plastic drum
Shocking Incident: ଦେଢ଼ ବର୍ଷ ପରେ ପ୍ଲାଷ୍ଟିକ ଡ୍ରମରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର
Also Read: ବିଶାଖାପାଟନମର ପିଏମ ପାଲେମ ଥାନା ଅନ୍ତର୍ଗତ ମଧୁରୱାଡା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏକ ବନ୍ଦ ଘରୁ ଦେଢ ବର୍ଷ ପୁରୁଣା ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଏକ ପ୍ଲାଷ୍ଟିକ ଡ୍ରମ ଭିତରେ ଥିଲା।
Dec 5,2022, 16:10 PM IST
Lionel Messi
FIFA World Cup 2022: ARG vs AUS ମ୍ୟାଚ ବେଳେ ଷ୍ଟାଡିୟମରେ ଏମିତି କାଣ୍ଡ କଲେ ମେସିଙ୍କ ପୁଅ
FIFA World Cup 2022: କାତାରରେ ଅନୁଷ୍ଠିତ ଫିଫା ବିଶ୍ୱକପ ୨୦୨୨ରେ ଲିଓନେଲ ମେସି ୩ଟି ଗୋଲ କରିଛନ୍ତି। ଆଉ ଏହି ମାଇଲଷ୍ଟୋନର ସମକକ୍ଷ ହେବାକୁ ରୋନାଲ୍ଡୋ ମାତ୍ର ଗୋଟିଏ ପାଦ ପଛରେ ଅଛନ୍ତି। ଏହା ବ୍ୟତୀତ ମେଶି ବର୍ତ୍ତମାନ ସୁଦ୍ଧା ବିଶ୍ୱକପରେ ୯ଟି ଗୋଲ କରିଛନ୍ତି, ଯେତେବେଳେ କି ରୋନାଲ୍ଡୋଙ୍କ ନାମରେ ଆଠଟି ଗୋଲ ରହିଛି।
Dec 5,2022, 14:11 PM IST
Wrestler
ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ଗିରଫ ମଲ୍ଲଯୋଦ୍ଧାର ବଡ଼ ଖୁଲାସା, ପୂର୍ବରୁ ଶତାଧିକ ମହିଳାଙ୍କୁ...
Wrestling Champion Arrest: ରାଜକୋଟର ମାଲବିୟନଗର ଥାନାରେ ରେସଲର, କୌଶଲ ପିପାଲିୟାଙ୍କ ନାମରେ ଏତଲା ଦାଏର ହୋଇଛି। ନଭେମ୍ବର ୨୩ ତାରିଖରେ ସହରର ଜଣେ ଯୋଗ ଶିକ୍ଷୟିତ୍ରୀ ଏହି ଅଭିଯୋଗ କରିଥିଲେ। ଶିକ୍ଷୟିତ୍ରୀଙ୍କ ଅଭିଯୋଗର ୧୦ ଦିନ ପରେ ଅଭିଯୁକ୍ତ ରେସଲରଙ୍କୁ ମାଲବିୟନଗର ପୋଲିସ ଗିରଫ କରିଛି। ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଅନୁସାରେ, କୌଶଲ ଏକ ବିଲ୍ଡିଂର ଲିଫ୍ଟ ଭିତରେ ତାଙ୍କ ସମ୍ମୁଖରେ ପ୍ୟାଣ୍ଟ ଖୋଲି ଯୌନାଙ୍ଗ ଦେଖାଇବା ସହ ଅଶ୍ଳୀଳ ଇଙ୍ଗିତ କରିଥିଲେ।
Dec 5,2022, 12:48 PM IST
iran
Hijab Row: ନିରୀହଙ୍କ ରକ୍ତର ହୋଲି ଖେଳି ଶାନ୍ତ ହେଲା ଇରାନ ସରକାର
Iran Hijab Row: ଇସଲାମିକ ନିୟମ ଲାଗୁ କରିବା ପାଇଁ ଇରାନରେ ଏକ ନୈତିକତା ପୋଲିସ କାର୍ଯ୍ୟ କରୁଛି। ହିଜାବ ନ ପିନ୍ଧି ଗିରଫ ହୋଇଥିବା ମହସା ଆମିନୀଙ୍କୁ ନୈତିକତା ପୋଲିସ ନିର୍ଦ୍ଦୟ ଭାବରେ ନିର୍ଯାତନା ଦେଇଥିଲା। ମହସା ଆମିନୀଙ୍କୁ ଏତେ ମାଡ ଦିଆଯାଇଥିଲା ଯେ, ସେ ପୋଲିସ ହେପାଜତରେ ମୃତ୍ୟୁ ବରଣ କରିଥିଲେ। ମହସା ଆମିନୀଙ୍କ ମୃତ୍ୟୁ ପରେ ଇରାନର ମହିଳାମାନେ ହିଜାବ ଆଇନ ଏବଂ ଇରାନ ସରକାର ବିରୋଧରେ ବିରୋଧ ପ୍ରଦର୍ଶନ କରିଥିଲେ।
Dec 5,2022, 11:02 AM IST
Electoral Bond
ଧର୍ଯ୍ଯହରା କେନ୍ଦ୍ର ସରକାର! ସୁପ୍ରିମକୋର୍ଟଙ୍କ ରାୟକୁ ଦିନେ ଅପେକ୍ଷା ନ କରି
Electoral Bond: ନଦଗ ଅର୍ଥ ବଦଳରେ ବ୍ୟାଙ୍କ ମାଧ୍ୟମରେ ରାଜନୈତିକ ଦଳ ଗୁଡିକୁ ଦିଆଯାଉଥିବା ଚାନ୍ଦାକୁ ନିର୍ବାଚନୀ ବଣ୍ଡ କୁହାଯାଏ। କୌଣସି ଏକ ନିର୍ଦ୍ଧିଷ୍ଟ ମାସର ଏକ ତାରିଖରୁ ଦଶ ତାରିଖ ମଧ୍ୟରେ ଏହି ବଣ୍ଡର ବିକ୍ରି ହୋଇଥାଏ। ସୋମବାର ଠାରୁ ୨୪ତମ ନିର୍ବାଚନୀ ବଣ୍ଡ ବିକ୍ରି ଆରମ୍ଭ ହୋଇଛି।
Dec 5,2022, 9:53 AM IST
Pakistan
Pakistan Army Chief: ଭାରତରୁ ଯୁଦ୍ଧ ଧମକ ଦେଲା ପାକିସ୍ତାନ! ନୂଆ ସେନା ମୁଖ୍ୟ କହିଲେ...
