Advertisement
Photo Details/zeeodisha/odisha1493995
photoDetails0hindi

Rakul Preet Singh Hot Photos: ବିନା ପ୍ୟାଣ୍ଟରେ ସେକ୍ସି ପୋଜରେ ଫଟୋ ସୁଟ କଲେ ରକୁଲ, ଫ୍ୟାନ୍ସ କହିଲେ ଆଏ ହାଏ...

Rakul Preet Singh Hot Photos: ରକୁଲ ପ୍ରୀତ ସିଂ ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ । ରକୁଲ ପ୍ରାୟତଃ ତେଲୁଗୁ କଥାଚିତ୍ରରେ ଅଧିକାଂଶ ଚଳଚ୍ଚିତ୍ରରେ କାମ କରନ୍ତି । ଏହି ସ‌ହିତ ସେ କିଛି ତାମିଲ, ହିନ୍ଦୀ ଏବଂ କନ୍ନଡ଼ କଥାଚିତ୍ରରେ ଅଭିନୟ କରିଛନ୍ତି ।

1/5

୧୯୯୦ ଅକ୍ଟୋବର ୧୦ରେ ସେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ । ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ରାକୁଲ ପ୍ରୀତି ଉଭୟ ହିନ୍ଦୀ, ତେଲୁଗୁ ଓ ତାମିଲ ଫିଲ୍ମରେ ନିଜର ଅଭିନୟ କରିସାରିଛନ୍ତି । ସେ ତାଙ୍କର ହଟ ଫିଗର ଓ କ୍ୟୁଟ ହସ ଦ୍ୱାରା ଫ୍ୟାନ ମାନଙ୍କୁ ଦିୱାନା କରିଥାନ୍ତି। ରାକୁଲ ପ୍ରୀତ ପଞ୍ଜାବୀ ଅଟନ୍ତି ଓ ସେ ତାଙ୍କର ପିଲାଦିନ ଦିଲ୍ଲୀରେ ଅତିବାହିତ କରିଛନ୍ତି । ସେ ତାଙ୍କର ପ୍ରାଥମିକ ଶିକ୍ଷା ଆର୍ମୀ ପବ୍ଲିକ ସ୍କୁଲରେ ସମାପ୍ତ କରିବା ପରେ ଦିଲ୍ଲୀ ୟୁନିଭର୍ସିଟରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ ।

 

2/5

୨୦୧୧ ମସିହାରେ ସେ ମିସ ଇଣ୍ଡିଆର ଫେମିନାରେ ପାଞ୍ଚ ଜଣ ମଧ୍ୟରେ ରହିଥିଲେ । ସେ ମିସ ଫ୍ରେସ, ଫେମିନା ମିସ ବିୟୁଟିଫୁଲ, ଫେମିନା ମିସ ଟ୍ୟାଲେଣ୍ଟଡ ଆଦି ସମ୍ମାନ ପାଇଥିଲୋ 

3/5

୨୦୧୪ରେ ସେ ହିନ୍ଦୀ କଥାଚିତ୍ର ଜଗତରେ ୟାରିୟାନ୍ ଚଳଚ୍ଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିଥିଲେ । 

 

4/5

ସେ ଜଣେ ସକ୍ରିୟ ଗଲ୍ଫ ଖେଳାଳୀ ଏବଂ ଜାତୀୟ ସ୍ତରର ଖେଳାଳୀ ।

 

5/5

ନିକଟରେ ଟଲିଉଡ ଡ୍ରଗ୍ସ ମନି ଲଣ୍ଡରିଂ ମାମଲାରେ ରାକୁଲଙ୍କ ନାମ ଆସିଛି। ଯାହା ପରେ ଇଡି ତରଫରୁ ଅଭିନେତ୍ରୀଙ୍କ ନିକଟକୁ ସମନ ପଠାଯାଇଛି। ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ମଧ୍ୟ ରକୁଲଙ୍କୁ ଇଡି ଜେରା କରିଥିଲା ।  ୨୦୨୧ ରେ ମଧ୍ୟ ରକୁଲ ପ୍ରୀତଙ୍କୁ ଇଡି ପକ୍ଷରୁ ପଚରାଉଚରା କରାଯାଇଥିଲା ।