Advertisement
Photo Details/zeeodisha/odisha2501136
photoDetails0hindi

Gold Rate Today: ସୁନା ଗ୍ରାହକଙ୍କ ପାଇଁ ଖୁସି ଖବର, ପୁଣି ଖସିଲା ଭରି ପିଛା ମୂଲ୍ୟ

 
Gold Rate Today: ସୁନା ପ୍ରେମୀଙ୍କ ଲାଗି ଖୁସି ଖବର। ଆଜି ପୁଣି ଥରେ ଖସିଲା ସୁନା ରେଟ୍। ଗତ କିଛି ଦିନ ହେବ ସୁନା ଦର ବୃଦ୍ଧି ପାଉଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଥିଲା। ଯାହାକୁ ନେଇ ଚିନ୍ତାରେ ପଡିଥିଲେ ଗ୍ରାହକ। ତେବେ, ଏଭଳି ସ୍ଥିତିରେ ଆଜି ସୁନା ରେଟ୍ ଖସି ଥିବାରୁ ଅଳଙ୍କାର ଦୋନାନରେ ଭିଡ଼ ଦେଖିବାକୁ ମିଳୁଛି। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା...

1/5
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୩,୫୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୦,୨୪୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୧୫୦ ଓ ୧୬୦ ଟଙ୍କା ହ୍ରାସ ପାଇଛି।

ALSO READ: lipi Mohapatra Video: କାହା ପାଇଁ ଏହି ଭିଡିଓ ସେୟାର କଲେ ଅଭିନେତ୍ରୀ ଲିପି? ରାତାରାତି ହେଲା ଭାଇରାଲ୍

ALSO READ: Horoscope 6 November 2024 : ୬ ନଭେମ୍ବରରେ ଭଗବାନ ଗଣେଶ ଚମକାଇବେ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ

2/5
ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୩,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୦,୩୯୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ  ୧୦୦  ଓ ୧୬୦ ଟଙ୍କା ହ୍ରାସ ପାଇଛି। 

3/5
  ସେହିପରି, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍  ୭୩,୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୦,୨୪୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୧୫୦ ଓ ୧୬୦ ଟଙ୍କା କମିଛି। 

4/5
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୩,୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୦,୨୪୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୫୦ ଓ ୧୬୦ ଟଙ୍କା ହ୍ରାସ ପାଇଛି। 

5/5
ସେହିପରି ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍  ୭୩,୫୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୦,୨୪୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ଦାମ୍ ୬୧,୧୮୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ  ୧୫୦,୨୪ କ୍ୟାରେଟ୍ ରେ ୧୬୦ ଓ ୧୮ କ୍ୟାରେଟ୍ ରେ ୧୨୦ ଟଙ୍କା ହ୍ରାସ ପାଇଛି।