Pakistan Army Chief: LOC ଗସ୍ତ ସମୟରେ ଜେନେରାଲ ମୁନିର, ପାକ୍ ସେନାର ମନବଳ ସୁଦୃଢ କରିବା ସହ ସେମାନଙ୍କୁ କିଭଳି ଅଧିକ ପ୍ରଫେସନାଲ୍ କରାଯାଇପାରିବ ତାହାକୁ ନେଇ ଆଲୋଚନା କରିଥିଲେ। ଭାରତ ପକ୍ଷରୁ ପାକିସ୍ତାନ ଓ ଗିଲଗିଟ ବାଲଟିସ୍ତାନକୁ ନେଇ ଅନେକ ମିଥ୍ୟା ପ୍ରଚାର କରାଯାଉଥିବା ସେ ଅଭିଯୋଗ କରିଛନ୍ତି।
Dec 4,2022, 14:56 PM IST
FIFA World Cup 2022: ରୋନାଲ୍ଡୋଙ୍କ ରେକର୍ଡ ଭାଙ୍ଗିଲେ ମେସି, କ୍ୱାଟରରେ ଆର୍ଜେଣ୍ଟିନା
Messi in FIFA World Cup 2022: ଶନିବାର ଫିଫା ବିଶ୍ୱକପର ରାଉଣ୍ଡ-୧୬ରେ ଦୁଇଟି ଦମଦାର ମ୍ୟାଚ ଦେଖିବାକୁ ମିଳିଥିଲା। ପ୍ରଥମ ମ୍ୟାଚ ନେଦରଲାଣ୍ଡ ଓ ଆମେରିକା ମଧ୍ୟରେ ଖାଳାଯାଇଥିଲା। ଏଥିରେ ନେଦରଲାଣ୍ଡ ଦଳ ୩-୧ ଗୋଲରେ ଆମେରିକାକୁ ପରାସ୍ତ କରି ବିଶ୍ୱକପର ପ୍ରଥମ ଦଳ ଭାବେ କ୍ୱାଟରରେ ପ୍ରବେଶ କରିଛି।
Dec 4,2022, 12:56 PM IST
Beheaded body
Beheaded Body Recover: ରାଜଧାନୀରେ ଚାଞ୍ଚଲ୍ୟ, ଥାନା ପଛପଟୁ ମିଳିଲା ମୁଣ୍ଡ ବିହୀନ ମୃତଦେହ
Beheaded Body Found In Delhi: ଶନିବାର ଭାରତ ନଗର ଥାନା ପଛପଟୁ ଏକ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ମୃତଦେହକୁ ଜବତ କରି ଫରେନସିକ୍ ଟିମ ସହାୟତାରେ ତଦନ୍ତ ଚଳାଇଛି।
Dec 4,2022, 11:43 AM IST
IND vs BAN
India vs Bangladesh ODI: Team Indiaକୁ ଶକ୍ତ ଝଟକା, ଦିନିକିଆର ଦିନକ ପୂର୍ବରୁ ହେଲା ବଡ଼ ପରିବ
Umran Malik to replace Mohd Shami: ଚଳିତ ମାସେରେ ଟିମ ଇଣ୍ଡିଆ, ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ଜିତିବା ପରେ ଦିନିକିଆରେ ପରାସ୍ତ ହୋଇଛି। ଉଭୟ ଫର୍ମାଟର ୪ଟି ମ୍ୟାଚ ବର୍ଷାରେ ଧୋଇ ହୋଇଯାଇଥିଲା। ଗତ ଦୁଇଟି ସିରିଜରେ ଭଲ ଭାବେ ପ୍ରଦର୍ଶନ କରିବାକୁ ସୁଯୋଗ ପାଇନଥିବା ଭାରତୀୟ ଦଳ ଏବେ ବାଂଲାଦେଶ ଗସ୍ତରେ ଅଛନ୍ତି।
Dec 3,2022, 17:40 PM IST
Mobile ban in temple
Mobile ban in temple: 'ମନ୍ଦିରକୁ ଅପବିତ୍ର କରୁଛି ମୋବାଇଲ ଫୋନ', କାହିଁକି ଏମିତି କହିଲେ କୋର୍ଟ
