Odisha News: ସମୁଦ୍ରରେ ମାଛ ଧରିଲା ବେଳେ ଆମେରିକା ର ଟି.ଇ.ଡି ( ଟ୍ରଟଲ୍ ଏକ୍ସରସାଇଜ୍ ଡିଭାଇସ୍) ଜାଲ ବ୍ୟବହାର ପାଇଁ ସଚେତନ କରାଯାଉଛି।
Odisha News: (ନାରାୟଣ ବେହେରା) ସମୁଦ୍ରରେ ମାଛ ଧରିଲା ବେଳେ ଆମେରିକା ର ଟି.ଇ.ଡି ( ଟ୍ରଟଲ୍ ଏକ୍ସରସାଇଜ୍ ଡିଭାଇସ୍) ଜାଲ ବ୍ୟବହାର ପାଇଁ ସଚେତନ କରାଯାଉଛି।
ଏହି ଜାଲ ବ୍ୟବହାର କଲେ ଅତି ସହଜରେ କଇଁଚ ଜାଲରୁ ବାହାରି ଆସିଥାନ୍ତି।
ତେବେ ଘଣ୍ଟା ଘଣ୍ଟା ଧରି ସମୁଦ୍ରରେ ମାଛ ଧରିଥିଲେ ମଧ୍ୟ ଜାଲରେ ଗୋଟିଏ ବି କଇଁଚ ପଡି ନଥିଲା।
ଏମିତିକି କଇଁଚଙ୍କ ଏନ୍ତୁଡିଶାଳ ଗହିରୀମଥା ରେ ଦୀର୍ଘ ସମୟ ଧରି ଟିଇଡି ଜାଲ ପରୀକ୍ଷଣ କରା ଯାଇଥିଲେ ମଧ୍ୟ ଜାଲରେ ମାଛ ଛଡା କଇଁଚ ପଡି ନଥିବା ଦେଖିବାକୁ ମିଳିଛି।
ଏହା କିପରି ସମୁଦ୍ରରେ କଇଁଚଙ୍କ ଏନ୍ତୁଡିଶାଳରେ ଟିଇଡି ଜାଲ ବ୍ୟବହାର କରାଯାଇଛି। ଏହି ଦୃଶ୍ୟଟିକୁ ଭଲ ଭାବରେ ଦେଖନ୍ତୁ।
ट्रेन्डिंग फोटोज़