Muscle building food: ଅତ୍ୟଧିକ ପତଳା କି ? ଖାଆନ୍ତୁ ଏସବୁ ଜିନିଷ ମିଳିବ ପ୍ରଚୁର ପ୍ରୋଟିନ୍
Advertisement
Article Detail0/zeeodisha/odisha1955271

Muscle building food: ଅତ୍ୟଧିକ ପତଳା କି ? ଖାଆନ୍ତୁ ଏସବୁ ଜିନିଷ ମିଳିବ ପ୍ରଚୁର ପ୍ରୋଟିନ୍

  ଅଧିକନ୍ତୁ କୁହାଯାଏ ଯେ ଯଦି ଆପଣ ଅତ୍ୟଧିକ ପତଳା ତାହେଲେ ଆପଣ ଭେଜିଟେରିଆନ । ତାହେଲେ ଖାଆନ୍ତୁ ଏସବୁ ଜିନିଷ ଓଜନ ବଢ଼ିବା ସହ ଶକ୍ତି ମିଳିବ । ଓଜନ ବଢ଼ାଇବା ପାଇଁ ଭେଜିଟେରିଆନ ଫୁଡ଼ ଓଜନ ବଢ଼ାଇବା ପାଇଁ ହେଲେ ଠିକ୍ ଖାଦ୍ୟ ପାନୀୟ ଜରୁରୀ । ଯଦି ଆପଣ ଶାକାହାରୀ ତାହେଲେ ଏମିତି ଖାଦ୍ୟ ବାଛନ୍ତୁ ଯାହା ସ୍ବାସ୍ଥ୍ୟପାଇଁ ଭ

SOCIAL MEDIA

Muscle building food: 

ଅଧିକନ୍ତୁ କୁହାଯାଏ ଯେ ଯଦି ଆପଣ ଅତ୍ୟଧିକ ପତଳା ତାହେଲେ ଆପଣ ଭେଜିଟେରିଆନ । ତାହେଲେ ଖାଆନ୍ତୁ ଏସବୁ ଜିନିଷ ଓଜନ ବଢ଼ିବା ସହ ଶକ୍ତି ମିଳିବ ।

ଓଜନ ବଢ଼ାଇବା ପାଇଁ ଭେଜିଟେରିଆନ ଫୁଡ଼

ଓଜନ ବଢ଼ାଇବା ପାଇଁ ହେଲେ ଠିକ୍ ଖାଦ୍ୟ ପାନୀୟ ଜରୁରୀ । ଯଦି ଆପଣ ଶାକାହାରୀ ତାହେଲେ ଏମିତି ଖାଦ୍ୟ ବାଛନ୍ତୁ ଯାହା ସ୍ବାସ୍ଥ୍ୟପାଇଁ ଭଲ ହେବା ସହ ଓଜନ ବଢ଼ିବ । ଆମିଷ ଠାରୁ ଅଧିକ ପ୍ରୋଟିନ ଏ ଖାଦ୍ୟରେ  ଥାଏ । ଏବଂ ଶରୀରକୁ ମୋଟା କରିଥାଏ ।

ସୋୟା ଉତ୍ପାଦ

ସୋୟା ବୀନ୍ସ,, ସୋୟା ମିଲ୍କ ଓଜନ ବଢ଼ାଇଥାଏ । ଏଥିରେ ଅଧିକ ପ୍ରୋଟିନ ଏବଂ ଅନ୍ୟ ପୋଷଣ ତତ୍ତ୍ବ ମଧ୍ୟ ରହିଛି ।

ନଟ୍ସ ,ଏବଂ ଡ଼୍ରାଏ ଫ୍ରୁଟ୍ସ

ବାଦାମ,କାଜୁ, ଅଖରୋଟ ଏବଂ କିସମିସ ଖାଇବା ଦ୍ବାରା ଅଧିକ ପୋଷଣ ମିଳିବା ସହ କ୍ୟାଲୋରୀ ମିଳିଥାଏ । ଯାହା ଶରୀରର ଓଜନ ବଢ଼ାଇଥାଏ ।

ପନୀର ଏବଂ ଆଭୋକାଡ଼ୋ

ପନିରରେ ପ୍ରଚୁର ପରିମାଣର ପୋଷଣ ତତ୍ତ୍ବ ରହିଛି । ଏବଂ ଆଭୋକାଡ଼ୋରେ ଫ୍ୟାଟ୍ସ , ଭିଟାମିନ୍ସ, ଓ ମିନେରାଲ୍ସ ରହିଛି । ଯାହା ଓଜନ ବଢ଼ାଇବାରେ ସାହାଯ୍ୟ କରିଥାଏ ।

ଡ଼ାଲି ଜାତୀୟ ଖାଦ୍ୟ

ମୁଗ, ହରଡ଼ ଏବଂ ଚଣା ଭଳି ଡ଼ାଲି ଜାତୀୟ ଜିନିଷରେ ଫାଇବର ଏବଂ ଅନ୍ୟ ପୋଷଣ ତତ୍ତ୍ବ ଭରପୁର ମାତ୍ରାରେ ରହିଛି ।

ଦହି

ଦହିରେ ପ୍ରଚୁର ପରିମାଣର ପ୍ରୋଟିନ ରହିଛି । ଦହିରୁ କ୍ୟାଲସିୟମ ଏବଂ ଭିଟାମିନ ଡ଼ି ମିଳିଥାଏ । ଯାହା ଶରୀରରେ ଶକ୍ତି ବଢ଼ାଇଥାଏ ।

କନ୍ଦମୂଳ

ଏହା ଭଲ ସ୍ବାଦ ଏବଂ ପୋଷକ ତତ୍ତ୍ବ ପାଇଁ ସମସ୍ତଙ୍କ ପ୍ରିୟ ଅଟେ । ଏଥିରେ ଭିଟାମିନ, ଖଣିଜ, ଆଣ୍ଟିଅକ୍ସିଡ଼ାଣ୍ଟ ସହ ପୋଷଣ ଏବଂ ଫାଇବରର ମାତ୍ରା ଅଧିକ ଥାଏ ।