Advertisement
Photo Details/zeeodisha/odisha1379546
photoDetails0hindi

ବର୍ଷା ସତ୍ତ୍ୱେ କମ୍ ହେଉନି ଭକ୍ତଙ୍କ ଭିଡ଼, ରାଜଧାନୀରେ ଜାରି ରହିଛି ମହାନବମୀ ପୂଜା; ଦେଖନ୍ତୁ ଫଟୋ

Durga Puja 2022: ବୁଧବାର ମହାମାୟା ଜଗଜ୍ଜନନୀ ମା ଦୁର୍ଗା ହାତୀରେ ବିଦାୟ ନେବେ । ଏଥର ମଧ୍ୟ ଏକ ହାତୀ ଉପରେ ମା ଦୁର୍ଗାଙ୍କ ଆଗମନ ହୋଇଥିଲା । ହାତୀରେ ମା’ଙ୍କ ଆଗମନ ଓ ବିଦାୟ ସହିତ ବର୍ଷସାରା ଭଲ ବର୍ଷା ହେବାର ସମ୍ଭାବନା ରହିଛି ।

1/8

ଭୁବନେଶ୍ୱର: Durga Puja 2022: ଶାରଦୀୟ ଦୁର୍ଗା ପୂଜାର ଆଜି (ମଙ୍ଗଳବାର) ମହାନବମୀ ପୂଜା ଜାରି ରହିଛି । ଫଳରେ ଦୁର୍ଗା ମଣ୍ଡପରେ ଭକ୍ତମାନଙ୍କ ଭିଡ଼ ଜମିବା ସ୍ୱାଭାବିକ କଥା । 

2/8

3/8

କିନ୍ତୁ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ପୂଜା ମଉଜ ଫିକା ପଡ଼ିଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । 

4/8

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବର୍ଷା ହେଉଛି । ଫଳରେ ମନେ କରାଯାଉଥିଲା ରାଜଧାନୀର ବିଭିନ୍ନ ମଣ୍ଡପରେ ଭିଡ଼ ଜମିବ ନାହିଁ । 

6/8

ସେପଟେ ଆସନ୍ତାକାଲି ଲୋକମାନେ ବିଜୟା ଦଶମୀ ଦିନ ଦେବୀଙ୍କୁ ବିଦାୟ ଜଣାଇବେ । 

7/8

ବୁଧବାର ସୁକର୍ମା ବା ରବି ଯୋଗାରେ ଯୁଗ୍ମ ସଂଯୋଗରେ ବିଜୟ ଦଶମୀ ପାଳନ କରାଯିବ । ବୁଧବାର ମହାମାୟା ଜଗଜ୍ଜନନୀ ମା ଦୁର୍ଗା ହାତୀରେ ବିଦାୟ ନେବେ । 

8/8

ଏଥର ମଧ୍ୟ ହାତୀ ଉପରେ ମା ଦୁର୍ଗାଙ୍କ ଆଗମନ ହୋଇଥିଲା । ହାତୀରେ ମା’ଙ୍କ ଆଗମନ ଓ ବିଦାୟ ସହିତ ବର୍ଷସାରା ଭଲ ବର୍ଷା ହେବାର ସମ୍ଭାବନା ରହିଛି ।