Madras High Court on temples: ମନ୍ଦିର ଭିତରେ 'ପବିତ୍ରତା ଏବଂ ଶୁଦ୍ଧତା' ବଜାୟ ରଖିବା ପାଇଁ କୋର୍ଟ ଶୁକ୍ରବାର ଏହି ରାୟ ଦେଇଛନ୍ତି। ମନ୍ଦିରକୁ ମୋବାଇଲ ନେବା ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରଶାସନକୁ କଡା ନିର୍ଦ୍ଦେଶ ଦିଆଯାଇଛି ଏବଂ ଯଥାଶୀଘ୍ର ନିର୍ଦ୍ଦେଶ ପାଳନ କରାଯିବା ଉଚିତ ବୋଲି କୋର୍ଟ କହିଛନ୍ତି।
Dec 3,2022, 9:27 AM IST
Odisha State Museum
Odisha State Museum: କିଏ ନେଇଗଲା ୨୦,୦୦୦ ଭୂଜ ପତ୍ର? ଅନଲାଇନରେ ଅଛି, ମ୍ୟୁଜିୟମରେ ନାହିଁ
Palm leaf manuscripts missing: ବର୍ତ୍ତମାନ ରାଜ୍ୟ ସଂଗ୍ରହାଳୟର ଦାୟିତ୍ୱରେ ଭାଗ୍ୟଲିପି ମଲ୍ଲ ଆଛନ୍ତି। ତାଙ୍କର କହିବା ଅନୁସାରେ, ୨୦୦୨ ମସିହାରେ ରାଜ୍ୟ ସଂଗ୍ରହାଳୟରେ ଥିବା ପାଣ୍ଡୁଲିପିର ଅଡିଟ କରାଯାଇଥିଲା। ସେହି ସମୟରେ ସେଠାରେ ୧୯ ହଜାର ୧୩୨ଟି ତାଳ ପତ୍ର ପାଣ୍ଡୁଲିପି ଥିଲା।
Dec 2,2022, 18:17 PM IST
Ricky Ponting
Australia vs West Indies Test: ହସ୍ପିଟାଲରେ ରିକି ପଣ୍ଟିଂ, ପ୍ରଥମ ଟେଷ୍ଟର ତୃତୀୟ ଦିନରେ...
Australia vs West Indies Test: ଗତ କିଛି ମାସ ହେଲା ଅଷ୍ଟ୍ରେଲିଆ କ୍ରିକେଟରେ କାଳର କଳାବାଦଲ ଛାଇ ଯାଇଛି। ପ୍ରଥମେ ଡିନ ଜୋନ୍ସ, ରୋଡନୀ ମାର୍ଶଙ୍କ ଦେହାନ୍ତ ହୋଇଥିଲା। ପରେ ହୃଦଘାତରେ କିମ୍ବଦନ୍ତୀ ଲେଗ୍ ସ୍ପିନର ଶେନ ୱାର୍ଣ୍ଣଙ୍କ ନିଧନ ହେଲା। କିଛି ଦିନ ତଳେ ଏକ ସଡକ ଦୁର୍ଘଟଣାରେ ଏଣ୍ଡ୍ରୁ ସାଇମଣ୍ଡ ପ୍ରାଣ ହରାଇଛନ୍ତି। ନିକଟରେ ରିଆନ କାମ୍ପବେଲଙ୍କର ମଧ୍ୟ ହୃଦଘାତ ହୋଇଥିଲା। ହସ୍ପିଟାଲରେ ଭର୍ତ୍ତି କରିବା ପରେ ସେ ସୁସ୍ଥ ହୋଇ ଫେରିଛନ୍ତି। ରିଆନ ବର୍ତ୍ତମାନ ନେଦରଲାଣ୍ଡର କ୍ରିକେଟ କୋଚ ଅଛନ୍ତି।
Dec 2,2022, 15:33 PM IST
Balangir Murder Case
Balangir Muder Case: ସିନେମା ହଲରେ ଫୋନ ଆସିଲା ବୋଲି ପ୍ରେମିକାକୁ ମାରି ଜାଳି ଦେଲା ଦୁର୍ଦ୍ଦାନ୍
Balangir Muder Case: ଯୁବତୀଙ୍କୁ ହତ୍ୟା କରିବା ପରେ ଜାଳି ଦେଇଥିବା ଅଭିଯୋଗରେ ପ୍ରେମିକ ସଚିନ ଅଗ୍ରୱାଲକୁ ପୋଲିସ ଗିରଫ କରିଛି। ସନ୍ଦେହ କରି ପ୍ରେମିକାକୁ ହତ୍ୟା କରିଥିବା ଅଭିଯୁକ୍ତ ସ୍ୱିକାର କରିଛି। ସେ ୨୦୧୯ ମସିହାରୁ ମହିଳାଙ୍କୁ ଜାଣିଥିଲା। ନଭେମ୍ବର ୧୯ରେ ସଚିନ, ରାୟପୁର ଆସିଥିଲେ ଏବଂ ମହିଳାଙ୍କ ସହ ଫିଲ୍ମ ଦେଖିବା ପାଇଁ ଏକ ସପିଂମଲକୁ ଯାଇଥିଲେ।
Dec 2,2022, 15:15 PM IST
Make In Odisha
'ମେକ୍ ଇନ୍ ଓଡ଼ିଶା' ନା 'ଲୁଟ୍ ଅଫ୍ ଓଡ଼ିଶା'?
