Puri News: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ଆରମ୍ଭ
Advertisement
Article Detail0/zeeodisha/odisha2454482

Puri News: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ଆରମ୍ଭ

Puri News: ପୁରୀରେ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ବୈଠକ ଆରମ୍ଭ । ଶ୍ରୀ ମନ୍ଦିର କାର୍ଯ୍ୟାଳୟ ପରିସରରେ ଏହି ବୈଠକ ଆରମ୍ଭ । ଷ୍ଟାଣ୍ଡିଙ୍ଗ କମିଟିର ଅଦ୍ଧକ୍ଷ ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଅଧକ୍ଷତାରେ ବୈଠକ ଆରମ୍ଭ ହୋଇଥିବାବେଳେ ଏହି ଷ୍ଟାଣ୍ଡିଙ୍ଗ କମିଟିରେ ୧୨ଜଣ ବିଧାୟକ ସଦସ୍ୟ ଉପସ୍ଥିତ । ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ  ପ୍ରଦର୍ଶନ କରି ବ୍ୟବସ୍ଥାର ସମୀକ୍ଷା । 

Puri News: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ଆରମ୍ଭ
Puri News: ପୁରୀରେ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ବୈଠକ ଆରମ୍ଭ । ଶ୍ରୀ ମନ୍ଦିର କାର୍ଯ୍ୟାଳୟ ପରିସରରେ ଏହି ବୈଠକ ଆରମ୍ଭ । ଷ୍ଟାଣ୍ଡିଙ୍ଗ କମିଟିର ଅଦ୍ଧକ୍ଷ ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଅଧକ୍ଷତାରେ ବୈଠକ ଆରମ୍ଭ ହୋଇଥିବାବେଳେ ଏହି ଷ୍ଟାଣ୍ଡିଙ୍ଗ କମିଟିରେ ୧୨ଜଣ ବିଧାୟକ ସଦସ୍ୟ ଉପସ୍ଥିତ । ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ  ପ୍ରଦର୍ଶନ କରି ବ୍ୟବସ୍ଥାର ସମୀକ୍ଷା । ଶ୍ରୀ ମନ୍ଦିରର ବିକାଶ ସହ ମହାପ୍ରଭୁଙ୍କ କୋଠଭୋଗ ଧନ ଯୋଜନାରେ କେତେ ଟଙ୍କା ବିନିଯୋଗ କରାଯାଉଛି। ଶ୍ରୀ ମନ୍ଦିର ପରିଚାଳନା ପାଇଁ କଣ ସବୁ ପଦକ୍ଷେପ ନିଆଯାଉଛି ସେ ନେଇ ଷ୍ଟାଣ୍ଡିଙ୍ଗ କମିଟି ଏ ସମ୍ପର୍କରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ସହ ବିସ୍ତୁର୍ତ୍ତ ଆଲୋଚନା କରାଯାଉଛି । ଦୁଇଦିନିଆ ଗସ୍ତରେ ଆସି କମିଟି ପୁରୀ  ଜିଲ୍ଲାର ବିଭିନ୍ନ ପ୍ରସଙ୍ଗ ସହ ଆଇନଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ ଓ ସମୀକ୍ଷା ଉପରେ ଚାଲିଛି ସମିକ୍ଷା  । ଏହି ବୈଠକରେ ପୁରୀ ବିଧାୟକ, ଜିଲ୍ଲାପାଳ ଙ୍କ ସହ ଶ୍ରୀମନ୍ଦିର କାର୍ଯ୍ୟଲୟ ର ବରିଷ୍ଟ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି। ତେବେ ଶ୍ରୀମନ୍ଦିରର ସୃଙ୍ଖଳିତ ସୁରକ୍ଷିତ ଦର୍ଶନ ବ୍ଯବସ୍ଥା ଉପରେ ଚାଲିଛି ବିସ୍ତୃତ ଆଲୋଚନା।