Advertisement
Videos Details/odisha/zeeodisha2022468
Video ThumbnailPlay icon

Anubhav And Varsha: ଆଉ ବର୍ଷାଙ୍କ ହାତ ଧରି ଚାଲିବେନି ଅନୁଭବ, ଅନୁମତି ଦେଇଦେଲେ ହାଇକୋର୍ଟ

ଅଲଗା ହେବେ ଓଲିଉଡର ଚର୍ଚ୍ଚିତ ଯୋଡି ବର୍ଷା-ଅନୁଭବ । ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାରେ ଗୁରୁବାର ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । କୋର୍ଟ ଅନୁଭବ-ବର୍ଷାଙ୍କ ବିବାହ ବିଚ୍ଛେଦଙ୍କୁ ଅନୁମତି ଦେଇଛନ୍ତି । ତେବେ ଏହି ମାମଲାରେ ପୂର୍ବରୁ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିଲେ ତଳକୋର୍ଟ । ଏହାପରେ ତଳକୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଅନୁଭବ । ଆଉ ଏବେ ହାଇକୋର୍ଟ ଏହି ଆବେଦନକୁ ଗ୍ରହଣ କରିବା ସହିତ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି । ଅନୁଭବ ମଗାନ୍ତି ହାଇକୋର୍ଟରେ ନିଜର ପକ୍ଷ ରଖିବା ସହିତ ମାମଲା ବିଷୟରେ ଉଲ୍ଲେଖ କରିଥିଲେ । ବିବାହ ଓ ନିଜ ବୈବାହିକ ଜୀବନରେ ଘଟିଥିବା ଘଟଣାକୁ ହାଇକୋର୍ଟଙ୍କୁ ଜଣାଇଥିଲେ ଅନୁଭବ । ବର୍ଷା ପତ୍ନୀର କର୍ତ୍ତବ୍ୟ କରିନାହାନ୍ତି ଓ ପରିବାରକୁ ଆଗେଇ ନେବାପାଇଁ ତାଙ୍କର କୌଣସି ଭୂମିକା ନାହିଁ ବୋଲି ଅନୁଭବ କୋର୍ଟରେ ଅଭିଯୋଗ କରିଥିଲେ । ତେବେ ପ୍ରଶ୍ନ ଉଠୁଛି କେଉଁ ଆଧାରରେ ହାଇକୋର୍ଟ ଅନୁଭବଙ୍କୁ ବିଚ୍ଛେଦ ପାଇଁ ଅନୁମତି ଦେଲେ ତାହା ଲିଖିତ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ । ୨୦୨୩ ସେପ୍ଟେମ୍ୱରରେ ପରିବାର ଅଦାଲତ ବର୍ଷା-ଅନୁଭବଙ୍କ ଆବେଦନକୁ ଖାରଜ କରିଥିଲେ । ଯେଉଁଥିରେ ଅନୁଭବଙ୍କର ବିବାହ ବିଚ୍ଛେଦ ମାମଲା ଅଟକି ରହିଥିଲା । ପରିବାର ଅଦାଲତରେ ମିଳିଥିବା ଏହି ରାୟକୁ ନେଇ ସମସ୍ତ ଗଣମାଧ୍ୟମ ଏବଂ ଷ୍ଟାର ଦମ୍ପତ୍ତିଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଅନ୍ୟପଟେ ପରିବାର ଅଦାଲତ ରାୟ ପରେ ଅନୁଭବ ମହାନ୍ତି ହାଇକୋର୍ଟରେ ପହଞ୍ଚିଥିଲେ ।
Video: ପରୀକ୍ଷା ଦେବାକୁ ଯାଉଥିଲେ ଅଭିନେତା ଶ୍ରୀତମଙ୍କ ଝିଅ, ବାପାଙ୍କୁ କହିଲେ ଏମିତି...
Play icon00:18
Video: ଅପେରା ସୂର୍ଯ୍ୟମନ୍ଦିର ମଞ୍ଚରେ କମାଲ୍ କରିଦେଲେ ରୁନୁ ପଣ୍ଡା, ଭିଡିଓ ଭାଇରାଲ୍
Play icon00:35
Rohit Sharma Video: ଡିନର କରୁଥିଲେ ରୋହିତ ଶର୍ମା, ହଠାତ୍ ପହଞ୍ଚିଗଲେ ଜଣେ କୁନି ଫ୍ୟାନ୍
Play icon01:06
Virat Kohli New Video: ବାରବାଟୀ ଷ୍ଟାଡିୟମରେ କାହା ମୁହଁରୁ ଚିକୁ ଚିକୁ ଶୁଣି ହସିଦେଲେ ବିରାଟ
Play icon01:05
Weather Report: ଘନ କୁହୁଡ଼ି କରୁଛି କଲବଲ, ଆଉ ୫ ଦିନ ପରେ ପାଗରେ ଦେଖାଦେବ ପରିବର୍ତ୍ତନ
Play icon02:59
Video: ବିବାହ ଉତ୍ସବରେ ନାଚୁଥିବା ସମୟରେ ହୃଦଘାତ, ଭିଡିଓ ଭାଇରାଲ୍
Play icon00:11
Hardik Pandya: ବିରାଟଙ୍କ ପରେ ଭାଇରାଲ ହେଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭିଡିଓ...ବାରବାଟୀରେ କରିଥିଲେ ଏହି କାମ
Play icon00:49
