Advertisement
Photo Details/zeeodisha/odisha1377993
photoDetails0hindi

ରାଜଧାନୀରେ ଧୂମଧାମରେ ପାଳନ ହେଉଛି ଦୁର୍ଗା ପୂଜା, ଫଟୋରେ ଦେଖନ୍ତୁ କିଛି ମନୋରମ ଦୃଶ୍ୟ

Durga Puja 2022: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅତି ଧୂମଧାମ ସହ ଦୁର୍ଗା ପୂଜା ପାଳନ କରାଯାଉଛି । ମଣ୍ଡପଗୁଡ଼ିକ ଅତି ସୁନ୍ଦର ଭାବେ ସଜ୍ଜିତ କରାଯାଇଛି । ଆସନ୍ତୁ ଭୁବନେଶ୍ୱରର ଏପରି କିଛି ସ୍ଥାନର ମନୋରମ ଦୃଶ୍ୟ ଦେଖିବା....

1/6

ଭୁବନେଶ୍ୱର: Durga Puja 2022: ସାରା ଦେଶରେ ଧୂମଧାମରେ ଦୁର୍ଗା ପୂଜା ପାଳନ କରାଯାଉଛି । ବିଶେଷ କରି ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଦୁର୍ଗା ପୂଜା ବଡ଼ ଜୋରସୋରରେ ପାଳନ କରାଯାଇଥାଏ । ଷଷ୍ଠ ଠାରୁ ଆରମ୍ଭ କରି ଦଶମୀ ପର୍ଯ୍ୟନ୍ତ ଅର୍ଥାତ ୫ ଦିନ ଧରି ଦୁର୍ଗା ପୂଜା ଚାଲିଥାଏ । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅତି ଧୂମଧାମ ସହ ଦୁର୍ଗା ପୂଜା ପାଳନ କରାଯାଉଛି । ମଣ୍ଡପଗୁଡ଼ିକ ଅତି ସୁନ୍ଦର ଭାବେ ସଜ୍ଜିତ କରାଯାଇଛି । ଆସନ୍ତୁ ଭୁବନେଶ୍ୱରର ଏପରି କିଛି ସ୍ଥାନର ମନୋରମ ଦୃଶ୍ୟ ଦେଖିବା....

ଝାରପଡ଼ା

2/6
ଝାରପଡ଼ା

ଏହି ଫଟୋରେ ଦେଖୁଥିବା ଦୃଶ୍ୟଟି ହେଉଛି ଝାରପଡ଼ା ଦୁର୍ଗା ପୂଜା ପେଣ୍ଡାଲର...

ରସୁଲଗଡ଼

3/6
ରସୁଲଗଡ଼

ଏହି ଫଟୋରେ ଦେଖୁଥିବା ମନୋରମ ଦୃଶ୍ୟଟି ହେଉଛି ରସୁଲଗଡ଼ ଦୁର୍ଗା ପୂଜା ମଣ୍ଡପର...

ବରମୁଣ୍ଡା

4/6
ବରମୁଣ୍ଡା

ଏହି ଫଟୋରେ ଦେଖୁଥିବା ଦୃଶ୍ୟଟି ହେଉଛି ବରମୁଣ୍ଡା ଦୁର୍ଗା ପୂଜା ପେଣ୍ଡାଲର...

ଭୋମିଖଲ

6/6
ଭୋମିଖଲ

ଏହି ଫଟୋରେ ଦେଖୁଥିବା ଦୃଶ୍ୟଟି ହେଉଛି ଭୋମିଖଲ ଦୁର୍ଗା ପୂଜା ପେଣ୍ଡାଲର...