Advertisement
Photo Details/zeeodisha/odisha2649677
photoDetails0hindi

Odia Singer Navya Jaiti: ସରିଲା କଣ୍ଠଶିଳ୍ପୀ ନାଭ୍ୟାଙ୍କ ବିବାହ

Odia Singer Navya Jaiti: ବିବାହ ବନ୍ଧନରେ ବାନ୍ଧି ହୋଇଚନ୍ତି ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ନାଭ୍ୟା ଜୈତି। ନିଜର ପ୍ରେମିକଙ୍କୁ ସେ ବିବାହ କରିଛନ୍ତି। 

1/5

ଭୁବନେଶ୍ୱର: ଓଲିଉଡ଼ ଜଗତର ଜଣାଶୁଣା କଣ୍ଠଶିଳ୍ପୀ ନାଭ୍ୟା ଜାଇତି ବିବାହ ବନ୍ଧନରେ ବାନ୍ଧି ହୋଇଚନ୍ତି। 

2/5

ନିକଟରେ ତାଙ୍କର ପ୍ରେମିକ ତଥା ମ୍ୟୁଜିକିସିଆନ ମୋହିତଙ୍କ ହାତ ଧରିଛନ୍ତି ଏହି ଓଡ଼ିଆ କଣ୍ଠଶିଳ୍ପୀ। 

3/5

ନାଭ୍ୟା ଓ ମୋହିତ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରି ଆସୁଥିଲେ। ନିକଟରେ ସେମାନଙ୍କର ନିର୍ବନ୍ଧ ଶେଷ ହୋଇଥିଲା। 

4/5

ଶେଷରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। 

5/5

ବିବାହ ଉତ୍ସବରେ ଓଲିଉଡ଼ ଜଗତର ପ୍ରତିଷ୍ଠିତ କଣ୍ଠଶିଳ୍ପୀ, କଳାକାର ପ୍ରମୁଖ ସାମିଲ ହୋଇଥିଲେ।