Make in Odisha: ନିୟମଗିରି ସୁରକ୍ଷା ସମିତି, ମାଳି ପର୍ବତ ସୁରକ୍ଷା ସମିତି, ଉପକୂଳ ଜମି ଜଙ୍ଗଲ ସୁରକ୍ଷା ସମିତି, ବସ୍ତି ସୁରକ୍ଷା ମଞ୍ଚ, ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା ସମିତି, କୋଡିଙ୍ଗାମାଳି ସୁରକ୍ଷା ମଞ୍ଚ, ଜିନ୍ଦଲ-ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ଓ ଗ୍ରାମସଭା କମିଟି ପକ୍ଷରୁ ଭୁବନେଶ୍ୱର ଲୋୟର PMGରେ ଧାରଣା ପ୍ରଦର୍ଶନ ଚାଲିଛି।
Dec 2,2022, 13:46 PM IST
bargarh
Padmapur Bypoll: କେନ୍ଦ୍ରମନ୍ତ୍ରୀଙ୍କୁ ବର୍ଷାଙ୍କ ଲୁହଭିଜା ପ୍ରଶ୍ନ, '... କେମିତି କରିପାରୁଛନ୍ତ
Barsha Sing Bariha video massage: ବର୍ଷା କହିଛନ୍ତି, ଆଗରୁ ମୋର ବିବାହକୁ ନେଇ କୌଣସି ସମସ୍ୟା ନଥିଲା କିନ୍ତୁ ଯେଉଁ ଦିନଠୁ ମୁଁ ବିଜେଡିର ପ୍ରାର୍ଥିନୀ ହେଲି, ସେତେବେଳୁ ବିଜେପି ନେତାମାନେ ଯାହା ପାଇଲେ ତାହା କହୁଛନ୍ତି। ଏହା ନାରୀଙ୍କୁ କେଉଁଭଳି ସମ୍ମାନ?
Dec 2,2022, 13:07 PM IST
JNU hostel fees
JNU campus: ପୁଣି ଦେଶର ଗର୍ବ ଓ ଗୌରବର ପ୍ରତୀକରେ ଲାଗିଲା କଳଙ୍କ, ଏଥର ଟାର୍ଗେଟରେ ବ୍ରାହ୍ମଣ
Anti Brahmin Slogan In JNU Campus: ୨୦୧୬ ମସିହାରେ JNU କ୍ୟାମ୍ପସରେ ଦେଶ ବିରୋଧି ସ୍ଲୋଗାନ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଅନେକ ସମୟରେ ଏଠାରେ ବାମପନ୍ଥୀ ଓ ଦକ୍ଷିଣପନ୍ଥୀ ବିଚାରଧାରାର ଛାତ୍ରଛାତ୍ରୀମାନେ ମୁହାଁମୁହିଁ ହୋଇଥାନ୍ତି। କିନ୍ତୁ ଏବେ JNU କ୍ୟାମ୍ପସର କାନ୍ଥ ଗୁଡିକରେ ବ୍ରାହ୍ମଣ ବିରୋଧି ସ୍ଲୋଗାନ ଗୁଡିକ ଦେଖିବାକୁ ମିଳିଛି।
Dec 2,2022, 11:07 AM IST
Paresh Rawal
Paresh Rawal Controversy: ପୁଣି ଅଭିନେତା ପରେଶ ରାୱଲଙ୍କ ବିବାଦୀୟ ବୟାନ, ମହାତ୍ମା ଗାନ୍ଧୀଙ୍କୁ
Paresh Rawal Controversy: ମହାତ୍ମା ଗାନ୍ଧୀଙ୍କ ଉପରେ ଟିପ୍ପଣୀ କରି ପରେଶ ରାୱଲ କହିଛନ୍ତି ଯେ, ଗାନ୍ଧୀଜୀଙ୍କ ସହ ଅନେକ ଲୋକ ସ୍ୱାଧିନତା ଆଣିଛନ୍ତି। "ସାବରମତିର ସନ୍ଥ ତୁମେ ଏକୁଟିଆ କୌଣସି କମାଲ କରିନାହିଁ" ବୋଲି ଅଭିନେତା କହିଛନ୍ତି।
Dec 1,2022, 17:53 PM IST
MCD Election
MCD Election 2022: କେଜ୍ରିୱାଲଙ୍କ ରାଲିରେ ୧୨ ବିଧାୟକ, ୨୦ ପାରିଷଦଙ୍କ ମୋବାଇଲ ଗାଏବ୍
MCD Election 2022 Mobiles stolen: ଗୁଜରାଟ ପରେ ଦିଲ୍ଲୀରେ ଆପ୍ ମୁଖ୍ୟ କେଜ୍ରିୱାଲ ଜୋରସୋରରେ ପ୍ରଚାର ଚଳାଇଛନ୍ତି। କିନ୍ତୁ ଏହି ପ୍ରଚାର ବେଳେ ଏକ ଅଭାବନୀୟ ଘଟଣା ଘଟିଛି। କେଜ୍ରିୱାଲଙ୍କ ରାଲିରେ ୧୨ ଆପ୍ ବିଧାୟକ, ୨୦ ପାରିଷଦଙ୍କ ମୋବାଇଲ ଚୋରୀ ହୋଇଥିବା ଅଭିଯୋଗ ହୋଇଛି।
Dec 1,2022, 16:50 PM IST
Vehicle Scrapping
Vehicle Scrapping: ରାଜ୍ୟରେ ଆଉ ଗଡିବନି ପୁରୁଣା ଗାଡି, ନୂଆ କିଣିଲେ ମିଳିବ ରିହାତି
