Atm machine loot: ଘଟଣାସ୍ଥଳରେ ପୁଲିସର ତଦନ୍ତ ଜାରି ରଖିଛି। ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ କରୁଛି। ହେଲେ ଏଟିଏମ୍ ରେ ରେ କେତେ ଟଙ୍କା ଥିଲା ତାହା ଅସ୍ପଷ୍ଟ। ତେବେ ଗତକାଲି ରାତିରେ ଘଟିଛି ଏହି ଘଟଣା। କେବଳ ଟଙ୍କା ଲୁଟ୍ କରିଛନ୍ତି ତାହା ନୁହେଁ। ଟଙ୍କା ସହ ପୁରା ମେସିନକୁ ତାଡ଼ି ନେଇଛନ୍ତି ଦୁର୍ବୁତ୍ତ। ହେଲେ ଏଟିଏମରେ କେତେ ଟଙ୍କା ଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ସକାଳୁ ସକାଳୁ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ କରୁଛି।
Trending Photos
ଭୁବନେଶ୍ଵର: ରାଜଧାନୀରେ ଅପରାଧ କମିବାରେ ନାଁ ଧରୁନି। ଗତକାଲି ବିଳମ୍ୱିତ ରାତିରେ ଟଙ୍କା ସହ ତାଡ଼ିନେଲେ ଏଟିଏମ୍ ମେସିନ। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଶ୍ରୀରାମନଗରୀ ସ୍ଥିତ ଏସବିଆଇ ଏଟିଏମରେ ହୋଇଛି ଲୁଟ୍। ଘଟଣାସ୍ଥଳରେ ପୁଲିସର ତଦନ୍ତ ଜାରି ରଖିଛି। ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ କରୁଛି। ହେଲେ ଏଟିଏମ୍ ରେ ରେ କେତେ ଟଙ୍କା ଥିଲା ତାହା ଅସ୍ପଷ୍ଟ।
ତେବେ ଗତକାଲି ରାତିରେ ଘଟିଛି ଏହି ଘଟଣା। କେବଳ ଟଙ୍କା ଲୁଟ୍ କରିଛନ୍ତି ତାହା ନୁହେଁ। ଟଙ୍କା ସହ ପୁରା ମେସିନକୁ ତାଡ଼ି ନେଇଛନ୍ତି ଦୁର୍ବୁତ୍ତ। ହେଲେ ଏଟିଏମରେ କେତେ ଟଙ୍କା ଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ସକାଳୁ ସକାଳୁ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ କରୁଛି।