Weather Update: ଏବେ ରାଜ୍ୟରେ ଶୀତ ଦିନରେ ଚାଲିଛି ଖରା-ବର୍ଷାର ଲୁଚକାଳି ଖେଳ। ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୨୪ ଘଣ୍ଟା ଭିତରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। କେତେକ ସ୍ଥାନରେ ପବନ ଓ କୁଆ ପଥର ବର୍ଷା ହୋଇଛି। ତେବେ, ଆଜି ମଧ୍ୟ ରାଜ୍ୟରେ କେତେକ ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ରହିଛି।
ALSO READ: ଫୁଲ ବଗିଚାରେ ନିଜ ଅଜାଙ୍କ ସହ ଏମିତି କିଛି ହରକତ୍ କଲେ ଅଭିନେତ୍ରୀ ପ୍ରକୃତି ମିଶ୍ର, ଭାଇରାଲ୍ ହେଲା ଭିଡିଓ
ଏହାଛଡା ଖୋର୍ଦ୍ଧା, ପୁରୀ, କେନ୍ଦୁଝର,ଢେଙ୍କାନାଳର ଅଳ୍ପ କେତେକ ସ୍ଥାନ ଏବଂ ଅନୁଗୁଳ, ଦେବଗଡ,ସମ୍ବଲପୁର,ଝାରସୁଗୁଡା, ସୁନ୍ଦରଗଡ,ବରଗଡର ଗୋଟିଏ ୨ଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
ଭଦ୍ରକ, ମୟୂରଭଂଜ, କେନ୍ଦୁଝରରେ ବଜ୍ରପାତ ସହ ୪୦ ରୁ ୫୦ କିମି ବେଗରେ ପବନ ବହିବା ସହ କୁଆପଥମ ମାଡ଼ ହୋଇପାରେ। ଏଥିପାଇଁ ଅରଂଜ ଓ୍ବାର୍ଣ୍ଣିଂ ଜାରି ହୋଇଛି।
ट्रेन्डिंग फोटोज़