Vehicle Scrapping Facility Policy 2022: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ ଢାଞ୍ଚାରେ ପ୍ରସ୍ତୁତ ନୀତିକୁ ଗ୍ରୀନ ସିଗନାଲ ଦିଆଯାଇଛି। ଭିକେଲ ସ୍କ୍ରାପିଂ ଫାସିଲିଟି ପଲିସି ୨୦୨୨ ଅନୁଯାୟୀ, ସମସ୍ତ ପଞ୍ଜିକୃତ ଗାଡି ସ୍କ୍ରାପିଂ କେନ୍ଦ୍ର ଗୁଡିକ ଗୋଟିଏ ଗୋଟିଏ ଶିଳ୍ପାନୁଷ୍ଠାନରେ ପରିଣତ ହେବ ଓ ସେଗୁଡିକୁ ରାଜ୍ୟ ଶିଳ୍ପ ନୀତି ଅନୁସାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ।
Dec 1,2022, 15:56 PM IST
Islamic State
ISIS chief death: ଅନାଥ ହୋଇଗଲା ଇସ୍ଲାମିକ୍ ଷ୍ଟେଟ୍, ଜାଣନ୍ତୁ କିଏ ଥିଲା ଦୁର୍ଦାନ୍ତ ଅବୁ ହସନ
ISIS chief death: କିଛି ହାତ ଗଣତି ଲୋକଙ୍କୁ ଛାଡି ଦେଲେ ଅବୁ ହସନ ବିଷୟରେ କେହି କିଛି ଜାଣିନଥିଲେ। ଗୁରୁବାର ଏକ ସାମରିକ କାର୍ଯ୍ୟାନୁଷ୍ଠାନରେ ତାର ମୃତ୍ୟୁ ହୋଇଛି। କୌଣସି ସଙ୍ଗଠନ ବର୍ତ୍ତମାନ ସୁଦ୍ଧା ଏହାର ଦାୟିତ୍ୱ ନେଇ ନାହାନ୍ତି।
Dec 1,2022, 13:01 PM IST
Gujarat Election 2022
Gujarat Election 2022: ବିଜେପି ପ୍ରାର୍ଥିନୀ ବୋହୂ ବିପକ୍ଷରେ ଭୋଟ ଦେଲେ ରବିନ୍ଦ୍ର ଜାଡେଜାଙ୍କ ପ
Gujarat Election 2022: ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢୁଥିବା ମୋଟ ୭୮୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭୦ ଜଣ ହେଉଛନ୍ତି ମହିଳା। ସେମାନଙ୍କ ମଧ୍ୟରେ ୯ ଜଣ ବିଜେପି, ୬ ଜଣ କଂଗ୍ରେସ ଏବଂ ୫ ଜଣ ଆମ ଆଦମୀ ପାର୍ଟି ପକ୍ଷରୁ ନିର୍ବାଚନ ଲଢୁଛନ୍ତି। ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଡଭି ଗୁଜୁରାଟ ସୌରାଷ୍ଟ୍ର ଅଞ୍ଚଳର ଖମ୍ଭାଲିଆ ବିଧାନସଭା ଆସନରୁ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।
Dec 1,2022, 12:10 PM IST
World AIDS day 2022. Ganjam district
World AIDS day 2022: ଏବେ ବି ରାଜ୍ୟରେ ସ୍ଥିତି ସାଙ୍ଘାତିକ, ଚିନ୍ତା ବଢାଇଲା ପଜିଟିଭ୍ ହାର
World AIDS day 2022: ଆଜି ବିଶ୍ୱ ଏଡସ୍ ଦିବସ। ଓଡିଶାରେ ଏଡସର ସ୍ଥିତି ସାଙ୍ଘାତିକ ରହିଛି। କେବଳ ଗୋଟିଏ ଜିଲ୍ଲାରେ ଏକ ତୃତୀୟାଂଶ ଏଚଆଇଭି ସଂକ୍ରମିତ ଅଛନ୍ତି। ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି।
Dec 1,2022, 10:37 AM IST
School Bag
Bizarre incident: ମୋବାଇଲ ଚେକିଂ ବେଳେ ସ୍କୁଲ ବ୍ୟାଗରୁ ବୋମାଠୁ ଭୟଙ୍କର ସାମଗ୍ରୀ ବାହାରିଲା!
Bizarre incident in Bengaluru: ମିଡିଆ ରିପୋର୍ଟ ଅନୁସାରେ, KAMS ଅଧିନସ୍ଥ ମାଧ୍ୟମିକ ଘରୋଇ ସ୍କୁଲରେ ଅଷ୍ଟମ, ନବମ ଓ ଦଶମ ପିଲାଙ୍କ ବ୍ୟାଗ ଯାଞ୍ଚ କରାଯାଇଥିଲା। ଏହି ସୟରେ ସ୍କୁଲ ବ୍ୟାଗ ଭିତରୁ ମୋବାଇଲ ବ୍ୟତୀତ କଣ୍ଡୋମ, ଗର୍ଭନିରୋଧକ ବଟିକା, ସିଗାରେଟ, ହ୍ୱାଇଟନର, ଲାଇଟର ଓ ପାଣି ବୋତଲ ଭିତରେ ମଦ ମିଳିଥିଲା।
Nov 30,2022, 19:17 PM IST
Human Tail
Girl born with tail: ନବଜାତ କନ୍ୟାର ପଛରେ ବଢ଼ିଲା ଲାଞ୍ଜ, ତାପରେ...
