସେପଟେ ଦୀର୍ଘ ୩ ବର୍ଷ ଧରି ସମର୍ଥ ବର୍ମା ଜିଲାପାଳ ଭାବେ ତିନୋଟି ରଥଯାତ୍ରା କରିଥିବା ବେଳେ ଏବେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଭାବେ ପୁଣି ନୂଆ ଦାୟିତ୍ୱ ମିଳିଥିବାରୁ ଶୃଙ୍ଖଳିତ ଓ ନିଆରା ଭାବେ ୨୦୨୪ ରଥଯାତ୍ରା କରିବେ ବୋଲି କହିଛନ୍ତି । ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ , ଶ୍ରୀସେତୁ , ଶ୍ରୀଦାଣ୍ଡ , ପାର୍କିଂ , ସମଙ୍ଗ ନୂଆ ବସଷ୍ଟାଣ୍ଡ ଆଦିର ବିକାଶ ହୋଇଥିବାରୁ ରଥଯାତ୍ରାର ତିନିଗୁଣ ଭକ୍ତ ଆସିଲେ ବି ସେବାୟତଓ ପ୍ରଶାସନ ସମର୍ଥ ବୋଲି କହିଛନ୍ତି ଦଇତାପତି ନିଯୋଗର ସମ୍ପାଦକ । ତେବେ ଶ୍ରୀମନ୍ଦିର ବାହାରେ ଶୃଙ୍ଖଳିତ ଦର୍ଶନ ହେଉଥିବା ବେଳେ ଶ୍ରୀମନ୍ଦିର ଭିତରେ ନାଟମଣ୍ଡ
Feb 3,2024, 19:13 PM IST
View More

Trending news