Advertisement
Photo Details/zeeodisha/odisha2644241
photoDetails0hindi

Elina Dash Pics: ସୋସିଆଲ୍ ମଡିଆରେ ଭାଇରାଲ୍ ହେଉଛି ବିଜେଡି଼ ନେତ୍ରୀ ଏଲିନା ଦାଶଙ୍କ ଏହିସବୁ ଫଟୋ, ଦେଖନ୍ତୁ...

Elina Dash Pics: ଆଲବମ୍ ଅଭିନେତ୍ରୀ ଏଲିନା ଦାଶ। ୯୦ ଦଶକର ଏହି ଆଲବମ୍ ହିରୋଇନ୍ ଦିନେ ଦାମଦାର୍ ଡାନ୍ସରେ ଲୋକଙ୍କ ମନ କିଣୁଥିଲେ। ପରେ ଆଲବମ୍ ଇଣ୍ତଷ୍ଟ୍ରି ବନ୍ଦ ହେବା ପରେ ସେ ଟେଲି ଦୁନିଆରେ ପାଦ ଥାପିଥିଲେ। ଟେଲି ଦୁନିଆରେ ସଫଳତା ପାଇବା ପରେ ସେ ରାଜନୀତିରେ ଏଣ୍ଟ୍ରି କରିଥିଲେ। ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟରୁ ମୁଖ୍ୟ ପାତ୍ର ମଧ୍ୟ ହୋଇଥିଲେ। ବିଜେଡି ଏବେ ଶାସନରେ ନାହିଁ ସତ ହେଲେ ଏହାରି ଭିତରେ ତାଙ୍କର ଆଉ କିଛି ଫଟୋ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ...

2/13

ଏଲିନାଙ୍କ ନିଜ କ୍ୟାରିୟର ଆଲବମ୍ ଜଗତରୁ ଆରମ୍ଭ କରିଥିଲେ।

 

 

3/13
ପରେ ଟେଲି ଦୁନିଆକୁ ଆସିଥିଲେ। ଏକାଧିକ ସିରିୟଲରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି।   

 

4/13

ଏହା ପରେ ସେ ବିଜେଡିରେ ସାମିଲ୍ ହୋଇଥିଲେ। 

5/13
ଆଉ ରାତାରାତି ହୋଇଯାଇଥିଲେ ବିଜେଡି ମହିଳା ସାଧାରଣ ସମ୍ପାଦିକା।

6/13
ଏହାପରେ ସେ ପଛକୁ ଫେରି ଚାହିଁ ନଥିଲେ।  ପରେ ପ୍ରତ୍ୟକ ନିର୍ବାଚନରେ ସେ ସକ୍ରିୟ ଭୂମିକା ନେଉଥିଲେ। 

7/13
କେତେବେଳେ ସାଇକେଲ୍ ରେ ପ୍ରଚାର କରୁଥିଲେ ତ ଆଉ କେତେବେଳ  ଚାଲି ଚାଲି ଦଳ ର ପ୍ରଚାର ପାଇଁ ଦିନ ରାତି ଏକ କରିଦେଉଥିଲେ। 

8/13
କିନ୍ତୁ ଗତ ୨୦୨୪ ସାଧାରଣ ନିର୍ବାଚନରେ ଷ୍ଟାର ପ୍ରଚାରକ ତାଲିକାରେ ସେ ଥିଲେ। ସତ କିନ୍ତୁ ତାଙ୍କୁ ପ୍ରଚାର ମଇଦାନ୍ ରେ ଦେଖିବାକୁ ମିଳୁ ନଥିଲା।

9/13
ବିଜେଡିର ବିପର୍ଜୟ ପରେ ସେ ନବୀନଙ୍କ ପାଇଁ କାନ୍ଦିଥିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା।

10/13

ଯେଉଁଥି ପାଇଁ ସେ ବହୁତ୍ ଟ୍ରୋଲ୍ ର ଶୀକାର ହୋଇଥିଲା। 

11/13

ପରେ ସେ ଆଉ ଏକ ବିବାଦରେ ଛନ୍ଦି ହୋଇଥିଲ। ଯାଜପୁର ଧର୍ମଶାଳାରେ ଥିବା ବଲେ ବଲେ ହୋଟେଲ୍ ଟି ଜବରଦଖଲ ରେ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଥିଲା।

12/13

ଯେଉଁ ହୋଟେଲଟିକୁ ଏଲିନାଙ୍କ ସ୍ବାମୀ ଚଳାଉଛନ୍ତି। 

13/13
ଏନେଇ ଏଲିନା ହାଇକୋର୍ଟଙ୍କ ଦ୍ବାରସ୍ତ ମଧ୍ୟ ହୋଇଥିଲେ।