Mexico Girl Born With True Tail: ନିକଟରେ ମ୍ୟାକ୍ସିକୋରେ ଏଭଳି ଏକ ବିଚିତ୍ର ଶିଶୁକନ୍ୟା ଜନ୍ମ ନେଇଛି। ଯହାର ପଛପଟେ ଲାଞ୍ଚ ଭଳି ଅଙ୍ଗ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଡାକ୍ତର ତାକୁ ଅସ୍ତ୍ରୋପଚାର କରି ହଟାଇ ଦେଇଛନ୍ତି।
Nov 30,2022, 17:26 PM IST
Minority
England and Wales Religion: ମିଶନାରୀ ଦେଶରେ ଖ୍ରୀଷ୍ଟିଆନ ଏବେ ସଂଖ୍ୟାଲଘୁ, ବଢୁଛନ୍ତି ମୁସଲିମ
England and Wales Religion: ନିକଟରେ ସରିଥିବା ବ୍ରିଟେନର ଜନଗଣନାରୁ ଏହା ଜଣାପଡିଛି ଯେ, ଇଂଲଣ୍ଡ ଓ ୱେଲ୍ସରେ ଅଧାରୁ କମ ଲୋକ ନିଜକୁ ଖ୍ରୀଷ୍ଟିଆନ ବୋଲି କହୁଛନ୍ତି। ଯାହା ଫଳରେ ଦିନେ ମିଶନାରୀମାନ ତିଆରି କରି ଖ୍ରୀଷ୍ଟ ଧର୍ମର ପ୍ରଚାର ପ୍ରସାର କରୁଥିବା ଦେଶରେ ଏବେ ଖ୍ରୀଷ୍ଟିଆନମାନେ ସଂଖ୍ୟାଲଘୁ ପାଲଟିଯାଇଛନ୍ତି। ଦଶ ବର୍ଷରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ପ୍ରାୟ ୧୩ ପ୍ରତିଶତ ହ୍ରାସ ପାଇଛି।
Nov 30,2022, 15:08 PM IST
Padampur
Padampur Bypoll: ସ୍ଥାନ, କାଳ, ପାତ୍ର ଦେଖି ଭୋଟ ଭିକ୍ଷା କରିବେ ବିଜେଡି ସୁପ୍ରିମୋ
Naveen Patnaik will campaining in Padmapur: ପଦ୍ମପୁର ଉପନିର୍ବାଚନକୁ ନେଇ ଦିନକୁ ଦିନ ରାଜ୍ୟର ରଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। ତିନି ପ୍ରମୁଖ ଦଳ (ବିଜେଡି, ବିଜେପି ଓ କଂଗ୍ରେସ) ପଦ୍ମପୁର ଅକ୍ତିଆର କରିବା ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି। ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତଙ୍କ ନଜର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ରହିଛି। ସେ ଖୁବଶୀଘ୍ର ପଦ୍ମପୁର ଯାଇ ଭୋଟ ଭିକ୍ଷା କରିବେ।
Nov 30,2022, 13:42 PM IST
NDTV
Adani takeover NDTV: ନିର୍ଦ୍ଦେଶକ ପଦରୁ ରାଧିକା ରୟ ଓ ପ୍ରଣୟ ରୟଙ୍କ ଇସ୍ତଫା, ଜାଣନ୍ତୁ କ'ଣ ହେବ
Adani takeover NDTV: ଦୀର୍ଘ ସମୟରୁ NDTVର ଭବିଷ୍ୟତ ସନ୍ଧିଆନ ଘେରରେ ଥିଲା। କିନ୍ତୁ ବର୍ତ୍ତମାନ ଏହାର ଛବି ସ୍ପଷ୍ଟ ହୋଇଯାଇଛି। ବିଶ୍ୱର ଅନ୍ୟତମ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଗୌତମ ଆଦାନୀ ମିଡିଆ ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିବାକୁ ଯାଉଛନ୍ତି। ପ୍ରତିଷ୍ଠିତ ଜାତୀୟ ଗଣମାଧ୍ୟମ 'NDTV'ର ନିର୍ଦ୍ଦେଶକ ପଦରୁ ରାଧିକା ରୟ ଓ ପ୍ରଣୟ ରୟ ଇସ୍ତଫା ଦେଇଛନ୍ତି। ଏହା ବ୍ୟତୀତ RRPR Private Ltdର ବୋର୍ଡ ସଦସ୍ୟତାରେ ମଧ୍ୟ ପରିବର୍ତ୍ତନ କରାଯାଇଛି।
Nov 30,2022, 12:34 PM IST
WHO
FIFA World Cup 2022: ଖେଳାଳିଙ୍କ ଉପରେ ମାଡ଼ି ଆସୁଛି ବିପଦ! କାତାରକୁ ସତର୍କ କଲା WHO
FIFA World Cup 2022: କେବଳ ବିଦେଶୀ ଖେଳାଳି କି ଫ୍ୟାନ୍ସ ନୁହଁ, ସ୍ଥାନୀୟ ଲୋକମାନେ ମଧ୍ୟ ସଙ୍କଟରେ ପଡିବାକୁ ଯାଉଛନ୍ତି। ଯହାକୁ ନେଇ କାତାରକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଆଗୁଆ ସତର୍କ କରିଛି। କାତାରରେ ଆୟୋଜିତ ବିଶ୍ୱକପରେ ୩୨ଟି ଦେଶର ଖେଳାଳିମାନେ ଭାଗ ନେଇଛନ୍ତି।
Nov 27,2022, 16:52 PM IST
odisha cold wave
Odisha cold wave: ସାଢ଼େ ୪୮ ଲକ୍ଷଙ୍କୁ ୧୪୬ କୋଟି ଶୀତ ସହାୟତା, ଏହି ଦିନ ଖାତାକୁ ଟଙ୍କା ପଠାଇବେ
Odisha cold wave help: ହିତାଧିକାରୀଙ୍କୁ କମ୍ବଳ କିଣିବା ବାବଦକୁ ୩୦୦ ଲେଖାଏଁ ଶୀତ ସହାୟତା ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
Nov 27,2022, 13:42 PM IST
Mass protests
Mass protests in China: Xi Jinpingଙ୍କ ବିରୁଦ୍ଧରେ ଏକାଠି ହେଲେ ଜନତା, ୧୦ ଜଣଙ୍କ ମୃତ୍ୟୁ ପରେ
Mass protests in China: ଅଗ୍ନିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ଅନ୍ୟ ୯ ଜଣ ଆହତ ହୋଇଥିଲେ। ନିଷେଧାଞ୍ଚଳ ହୋଇଥିବାରୁ ସ୍ଥାନୀୟ ପ୍ରଶାସନ କିମ୍ବା ଉଦ୍ଧାରକାରୀ ଦଳ ଉରୁମକ୍ୱିରେ ପ୍ରବେଶ କରିନଥିଲେ। ଯାହାକୁ ନେଇ ଦେଶବ୍ୟପି ବିରୋଧ ପ୍ରଦର୍ଶନ ହେଉଛି।
Nov 27,2022, 11:37 AM IST
World crime news
Shradhha Murder Case 2: ଡେଟିଂ ଆପରୁ 'ଡେଥ୍ ଡ୍ରାଇଭ୍', ପ୍ରେମିକାକୁ ମାରି...