 ସମୁଦ୍ର ବାଲିରେ ଅନ୍ଧାର ରାତିରେ ୨ ଯୁବକଙ୍କ ସହ ଅଭିନେତ୍ରୀ ରିୟା କରୁଥିଲେ କିଛି ଏମିତି, ଭାଇରାଲ୍ ହେଲା ଭିଡିଓ
Play icon01:00
ଏହି କଣ୍ଠଶିଳ୍ପୀଙ୍କୁ ଡେଟ୍ କରୁଛନ୍ତି କି ଅସୀମା ପଣ୍ତା ! ଦେଖନ୍ତୁ ଏହି ଭିଡିଓ
Play icon00:30
Virat Kohli: ଭୁବନେଶ୍ୱର ଏୟାରପୋର୍ଟରେ ସିକ୍ୟୁରିଟି ଭାଙ୍ଗି ମହିଳା ଫ୍ୟାନଙ୍କୁ ଆଲିଙ୍ଗନ କଲେ ବିରାଟ
Play icon01:03
Viral Video: ଭଙ୍ଗା ଘର ଆଗରୁ ଭାଇରାଲ ହେଲା ସ୍କୁଲ ଛାତ୍ରୀଙ୍କ ୨୩ ସେକେଣ୍ଡର ଭିଡିଓ
Play icon00:23
Viral Video: ପାର୍କରୁ ଭାଇରାଲ୍ ହେଲା ବିଜେଡି ନେତ୍ରୀ ଏଲିନାଙ୍କ ଏହି ଭିଡିଓ, ଦେଖନ୍ତୁ
Play icon00:50
Viral Video: ପାର୍କରୁ ଭାଇରାଲ ହେଲା କଲେଜ ଛାତ୍ରୀଙ୍କର ଭିଡିଓ ଭାଇରାଲ
Play icon00:30
Viral Video: କାର ଭିତରୁ ଭାଇରାଲ ହେଲା ବିଜେପି ନେତ୍ରୀଙ୍କ ଭିଡିଓ
Play icon00:16
Viral Video: ସୋରିଷ କ୍ଷେତରୁ ଭାଇରାଲ ହେଉଛି ଅସୀମାଙ୍କ ଏହି ଭିଡିଓ
Play icon00:42
Varsha Priyadarshini Video: ରୋଷେଇ ଘରୁ ଭାଇରାଲ୍ ହେଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏହି ଭିଡିଓ, ଦେଖନ୍ତୁ
Play icon01:00
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:21
Video: ଖଣ୍ଡଗିରିରେ ୩ନମ୍ୱରକୁ ଖସିଲେ ରାଣୀ ପଣ୍ଡା, ମନ ଦୁଃଖରେ କହିଲେ...
Play icon00:19
Video: ମଟନ ନଥିଲା ଖାଲି ଆଳୁ ଝୋଳ, ଉତ୍ତର ଦେଲେ ରାଣୀ ପଣ୍ଡା, ଦେଖନ୍ତୁ ଭିଡିଓ
Play icon00:15
Honey Singh Video: ଲାଇଭ୍ କନସର୍ଟରେ ଓଡ଼ିଆ ଭାଷା ସୋଦିଲେ ହନି ସିଂ, ଭିଡିଓ ଭାଇରାଲ
Play icon00:31
Video: ପ୍ରେମ ସପ୍ତାହରେ ବୁଦା ମୂଳରୁ ଭିଡିଓ ଭାଇରାଲ୍, ଗୋଡ ଧରିଲେ ପ୍ରେମିକା, ଦେଖନ୍ତୁ ଭିଡିଓ
Play icon00:35
Weather Report: ଘନ କୁହୁଡ଼ି କରିବ କଲବଲ, ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Play icon03:09
Video: ବାରବାଟୀ ମ୍ୟାଚ୍ ସମୟରେ ଆଉ ଏକ ଅବ୍ୟବସ୍ଥା, ଉପରୁ ବର୍ଷା ପରି ପାଣି... ଭିଡିଓ ଭାଇରାଲ
Play icon00:40
Video: ଓଲିଉଡ ଅଭିନେତା ପୁପିନ୍ଦରଙ୍କ ସହ ପୁପଲ ଭୁୟାଁ, ଭିଡିଓ ଭାଇରାଲ୍
Play icon00:33
Virat Kohli On Chhi Chhi Song: ମ୍ୟାଚ୍ ଅଧାରେ ବାଜିଥିଲା ଛି ଛି ଛି ରେ ନନୀ ଗୀତ...ବିରାଟ ଦେଇଥିଲେ ଏମିତି ରିଆକ୍ସନ
Play icon00:56
Video: ଅନୁଭବ ଜାଗ୍ରତିଙ୍କ ମୁହଁରୁ ଶୁଣନ୍ତୁ ସେମାନେ କେବେ ବାହା ହେଉଛନ୍ତି !
Play icon01:29
Viral Video: କାର ଭିତରୁ ଭାଇରାଲ ହେଲା ଆଇଟମ ଗାର୍ଲ ରାଣୀଙ୍କ ଭିଡିଓ
Play icon09:08
Varsha Priyadarshini: ଅନୁଭବ-ଜାଗ୍ରୃତିଙ୍କ ପଡକାଷ୍ଟ ପରେ ବର୍ଷା ସେୟାର କଲେ ନୂଆ ଭିଡିଓ
Play icon01:58
Papa Ki Pari Video:  ଥାନା ଭିତରେ ମହିଳା ପୋଲିସକୁ ଗୋଇଠା ମାରିଲେ ଯୁବତୀ...ତା ପରେ
Play icon00:49
Viral Video: ପୁଣି ଥରେ ଭାଇରାଲ ହେଲା ଛି ଛି ଛିରେ ନନୀ ଗୀତର ମୁଖ୍ୟ କଳାକାରଙ୍କ ଭିଡିଓ
Play icon00:24