Gold Price Today: ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ର ମୂଲ୍ୟ ୮,୬୬୨ ଟଙ୍କା, ୨୨ କ୍ୟାରେଟ ସୁନା ଗ୍ରାମ ପିଛା ୭,୯୪୦ ଟଙ୍କା ଏବଂ ୧୮ କ୍ୟାରେଟ ସୁନା ଯାହାକୁ (୯୯୯ ସୁନା ମଧ୍ୟ କୁହାଯାଏ) ଗ୍ରାମ ପିଛା ୬,୪୯୭ ଟଙ୍କା ରହିଛି । ଓଡ଼ିଶାରେ ଅଧିକାଂଶ ଲୋକ ସୁନା କିଣିବାକୁ ଭଲ ପାଆନ୍ତି। ରାଜ୍ୟର ସବୁ ବର୍ଗର ଲୋକ ସୁନା କିଣିବାରେ ସକ୍ରିୟ ଅଛନ୍ତି ଏବଂ ସେମାନେ ବିଭିନ୍ନ ପର୍ବପର୍ବାଣୀ, ପାରିବାରିକ କାର୍ଯ୍ୟକ୍ରମ ଏବଂ ବିବାହରେ ପରିଧାନ ପାଇଁ ଏବଂ ଉପହାର ଦେଉଥାନ୍ତି । ହେଲେ ଏବେ ସୁନା କିଣିବା ନେଇ ଲୋକଙ୍କ ମୁଣ୍ଡ ବିନ୍ଧୁଛି କାରଣ ଦର ଦିନକୁ ବଢୁଛି ସତ ହେଲେ କମିବାର ନାଁ ନେଉନାହିଁ।
ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ର ଭରିପିଛା ମୂଲ୍ୟ ୮୬ ହଜାର ୬୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୭୯ ହଜାର ୪୦୦ ରହିଛି । ଓ ୧୮ କ୍ୟାରେଟ୍ ସୁନା ୬୪ ହଜାର ୯୭୦ ଟଙ୍କା ରହିଛି।
ସେହିପରି ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ ସୁନା ର ଭରିପିଛା ମୂଲ୍ୟ ୮୬ ହଜାର ୭୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୭୯ ହଜାର ୫୫୦ ରହିଛି । ଓ ୧୮ କ୍ୟାରେଟ୍ ସୁନା ୬୫ ହଜାର ୦୯୦ ଟଙ୍କା ରହିଛି।
ଅନ୍ୟପଟେ ମୁମ୍ବାଇରେ ମଧ୍ୟ ୨୪ କ୍ୟାରେଟ ସୁନାର ଭରିପିଛା ମୂଲ୍ୟ ୮୬ ହଜାର ୬୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୭୯ ହଜାର ୪୦୦ ଟଙ୍କା ରହିଛି । ଓ ୧୮ କ୍ୟାରେଟ୍ ସୁନା ଦର ୬୪ ହଜାର ୯୭୦ ଟଙ୍କା ରହିଛି।
ସେହିପରି ଚେନ୍ନାଇରେ ୨୪ କ୍ୟାରେଟ ସୁନାର ଭରିପିଛା ମୂଲ୍ୟ ୮୬ ହଜାର ୬୨୦ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୭୯ ହଜାର ୪୦୦ ଟଙ୍କା ରହିଛି । ଓ ୧୮ କ୍ୟାରେଟ୍ ସୁନା ଦର ୬୫ ହଜାର ୩୫୦ ଟଙ୍କା ରହିଛି
ସେହିପରି କୋଲକାତାରେ ୨୪ କ୍ୟାରେଟ ସୁନାର ଭରିପିଛା ମୂଲ୍ୟ ୮୬ ହଜାର ୬୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୭୯ ହଜାର ୪୦୦ ରହିଛି । ଓ ୧୮ କ୍ୟାରେଟ୍ ସୁନା ଦର ୬୪ ହଜାର ୯୭୦ ଟଙ୍କା ରହିଛି।
ट्रेन्डिंग फोटोज़