Shradhha Muder Case 2: ପ୍ରେମିକକୁ ଭେଟିବା ପାଇଁ ପ୍ରାୟ ୫୦୦୦ କିଲୋମିଟର ଯାତ୍ରା କରିଥିବା ୫୧ ବର୍ଷିୟ ମହିଳାଙ୍କୁ ହତ୍ୟା କରାଯାଇଛି। ଘଟଣାଟି ପେରୁରେ ଘଟିଛି। ବ୍ଲାନକାଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହେଲାପରେ ପରିବାର ଲୋକଙ୍କ ସନ୍ଦେହ ବଢିଲା। ନଭେମ୍ବର ୯ରେ ହୁଆଚୋ ବିଚରେ ସ୍ଥାୟୀନ ମତ୍ସ୍ୟଜୀବୀମାନେ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ କରିଥିଲେ।
Nov 26,2022, 14:19 PM IST
National Milk Day
National Milk Day 2022: କାହିଁକି Verghese Kurienଙ୍କ ଜନ୍ମଦିନରେ ପାଳନ ହୁଏ ଦୁଗ୍ଧ ଦିବସ?
National Milk Day 2022: ବିଶ୍ୱ ଦୁଗ୍ଧ ବଜାରରେ ଭାରତର ଅବଦାନ ୨୩ ପ୍ରତିଶତ ରହିଛି। ଏହା ବ୍ୟତୀତ ଦେଶର ଅର୍ଥନୀତିରେ ଏହି ଉଦ୍ୟୋଗର ଭାଗିଦାରୀ ୫ ପ୍ରତିଶତ ରହିଛି। ଦୁଗ୍ଧ ଉଦ୍ୟୋଗ ଦେଶର ୮ କୋଟି କୃଷକଙ୍କୁ ନିଯୁକ୍ତି ସୁଯୋଗ ଦେଇଛି।
Nov 25,2022, 15:30 PM IST
Rajasthan
Rajastan Political Drama: ପୁଣି ଗେହେଲଟ୍-ପାଇଲଟ୍ ଶୀତଳ ଯୁଦ୍ଧ, ମନ୍ତ୍ରୀ ଦେଲେ ଚାଞ୍ଚଲ୍ୟକର ତଥ
Rajastan Political Drama: ସଚିନ ପାଇଲଟଙ୍କୁ ଗେହେଲଟ ଦେଶଦ୍ରୋହୀ କହିବା ସହ ସେ କେବେ ବି ମୁଖ୍ୟମନ୍ତ୍ରୀ ହୋଇ ପାରିବେ ନାହିଁ ବୋଲି ଦାବି କରିଥିଲେ। ଗେହଲୋଟଙ୍କ ଏପରି ବୟାନ ପରେ ରାଜେନ୍ଦ୍ର ସିଂହ ଗୁଧା ପ୍ରତିକ୍ରିୟା ଦେଇଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ, ଜୟରାମ ରମେଶ ମଧ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି।
Nov 25,2022, 11:56 AM IST
Tata Group
Air India ବିମାନରେ ଧାର୍ମିକ ପ୍ରତୀକକୁ ନାଁ, ଏହି ସବୁ ଜିନିଷ ପିନ୍ଧିବା ଉପରେ ଲାଗିଲା କଟକଣା
Air India grooming guidelines: ଏହା ପ୍ରଥମ ଥର ନୁହଁ, ଏହା ପୂର୍ବରୁ ଫେବୃଆରୀରେ କମ୍ପାନୀ କ୍ରିୟୁ ମେମ୍ବରଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଥିଲା। ଚଳିତ ବର୍ଷ ଜାନୁଆରୀରେ ଏୟାର ଇଣ୍ଡିଆକୁ ଟାଟା ଅଧିଗ୍ରହଣ କରିବାର କିଛି ଦିନ ପରେ, ଟାଟା ଗ୍ରୁପ୍ ଏହାର କ୍ୟାବିନ କ୍ରିୟୁମାନଙ୍କୁ ସର୍ବନିମ୍ନ ଅଳଙ୍କାର ପିନ୍ଧିବାକୁ ପରାମର୍ଶ ଦେଇଥିଲା।
Nov 25,2022, 10:32 AM IST
Indonesia Tragedy
Indonesia Tragedy: ଫୁଟବଲ ପଡ଼ିଆ ପରେ ଭୂକମ୍ପ, ୫୦ ଦିନରେ ଗଲା ୩୦୦ ଜୀବନ
Indonesia Tragedy: ସୋମବାର ଶକ୍ତିଶାଳୀ ଭୂମିକମ୍ପରେ ଥରିଉଠିଛି ଦକ୍ଷିଣ-ପୂର୍ବ ଏସୀୟ ଦେଶ ଇଣ୍ଡୋନେସିଆ। ସୋମବାର ଦେଶର ମୁଖ୍ୟ ଭୂଖଣ୍ଡ ଜାଭା ଦ୍ୱୀପରେ ସୋମବାର ହୋଇଥିବା ଭୂକମ୍ପରେ ପ୍ରାୟ ୧୬୨ ଜଣଙ୍କ ମୃତ୍ୟୁ ହୋଇଛି।
Nov 22,2022, 8:53 AM IST
Supreme Court
Chhawla murder case: ସୁପ୍ରିମକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କଲେ ଦିଲ୍ଲୀ ସରକାର
