Gungunn Viral Video: ଉପସ୍ଥାପିକା ତଥା ଓଡିଆ ଅଭିନେତ୍ରୀ ଗୁନଗୁନ୍ । ହୁଏତ ସେ ଅଧିକ ଫିଲ୍ମରେ ଅଭିନୟ କରିନାହାଁନ୍ତି। କିନ୍ତୁ ବର୍ତ୍ତମାନ ସେ ଜଣେ ଉଚ୍ଚ କୋଟିର ଉପସ୍ଥାପିକା । ତାଙ୍କର ଉପସ୍ଥାପନାର ଶୈଳୀ ଖୁବ୍ ସୁନ୍ଦର । କୌଣସି ରିୟଲିଟି ସୋ ହେଉ କି କୌଣସି ସଂସ୍କାତିକ କାର୍ଯ୍ୟକ୍ରମ । ଅଧିକାଂଶ ସୋ ରେ ତାଙ୍କ ଉପସ୍ଥାପନାର ଯାଦୁ ଦେଖିବାକୁ ମିଳେ। ତେବେ, ଏ