Chhawla rape and murder case: ୨୦୧୨ରେ ୧୯ ବର୍ଷ ବୟସ୍କା ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିବା ତିନିଜଣଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି। ଯାହାପରେ ପୀଡିତା ପରିବାର ଭାଙ୍ଗିପଡିଛନ୍ତି। ନ୍ୟାୟପାଳକା ଉପରୁ ବିଶ୍ୱାସ ଉଠିଯାଇଥିବା ସେମାନେ କହିଛନ୍ତି।
Nov 21,2022, 11:09 AM IST
Nepal
Nepal General Elections 2022: ନେପାଳ ନିର୍ବାଚନର ତଦାରଖ କଲେ ଭାରତ ସମେତ ଏହି ୬ଟି ଦେଶ
Nepal General Elections 2022: ରବିବାର ନେପାଳ ଲୋକସଭାର ୨୭୫ ସଦସ୍ୟ ଏବଂ ସାତୋଟି ବିଧାନସଭାର ୫୫୦ଟି ଆସନ ଚୟନ କରିବାକୁ ଫେଡେରାଲ ଏବଂ ପ୍ରାଦେଶିକ ସର୍ଭେ କରାଯାଇଥିଲା। ଦେଶର ୧୮ ନିୟୁତ ଯୋଗ୍ୟ ଭୋଟରଙ୍କ ମଧ୍ୟରୁ ରବିବାର ମାତ୍ର ୬୧% ବାଲାଟ ମାଧ୍ୟରେ ମତଦାନ କରିଛନ୍ତି। ମତଦାନର ତଦାରଖ ପାଇଁ ଚାଳିଶଟି ସଂଗଠନକୁ ଦାୟିତ୍ୱ ଦିଆଯାଇଥିଲା ଯେଉଁଥିରେ ଭାରତ, ବାଂଲାଦେଶ, ଭୁଟାନ, ମାଲଦ୍ୱୀପ, ଶ୍ରୀଲଙ୍କା ଏବଂ ଦକ୍ଷିଣ କୋରିଆର ନିର୍ବାଚନ ଆୟୋଗର ଅଧିକାରୀମାନେ ସାମିଲ ଥିଲେ।
Nov 21,2022, 10:11 AM IST
Shraddha Murder Case
Shraddha Murder Case: ପାଞ୍ଚ ରାଜ୍ୟରେ ପୋଲିସର ତନାଘନା, ମିଳିଲା ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ
Shraddha Murder Case:ଦେଶରେ ଚାଞ୍ଚଲ୍ୟ ଖେଳାଇଥିବା ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ରହସ୍ୟ ଖୋଲିବାରେ ଲାଗିଛି। ଶ୍ରଦ୍ଧା ୱାକର ଜୀବିତ ଅଛନ୍ତି ନା ମୃତ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ହତ୍ୟା ଅଭିଯୁକ୍ତ ଆଫତାବ ପୁନାୱାଲା, ଦିଲ୍ଲୀ ପୋଲିସକୁ ଭୁଆଁ ବୁଲାଉଛି।
Nov 21,2022, 9:19 AM IST
vimsar
Dr Shankar Ramchandani: 'ମୋ ଦରମାରୁ ୩୦% କମାଇ ଦିଅ, ସେହି ଟଙ୍କାରେ ହସ୍ପିଟାଲର ବିକାଶ କର'
Vimsar Dr Shankar Ramchandani: ମାନ୍ୟବର ଜନ ପ୍ରତିନିଧି ମାନେ ତିନି ଲକ୍ଷ ଦରମା ଦାବି କରୁଛନ୍ତି କିନ୍ତୁ ମୁଁ ନିବେଦନ କରୁଛି ମୋର ବ୍ୟକ୍ତିଗତ ଦରମା 30 ପ୍ରତିସତ୍ କମେଇ ଦିଅ,ସେ ପଇସା ହସ୍ପିଟାଲ ର ବିକାଶ ରେ ଖର୍ଚ୍ଚ କର
Nov 20,2022, 13:04 PM IST
Rajiv Gandhi assassination case
ପୁଣି ଜେଲକୁ ଫେରିବେ କି ହତ୍ୟାକାରୀ? ଅଡୁଆ ବଢିଲା ପରେ କେନ୍ଦ୍ର ନେଲା ଏହି ପଦକ୍ଷେପ
Rajiv Gandhi assassination case: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାର ଛଅ ଦୋଷୀଙ୍କୁ ଜେଲରୁ ମୁକ୍ତ କରାଯାଇଛି। ୩୦ ବର୍ଷ କାଳ କୋଠରୀରେ ରହିବା ପରେ ସେମାନେ ଦୋଷମୁକ୍ତ ହୋଇଛନ୍ତି। ପୂର୍ବରୁ କୋର୍ଟ ସେମାନଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ। ତେବେ ଜେଲରୁ ବାହାରିଲାପରେ ଦୋଷୀମାନେ ଯେଉଁଭଳି ମନ୍ତ୍ରବ୍ୟ ଦେଇଛନ୍ତି, ତାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି।
Nov 17,2022, 21:13 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.